ପିଲାଙ୍କୁ ଶିଖାନ୍ତୁ ସଞ୍ଚୟର ଗୁରୁତ୍ୱ, ସେମାନେ ବୁଝିପାରିବେ ଅର୍ଥର ଗୁରୁତ୍ଵ

ଭୁବନେଶ୍ଵର, ୧୮/୬ : ମହଙ୍ଗା ଦୁନିଆରେ ଛୋଟବେଳୁ ପିଲାଙ୍କୁ ଶିଖାନ୍ତୁ ସଞ୍ଚୟର ଗୁରୁତ୍ୱ। ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବା ଅଭିଭାବକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି । ତେଣୁ ଏହି ପରିସ୍ଥିତିରେ ପିଲାଙ୍କୁ ଟଙ୍କାର ପ୍ରକୃତ ମୂଲ୍ୟ ବୁଝାଇବା ଖୁବ୍‌ ଜରୁରି । ପିଲାଟିଏ ଟଙ୍କାର ପ୍ରକୃତ ମୂଲ୍ୟ ବୁଝିବା ଦ୍ୱାରା ହିଁ ତା’ ଖର୍ଚ୍ଚରେ ପରିବର୍ତ୍ତନ ଆସିଥାଏ । ତେଣୁ ଛୋଟ ବେଳୁ ହିଁ ପିଲାକୁ ଅର୍ଥର ମୂଲ୍ୟ ବୁଝାଇବାକୁ ପ୍ରୟାସ କରନ୍ତୁ । ଫଳରେ…

Read More

ଚିନ୍ତା ବଢ଼ାଉଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଉଥିବା ଉଚ୍ଚ ରକ୍ତଚାପ ସମସ୍ୟା, ଜାଣନ୍ତୁ ଏହାର ନିରାକରଣ

ଭୁବନେଶ୍ୱର, ୧୬/୦୬ :  ବର୍ତ୍ତମାନ ସମୟରେ ଚିନ୍ତା ବଢ଼ାଇଛି ଛୋଟ ପିଲାଙ୍କ ମଧ୍ୟରେ ଦେଖାଦେଇଥିବା ଉଚ୍ଚ ରକ୍ତଚାପ ସମସ୍ଯା। ବିଶେଷଜ୍ଞଙ୍କ କହିବା ଅନୁସାରେ ସାରା ବିଶ୍ୱରେ ୩ପ୍ରତିଶତରୁ ୬ପ୍ରତିଶତ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରାକ୍ତଚାପ ପରି ସମସ୍ୟା ଦେଖିବାକୁ ମିଳୁଛି । ଆଉ ଏଥିପାଇଁ ବଦଳୁଥିବା ଜୀବନଶୈଳୀକୁ ଦାୟୀ କରାଯାଇଛି । ଏହାସହ ମୋଟାପଣ ଯୋଗୁଁ ମଧ୍ୟ ଅନେକ କ୍ଷେତ୍ରରେ ଶିଶୁ ଓ କିଶୋରଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ ସମସ୍ୟା ଦେଖାଦେଉଛି । ୧୨ରୁ…

Read More

ଜାଣନ୍ତୁ ଶିଶୁର ଦାନ୍ତ କେବେଠୁ ସଫା କରିବା ଉଚିତ୍…

ଭୁବନେଶ୍ଵର, ୧୩/୦୬ : ଶିଶୁମାନେ ଧିରେ ଧିରେ ବଢିବା ସହ ତାଙ୍କୁ ସଫା ସୁତୁରା କରିବା ଜରୁରୀ ହୋଇଥାଏ। ସବୁଠୁ ଜରୁରୀ ହେଉଛି ଓରାଲ ହାଇଜିନ୍‌। ଓରାଲ ହାଇଜିନର କନେକ୍ସନ କହିବାକୁ ଗଲେ ସ୍ୱାସ୍ଥ୍ୟ ସହ ରହିଥାଏ। ଶିଶୁଙ୍କ ଦାନ୍ତ ଓ ମୁହଁର କୀଟାଣୁ ପେଟକୁ ଯାଇ ଶିଶୁକୁ ରୋଗଗ୍ରସ୍ତ କରିଥାଏ। ଏଥିରେ ଦାନ୍ତ ବି  ଖରାପ ହୋଇଯାଏ। ଏଥିପାଇଁ ଶିଶୁଙ୍କୁ ଟୁଥବ୍ରଶର ଟ୍ରେନିଂ ଦେବା ନିହାତି ଜରୁରୀ । ହେଲେ କେବେ ଠାରୁ ଏହା କରିବା…

