ବେଶର୍ମ ରଙ୍ଗ ଗୀତରେ ଚାରଚାନ୍ଦ ଲଗାଇଦେଲେ ଏହି ଯୁବତୀ, ୟୁଜର କହିଲେ ଦୀପିକାଙ୍କର ହୋଇଯିବ ଛୁଟି…

ନୂଆଦିଲ୍ଲୀ, ୨୩/୦୩ : ସେ ‘ପଠାନ’ ହେଉ କିମ୍ବା ତାର ଗୀତ ‘ବେସରମ ରଙ୍ଗ’, ନିକଟ ଅତୀତରେ ଉଭୟ ଖୁବ୍ ବିବାଦରେ ଥିଲେ। ହେଲେ ଏବେ ପଠାନ ସହ ଏହାର ଗୀତକୁ ଖୁବ୍ ଭଲପାଇବା ମିଳିଛି। ଏହି ଗୀତରେ ଦୀପିକା ପାଦୁକୋନଙ୍କ ସିଜଲିଂ ଲୁକ୍ ଏବଂ କାତିଲ ଅନ୍ଦାଜ ସମସ୍ତଙ୍କୁ ପାଗଳ କରିଦେଇଛି। ଏବେ ସୋସିଆଲ ମିଡିଆରେ ଏହି ଗୀତରେ ବିଭିନ୍ନ ରିଲ୍ସ ଦେଖିବାକୁ ମିଳିଛି। ଏହି ଗୀତରେ ଜଣେ ଯୁବତୀଙ୍କ ଭିଡିଓ ଏବେ ଭାଇରାଲ୍ ହେବାରେ…

Read More

ବାଘ ବଜାରୀ Dance of Tigers ଫିଲ୍ମର ପୋଷ୍ଟର ଓ ଟ୍ରେଲର ରିଲିଜ୍, ଦର୍ଶକ ପରଦାରେ ଦେଖିବେ ବାଘ ଭଳି ମଣିଷର ହିଂସ୍ର ଆଚରଣ

ଭୁବନେଶ୍ଵର, ୦୮/୦୨ : ବାଘ ବଜାରୀ Dance of Tigers ଫିଲ୍ମର ପୋଷ୍ଟର ଓ ଟ୍ରେଲର ରିଲିଜ। ଭୁବନେଶ୍ଵରର ଗୀତ ଗୋବିନ୍ଦ ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରମେୟ ଓ ନ୍ୟୁଜ-୭ ଏଡିଟର ଗୋପାଳ କୃଷ୍ଣ ମହାପାତ୍ର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସେହିପରି ପ୍ରତିଷ୍ଠିତ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ପ୍ରଣବ ଦାସ ଓ ନାଟ୍ୟକାର ବିଜୟ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବାଘ ବଜାରୀ…

Read More

ଏହିଠାରେ ଦେଖନ୍ତୁ ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧ

ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧ ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ଫିଲ୍ମଟି ଆପଣଙ୍କୁ ବର୍ତ୍ତମାନ ଯୁଗର ଚଳନ୍ତି କଥା କହୁଛି …ସି ଓଡ଼ିଶା ବ୍ୟାନରରେ ଶ୍ରୁତିରେଖା ମିଶ୍ରଙ୍କ ପ୍ରଯୋଜିତ ଲାଫିଙ୍ଗ ବୁଦ୍ଧ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ପ୍ରୀତିରାଜ ଶତପଥୀ, ଚିତ୍ତରଞ୍ଜନ ବିଶ୍ବାଳ, ସୁଶ୍ରୀ, ଧୋବେଇ ପ୍ରଧାନ, ଦେବଦତ୍ତ ପ୍ରଧାନ ଏବଂ ମାଧୁର୍ଯ୍ୟା। ଲାଫିଙ୍ଗ ବୁଦ୍ଧ ଗୋଲ୍ଡେନ ଲିଫ୍ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହୋଇଥିଲା।  ଫିଲ୍ମଟି ଦେଖିବା ପାଇଁ କ୍ଲିକ କରନ୍ତୁ ତଳେ ଦିଆଯାଇଥିବା…

