ଶୀତ ଦିନେ ବଗିଚାରେ ଲଗାନ୍ତୁ ଏହି ସବୁ ଫୁଲ ଗଛ, ବୃଦ୍ଧି ହେବ ଆପଣଙ୍କ ଘରର ସୌନ୍ଦର୍ଯ୍ୟ 

ଭୁବନେଶ୍ଵର, ୨୪/୦୧ : ଘରକୁ ସୁନ୍ଦର କରିବାକୁ ତିଆରି କରନ୍ତୁ ବଗିଚା। ଏହା ଦ୍ଵାରା ଘରର ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ଆପଣଙ୍କୁ ମିଳିବ ସକାରାତ୍ମକ ଉର୍ଜା। ଏବେ ଶୀତ ଦିନ ହୋଇଥିବାରୁ ଆପଣ ଆପଣଙ୍କ ଘରେ ବିଭିନ୍ନ ଶୀତ ଦିନିଆ ଫୁଲ ଗଛ ଲଗାଇ ପାରିବେ। ଏହି ସବୁ ଫୁଲ ଗଛ ଚାରା ଆପଣଙ୍କୁ ଯେକୌଣସି ନର୍ସରୀରୁ ମଧ୍ୟ ମିଳିବ। ଆଷ୍ଟର- ଏହି ଫୁଲ ଗଛକୁ ଖୁବ୍ କମ୍ ଯତ୍ନ ନେବାକୁ ପଡ଼େ। ଏହି…

Read More

ଚର୍ମ ଓ କେଶ ପାଇଁ ଲାଭଦାୟକ ଚାଉଳ ପାଣି

ନୂଆଦିଲ୍ଲୀ ୨୨/୦୧ : ଆମ ରୋଷେଇ ଘରେ ଥିବା ଅନେକ ଜିନିଷ ଖାଦ୍ୟ ପ୍ରସ୍ତୁତ ବ୍ୟତୀତ ବିଭିନ୍ନ ଉପାୟରେ ବ୍ୟବହୃତ ହୁଏ। ଅନେକ ଥର, ସୂଚନା ଅଭାବରୁ, ଆମେ ଉପକାରୀ ଜିନିଷ ମଧ୍ୟ ଫିଙ୍ଗି ଦେଇଥାଉ। ଏଥି ମଧ୍ୟରୁ ଗୋଟିଏ ହେଉଛି ଚାଉଳ ପାଣି। ଅନେକ ଥର ଲୋକମାନେ ଏହାକୁ ଫୋପାଡି ଦିଅନ୍ତି କିନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ। ଦୀର୍ଘ ଦିନ ଧରି ଜାପାନରେ ଚାଉଳ ପାଣି ଅନେକ ଉପାୟରେ ବ୍ୟବହୃତ ହୋଇଆସୁଛି। ସ୍ୱାସ୍ଥ୍ୟ…

Read More

ଆପଣଙ୍କ ହୃଦୟକୁ ସୁସ୍ଥ ରଖେ ଏହି ସବୁ ଖାଦ୍ୟ, ଜାଣନ୍ତୁ…

ଭୁବନେଶ୍ୱର, ୨୧/୦୧ : ହୃଦଘାତ ଏବେ ଏକ ଗୁରୁତର ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି। ହୃଦଘାତରେ ଶିକାର ହୋଇ ଅକାଳରେ ବହୁ ଜୀବନ ଚାଲିଯାଉଛି। ସବୁବେଳେ ଫିଟନେସ୍‌କୁ ଗୁରୁତ୍ୱ ଦେଉଥିବା ସେଲିବ୍ରିଟି ବି ଏଥିରୁ ବାଦ ପଡ଼ୁ ନାହାନ୍ତି। ନିକଟ ଅତୀତରେ ପୁନୀତ ରାଜକୁମାର, କେକେ, ସିଦ୍ଧାର୍ଥ ଶୁକ୍ଳାଙ୍କ ପରି ସେଲିବ୍ରିଟି ହୃଦଘାତର ଶିକାର ହୋଇ ପ୍ରାଣ ହରାଇ ସାରିଛନ୍ତି। ଏବେ ପ୍ରସିଙ୍ଗ କମେଡିଆନ ରାଜୁ ଶ୍ରୀବାସ୍ତବ ହୃଦଘାତର ଶିକାର ହୋଇ ମୃତ୍ୟୁ ସହ ସଂଗ୍ରାମ…