Read More

ଖରାରୁ ଆସି କୋଲ୍ଡ ଡ୍ରିଙ୍କସ୍ ପାଉଛନ୍ତି କି ? ସାବଧାନ୍…

ଭୁବନେଶ୍ୱର, ୧୦/୦୬ : ଖରାରୁ ଆସି କୋଲ୍ଡ ଡ୍ରିଙ୍କସ୍ ପିଉଛନ୍ତି କି ? ସାବଧାନ ହୋଇଯାଆନ୍ତୁ । କାରଣ ସତର୍କ କରାଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, କୋଲ୍ଡ ଡ୍ରିଙ୍କସ୍ ପିଇବା ଶରୀର ପାଇଁ କ୍ଷତିକାରକ । ଏଥିରେ ସୁଗାରର ମାତ୍ରା ଅଧିକ ଥିବାରୁ ଶରୀରର ଅନେକ ପ୍ରକାଣ ରୋଗ ସୃଷ୍ଟି କରିଥାଏ । ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭତ ହେଉଛି । ଲୋକେ ଖରାରୁ…

Read More

ପିଲାମାନଙ୍କ ବ୍ରେନ୍ ପାୱାର ବଢାଇବାକୁ ଦିଅନ୍ତୁ ଏହି ସବୁ ଖାଦ୍ୟ…

ଭୁବନେଶ୍ଵର, ୦୯/୦୬ : ପିଲାମାନଙ୍କ ବ୍ରେନ୍ ଉପରେ ପ୍ରଭାବ ପକାଏ ଏକ ସ୍ଵାସ୍ଥ୍ୟକର ଡାଇଟ୍। ଶରୀରକୁ ଜରୁରୀ ପୋଷଣ ଏବଂ ଭିଟାମିନ୍ ମିଳିବା ଦ୍ଵାରା ବ୍ରେନ୍ ଠିକ୍ ଭାବରେ କାମ କରିଥାଏ। ତେଣୁ ପିଲାମାନଙ୍କ ବ୍ରେନ୍‌କୁ ଅଧିକ ସାର୍ପ କରିବା ପାଇଁ ଆପଣଙ୍କ ପିଲାମାନଙ୍କୁ ଦିଅନ୍ତୁ ଭିଟାମିନ୍ ଓ ପୋଷଣଯୁକ୍ତ ଖାଦ୍ୟ। ୧- ଦହି- ଆୟୋଡିନ୍‌ର ଏକ ଭଲ ସ୍ରୋତ ହେଉଛି ଦହି। ପ୍ରୋଟିନ, ଜିଙ୍କ୍, ଭିଟାମିନ୍ ବି ୧୨ ଏବଂ ସେଲେନିୟମରେ ଭରପୁର ହେଉଛି ଦହି।…

Read More

ଜାଣନ୍ତୁ ଦିନକୁ ପିଇବେ କେତେ ପାଣି?

ଭୁବନେଶ୍ୱର, ୦୭/୦୬: ଜଣେ ଲୋକ ଦିନକୁ କେତେ ପାଣି ପିଇବା ଆବଶ୍ୟକ । କେତେ ପାଣି ପିଇଲେ ଜଣେ ବ୍ୟକ୍ତି ସୁସ୍ଥ ରହିପାରିବ । ପାଣି ପିଇଲେ ଶରୀରରେ କ’ଣ ପ୍ରଭାବ ପଡ଼ିଥାଏ । ସେହିପରି ଯଦି ଆପଣ ଅତ୍ୟଧିକ ପାଣି ପିଉଛନ୍ତି, ତାହା ସ୍ୱାସ୍ଥ୍ୟ ପ୍ରତି ଭଲ କି ଖରାପ । ଦିନକୁ ପିଇବେ କେତେ ପାଣି ? – ଜଣେ ଲୋକ ଦିନକୁ ୮ରୁ ୧୦ ଗ୍ଲାସ ପିଇବା କଥା – ଅର୍ଥାତ୍ ଦିନକୁ…

Read More

ତାଳି ମାରନ୍ତୁ, ସୁସ୍ଥ ରୁହନ୍ତୁ

ଭୁବନେଶ୍ୱର, ୦୫/୦୬ : କୌଣସି ଇଭେଣ୍ଟଠାରୁ ଆରମ୍ଭ କରି ଖେଳ କୁଦ , ଧର୍ମ ସମ୍ମିଳନୀ ସବୁଠି ତାଳିବାର ଗୁରୁତ୍ୱ ରହିଛି । କିନ୍ତୁ ଆପଣ ଜାଣନ୍ତି କି ତାଳି ମାଣିଷର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ । ଅନେକ ସ୍ୱାସ୍ଥ୍ୟ ସର୍ମ୍କୀୟ ଗବେଷଣାରୁ ଏହାର ପ୍ରମାଣ ମିଳିଛି । ୨୦୧୭ ସେପ୍ଟେମ୍ବରରେ ‘ସାଇକୋଲୋଜି ଆଣ୍ଡ ବିହେବିୟରାଲ ସାଇନ୍ସ ଇଣ୍ଟରନ୍ୟାସନାଲ’ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ତାଳି ମାରିବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭପ୍ରଦ…