Read More

ନୂଆ ଓଡ଼ିଆ ଫିଲ୍ମ ମୋ ପଣତ କାନିରେ ତୁ

() ନୂଆ ଓଡ଼ିଆ ଫିଲ୍ମ ଟିଭି ପ୍ରିମିୟର ଉପରେ ଏବେ ଦର୍ଶକଙ୍କ ସବୁବେଳେ ନଜର ରହୁଛି । ଏହି କ୍ରମରେ ରବିବାର ହେବ ଧମାକେଦାର  ଜୁନ୍ ୧୨ ରେ ଜୀ ସାର୍ଥକ ରେ ଓ୍ଵାର୍ଲଡ ଟେଲିଭିଜନ ପ୍ରିମିୟର  ହେବାକୁ ଯ଼ାଉଛି ‘ମୋ ପଣତକାନିରେ ତୁ’ ଯ଼ାହାର ଅଡିଓ ରିଲିଜ୍ ହୋଇଯ଼ାଇଥିବା ବେଳେ ଏବେ ଫିଲ୍ମର ରିଲିଜ ଉପରେ ଦର୍ଶକଙ୍କର ଉତ୍କଣ୍ଠା ରହିଛି । ଜୀ ସାର୍ଥକ ଫିଲ୍ମସ ବ୍ୟାନରରେ ନିର୍ମାଣ ହେଇଛି ଏହି  ନୂଆ ସିନେମା  ‘ମୋ…

Read More

ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧ ଗୋଲ୍ଡେନ ଲିଫ୍ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ

ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧ ଗୋଲ୍ଡେନ ଲିଫ୍ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହୋଇଛି। ପୋର୍ଟ ବ୍ଲେୟାରରେ ଅନୁଷ୍ଠିତ ଏହି ଚଳଚ୍ଚିତ୍ର ଉତ୍ସବରେ 118ଟି ସର୍ଟ ଫିଲ୍ମ ସ୍ଥାନ ପାଇଥିଲା। ଏଥିରେ ଓଡ଼ିଆ ଫିଲ୍ମ ଲାଫିଙ୍ଗ ବୁଦ୍ଧ ଶ୍ରେଷ୍ଠ ଭାରତୀୟ ଫିଲ୍ମ ମାନଙ୍କ ମଧ୍ୟରେ ସ୍ଥାନ ପାଇଛି।   ଫିଲ୍ମର କନସେପ୍ଟକୁ ଫେଷ୍ଟିଭାତ ଜୁରୀ ଖୁବ ପସନ୍ଦ କରିଛନ୍ତି। ବର୍ତ୍ତମାନ ସାମାଜିକ ଚଳଣିର ଏହା ପ୍ରତିଫଳନ ହୋଇପାରିଛି ବୋଲି କହିଛନ୍ତି। ଜୁଲାଇମାସରେ ସର୍ଟ ଫିଲ୍ମ ଲାଫିଙ୍ଗବୁଦ୍ଧ ଶେଷ…

Read More

ଏତେ ଲୋକଙ୍କୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଭୁଆଁ ବନେଇଲେ !

ବିଦେଶ ଯିବା ବେଳେ ମୁମ୍ବାଇ ଏୟାରପୋର୍ଟରେ ଅଭିନେତ୍ରୀ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଅଟକ । କିଛି ସମୟ ଅଟକ ପରେ ତାଙ୍କୁ ଛାଡ଼ି ଦିଆଯାଇଛି । ଜାକ୍‌ଲିନ୍‌ଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି ଇଡି । ୨୦୦ କୋଟି ଆଦାୟ ମାମଲାରେ ତାଙ୍କ ବିରୋଧରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।ବିମାନ ଚଢ଼ିବାକୁ ଯାଉଥିବା ବେଳେ ଜାକଲିନ୍‌ଙ୍କୁ ଅଟକ ରଖି ଲୁକ ଆଉଟ୍‌ ନୋଟିସ୍‌ ସଂପର୍କରେ ଜଣାଇଥିଲେ କର୍ତ୍ତୃପକ୍ଷ । ଇଡିକୁ ମଧ୍ୟ ଅଟକ ସଂପର୍କରେ…