Read More

ଓଡ଼ିଶା ବାହାରେ ଓଡ଼ିଶାର ପରିଚୟ ବହନ କରୁଥିବା ଖାଦ୍ୟ

 ଆପଣ ଯଦି ଓଡ଼ିଶା ବାହାରକୁ ଯାଇଥିବେ ତେବେ ଏମିତି କିଛି ଖାଦ୍ୟ ବଜାରରେ କିମ୍ବା ହୋଟେଲରେ କିମ୍ବା ସ୍ବିଟ ଷ୍ଟଲରେ ଦେଖିଥିବେ, ଯାହା ଆପଣଙ୍କର ଅତି ପରିଚିତ ଓ ଅତି ଚିହ୍ନା ହୋଇଥିବ । କୌତୁହଳ ବଶତଃ ଆପଣ ସେହି ମିଠା କିମ୍ବା ଖାଦ୍ୟ ବିଷୟରେ ପଚାରିଥିବେ କିନ୍ତୁ ଦୋକାନି କହିପାରିନଥିବ ଯେ ସେହି ମିଠା ଓଡ଼ିଶାର ଲୋକପ୍ରିୟ ମିଠା ବୋଲି। ଏହା ଏମିତି ହୋଇଛି କାରଣ ଆମର ମିଠା ତ ଖୁବ ସୁସ୍ବାଦୁ ଏବଂ ଅନ୍ୟସ୍ଥାନରେ…

Read More

ମାନସିକ ସ୍ତରରେ କିଭଳି ଶକ୍ତିଶାଳୀ ହେବ ଆପଣଙ୍କ ପିଲା, ଜାଣନ୍ତୁ ଟିପ୍ସ…

ଭୁବନେଶ୍ଵର, ୧୨/୦୧ : ଅଭିଭାବକମାନେ ପିଲାମାନଙ୍କ ଶାରିରୀକ ଅଭିବୃଦ୍ଧି ସହ ମାନସିକ ବିକାଶ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ୍। ଯାହାଦ୍ଵାରା ସେମାନଙ୍କ ମନୋବଳ ଦୃଢ ହେବ ଏବଂ ଯେକୌଣସି କଠିନରୁ କଠିନ ପରିସ୍ଥିତିରୁ ସେମାନେ ସହଜରେ ବାହାରି ଆସିବେ। ଏବେ ଇଣ୍ଟରନେଟ୍‌ର ବହୁଳ ବ୍ୟବହାର ଯୋଗୁଁ ସମଗ୍ର ବିଶ୍ୱରେ ଲୋକମାନେ ନିଜକୁ ସାମାଜିକ ଜୀବନଶୈଳୀ ଠାରୁ ଦୂରେଇ ରଖୁଛନ୍ତି। ଘଣ୍ଟା ଘଣ୍ଟା ଫୋନରେ ବ୍ୟସ୍ତ ରହୁଛନ୍ତି। ବିଶେଷକରି ମୋବାଇଲ୍ ଏବଂ ଅନ୍ୟାନ୍ୟ ଗ୍ୟାଜେଟ୍ ଯୋଗୁଁ ପିଲାମାନେ…

Read More

ଗୋଲାପ ଜଳ ପରି ଖୁବ୍ ଲାଭଦାୟକ ହୋଇଥାଏ ଗୋଲାପ ତେଲ, ଜାଣନ୍ତୁ ଏହାର ବ୍ୟବହାର…

ଭୁବନେଶ୍ଵର, ୦୭/୦୧ : ତ୍ଵଚା ପାଇଁ ଖୁବ୍ ଲାଭଦାୟକ ହୋଇଥାଏ ଗୋଲାପ ଜଳ। ଏହାକୁ ଆପଣ ବିଭିନ୍ନ ଉପାୟରେ ବ୍ୟବହାର କରୁଥିବେ। ଏହାକୁ ଲୋକମାନେ ରୋଷେଇରେ ମଧ୍ୟ ବ୍ୟବହାର କରନ୍ତି। ତେବେ କଣ ଆପଣ ଜାଣିଛନ୍ତି କି ଗୋଲାପ ଜଳ ଭଳି ଗୋଲାପ ତଲ ଆମ ସ୍ଵାସ୍ଥ୍ୟ ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହାକୁ ଏସେନସିଆଲ୍ ଅଏଲ କାଟେଗୋରୀରେ ରଖାଯାଇଛି। ଏହି ତେଲରେ ଆଣ୍ଟିସେପ୍ଟିକ, ଆଣ୍ଟିସ୍ପାସ୍ମୋଡିକ, ଆଣ୍ଟିଡିପ୍ରେସେଣ୍ଟ, ଆଣ୍ଟିଫ୍ଲଷ୍ଟିକ ଏବଂ ଆଣ୍ଟିଭାଇରାଲ୍ ଗୁଣ ରହିଛି। ତେବେ ଜାଣନ୍ତୁ…