Read More

ସହର ତୁଳନାରେ ଗ୍ରାମାଞ୍ଚଳର ଶିଶୁ ଅଧିକ ସୁସ୍ଥ, ସ୍ଵାସ୍ଥ୍ୟାବସ୍ଥା ଖରାପ କରୁଛି ପ୍ରଦୂଷଣ

ନୂଆଦିଲ୍ଲୀ, ୦୧/୦୬ : ସହରାଞ୍ଚଳରେ ରହୁଥିବା ପିଲାମାନଙ୍କର ବିକାଶ ଗ୍ରାମରେ ରହୁଥିବା ପିଲାମାନଙ୍କ ତୁଳନାରେ ଖୁବ୍ କମ୍। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର ୧୫୦୦ ରୁ ଅଧିକ ଗବେଷକ ଏବଂ ଚିକିତ୍ସକ ୨୦୦ଟି ଦେଶରେ ୭୧ ନିୟୁତ ଶିଶୁଙ୍କ ଉପରେ କରାଯାଇଥିବା ଅନୁସନ୍ଧାନରେ ଏହା ପ୍ରକାଶ କରିଛନ୍ତି। ଅନୁସନ୍ଧାନକାରୀମାନେ ୧୯୯୦ ରୁ ୨୦୨୦ ପର୍ଯ୍ୟନ୍ତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ୫ ରୁ ୧୯ ବର୍ଷ ବୟସର ପିଲାମାନଙ୍କର ଉଚ୍ଚତା ଏବଂ ଓଜନ ସମ୍ବନ୍ଧୀୟ ତଥ୍ୟ ବିଶ୍ଳେଷଣ କରିଥିଲେ। ଇମ୍ପେରିଆଲ୍…

Read More

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ : ଛାତ୍ରଙ୍କୁ ଟପିଲେ ଛାତ୍ରୀ, ବିଜ୍ଞାନରେ ପାସ୍ ହାର ୮୪.୯୩%

ଭୁବନେଶ୍ଵର, ୩୧/୦୫ : ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ରେଜଲ୍ଟ ଘୋଷଣା କରିଛନ୍ତି । ଚଳିତ ବର୍ଷ ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ ଥିବା ବେଳେ ବାଣିଜ୍ୟ ପାସ୍ ହାର ୮୧.୧୨ ପ୍ରତିଶତ ରହିଛି। ଏଥର ୭୭ ହଜାର ୪୬୮ ରେଗୁଲାର ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ ୧ ହଜାର ୪୭୦ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଛାତ୍ରଛାତ୍ରୀମାନେ www.orissaresults.nic.in ରେ ନିଜର ପରୀକ୍ଷା…

Read More

ମାତ୍ର ୨୦ ଟଙ୍କାରେ ନଷ୍ଟ ହେଉଛି ଆପଣଙ୍କ ପିଲାଙ୍କ ଜୀବନ, ଜାଣନ୍ତୁ ଏନର୍ଜି ଡ୍ରିଙ୍କ୍‌ର ସାଇଡ୍ ଇଫେକ୍ଟ…

ନୂଆଦିଲ୍ଲୀ, ୨୯/୦୫ : ମାତ୍ର ୨୦ ଟଙ୍କାରେ ନଷ୍ଟ ହେଉଛି ଆପଣଙ୍କ ପିଲାଙ୍କ ଜୀବନ। ହଁ ଆଜ୍ଞା ମାତ୍ର ୨୦ ଟଙ୍କାରେ ବଜାରରେ ବିକ୍ରି ହେଉଥିବା ଷ୍ଟିଙ୍ଗ୍ ଏନର୍ଜି ଡ୍ରିଙ୍କ୍ ଆପଣଙ୍କ ପିଲାଙ୍କ ସ୍ଵାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି। ଏହାଦ୍ଵାରା ପିଲାମାନେ କ୍ୟାଫିନ ନିଶାର ଶିକାର ହେଉଛନ୍ତି। ଶିଶୁ, ଗର୍ଭବତୀ ମହିଳା ଏବଂ ସମ୍ଵେଦନଶୀଳ ଲୋକ ଏହି ଡ୍ରିଙ୍କ୍ ନପିଇବାକୁ ଏହି ଡ୍ରିଙ୍କ୍ ବୋତଲରେ ଉଲ୍ଲେଖ ଥିଲେ ସୁଦ୍ଧା ଆମେ ଏହାକୁ ଅଣଦେଖା କରୁଛେ। ଯାହାଦ୍ଵାରା…

Read More