Read More

ଆରୟାନ ଖାନ ଏପିସୋଡ କି ଶିକ୍ଷା ଦେଉଛି- ଜାଣିବା ଜରୁରୀ

ଆରୟାନ ଖାନଙ୍କୁ ଜାମିନ ମିଳିବା ପରେ ମନତ( ଶାହାରୁଖ ଖାନଙ୍କ ଘର) ଓ ଶାହାରୁଖ ଖାନଙ୍କ ପରିବାରକୁ ଖୁସି ଫେରିଛି। ତେବେ ଆରୟାନ ଖାନଙ୍କ ଏହି ଏପିସୋଡ ଅନେକ କିଛି ଶିକ୍ଷା ଦେଇଛି ଯାହାକି ସେଲିବ୍ରିଟି ସନ ହିସାବରେ ଆରୟାନ ଖାନ ନିଶ୍ଚୟ ମନେ ରଖିବେ । କେବଳ ଆରୟାନ ଖାନ କାହିଁକି ଅନ୍ୟମାନଙ୍କ ପାଇଁ ମଧ୍ୟ ଏହା ଏକ ସତର୍କ ଘଣ୍ଟି ହୋଇଛି। ବିଶେଷ କରି ଏକ ସେଲିବ୍ରିଟି ପରିବାରର ଦାୟାଦ ହିସାବରେ ଆରୟାନଙ୍କୁ ଓ…

Read More

ମୋଦି ଓ ଅକ୍ଷୟ କୁମାରଙ୍କ ପରେ ଅଜୟ ଦେବଗନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଲିଉଡ଼ ଷ୍ଟାର ଅକ୍ଷୟ କୁମାର ଏବଂ ମେଗାଷ୍ଟାର ରଜିନୀକାନ୍ତଙ୍କ ପରେ ଏବେ ସିଂହମ ଷ୍ଟାର ଅଜୟ ଦେବଗନ  । ଆମେ କେଉଁକଥା କଥା କହୁଛୁ ତାହା ଆପଣ ଅନୁମାନ ଲଗାଇ ସାରିବେଣି   ।  ଏବେ ସେହି ସୋର ଟ୍ରେଲର ଆସିଛି । ଯେଉଁଥିରେ ଅଜୟ ଦେବଗନ ସାର୍କ ସହିତ ଗଭୀର ସମୁଦ୍ର ଭୀତରେ ନିଜର ସାହସିକତା ଦେଖାଉଛନ୍ତି ।  ଆଉ ସାଙ୍ଗରେ କିଏ ଅଛନ୍ତି ଏହା କହିବା ହୁଏତ ଆବଶ୍ୟକତା ନାହିଁ , ଯିଏ ମୋଦିଙ୍କ ସହିତ ଥିଲେ…

Read More

ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧରେ ରହିଛି ସୁଖର ସନ୍ଧାନ

sheodisha.com ଆପଣମାନଙ୍କ ପାଇଁ ଆଣୁଛି ଏକ କ୍ଷୁଦ୍ର ଚଳଚ୍ଚିତ୍ର ଲାଫିଙ୍ଗ ବୁଦ୍ଧ (Laughing Buddha)। ଲାଫିଙ୍ଗ ବୁଦ୍ଧ କ୍ଷୁଦ୍ର ଚଳଚ୍ଚିତ୍ରରେ ରହିଛି ଏକାଧିକ ମେସେଜ। ବର୍ତ୍ତମାନ ସମାଜର ଘଟଣାବଳୀ ମଧ୍ୟରୁ ଏଥିରେ ରହିଛି ଏମିତି ଏକ ଘଟଣା, ଯ଼ାହାକି ଆପଣ ଦେଖୁଛନ୍ତି,ଜାଣୁଛନ୍ତି କିନ୍ତୁ ନଜର ଆନ୍ଦାଜ କରିଦିଅନ୍ତି । ଖୁସିର ସନ୍ଧାନରେ ମଣିଷ କେମିତି ବାଟବଣା ହୋଇଯ଼ାଏ ଏବଂ ପୁଣି ଲାଫିଙ୍ଗବୁଦ୍ଧ ନିକଟରେ ଖୁସିର ସତ୍ତା ତାକୁ ମିଳିଛି, ଏମିତି କିଛି ନିଆରା କାହାଣୀକୁ ନେଇ ଏହି…

Read More