Read More

ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରେ ଲମ୍ବା ଏବଂ ମୋଟା କେଶ, ବ୍ୟବହାର କରନ୍ତୁ ବିଟ୍ ଟନିକ୍

ଭୁବନେଶ୍ଵର, ୨୮/୧୨ : ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରେ ଲମ୍ବା ଏବଂ ମୋଟା କେଶ । କିନ୍ତୁ ଆଜିର ଜୀବନଶୈଳୀ, ଖାଇବା ଅଭ୍ୟାସ ଏବଂ ପ୍ରଦୂଷଣ ବୃଦ୍ଧି ହେତୁ କେଶ ଅକାଳ ଧୂସର ହେବା ସହ କେଶ ଝଡ଼ିବା ସମସ୍ୟା ସୃଷ୍ଟି ହେଉଛି। ଯେଉଁଥିପାଇଁ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ତେଣୁ କେଶର ଯତ୍ନ ନେବା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଏହି ରାମବାଣ ଉପାୟ। ଭିଟାମିନ୍-ଏରେ ଭରପୂର ହୋଇଥାଏ ବିଟ୍। ଯାହାକି ଆପଣଙ୍କ କେଶକୁ ଶକ୍ତି ଏବଂ ଚମକ…

Read More

ମାନସିକ ଅବସାଦର ଶୀକାର ହୋଇପାରନ୍ତି ଆପଣଙ୍କ ପିଲା, ଜାଣନ୍ତୁ ଏହାର ଲକ୍ଷଣ…

ନୂଆଦିଲ୍ଲୀ, ୧୩।୧୨ : ଭାରତରେ ପ୍ରାୟ ୧୦ ପ୍ରତିଶତ ଲୋକ ମାନସିକ ଅବସାଦରେ ପୀଡ଼ିତ। ଏମାନଙ୍କ ମଧ୍ୟରେ ପିଲାମାନେ ମଧ୍ୟ ଅଛନ୍ତି ସାମିଲ। ପିଲାମାନଙ୍କର ଅବସାଦର ମୂଳ ଲକ୍ଷଣ ହେଉଛି ସେମାନେ ମନଖୋଲି କଥା ହୋଇପାରନ୍ତି ନାହିଁ। ଏମିତିରେ ମାତା-ପିତାଙ୍କୁ ସେମାନଙ୍କର ଧ୍ୟାନ ରଖିବାକୁ ପଡ଼ିବ। ତେବେ ପ୍ରାୟତଃ ପିଲାମାନଙ୍କର ବ୍ୟବହାର ଭିନ୍ନଭିନ୍ନ ପ୍ରକାରର ହୋଇଥାଏ। କେହି କେହି ଅଧିକ ରାଗୀ ହୋଇଥାନ୍ତି ତ ଆଉ କେତେ ଜଣ ଉଦାସ ରହିଥାନ୍ତି। ସେହିପରି ଆଉ କିଛି ଚିଡଚିଡା…

Read More

ଏହିଠାରେ ଦେଖନ୍ତୁ ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧ

ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧ ଏକ ଭିନ୍ନ ଧରଣର ଚଳଚ୍ଚିତ୍ର ଫିଲ୍ମଟି ଆପଣଙ୍କୁ ବର୍ତ୍ତମାନ ଯୁଗର ଚଳନ୍ତି କଥା କହୁଛି …ସି ଓଡ଼ିଶା ବ୍ୟାନରରେ ଶ୍ରୁତିରେଖା ମିଶ୍ରଙ୍କ ପ୍ରଯୋଜିତ ଲାଫିଙ୍ଗ ବୁଦ୍ଧ ଫିଲ୍ମର ମୁଖ୍ୟ ଚରିତ୍ରରେ ଅଛନ୍ତି ପ୍ରୀତିରାଜ ଶତପଥୀ, ଚିତ୍ତରଞ୍ଜନ ବିଶ୍ବାଳ, ସୁଶ୍ରୀ, ଧୋବେଇ ପ୍ରଧାନ, ଦେବଦତ୍ତ ପ୍ରଧାନ ଏବଂ ମାଧୁର୍ଯ୍ୟା। ଲାଫିଙ୍ଗ ବୁଦ୍ଧ ଗୋଲ୍ଡେନ ଲିଫ୍ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କୃତ ହୋଇଥିଲା।  ଫିଲ୍ମଟି ଦେଖିବା ପାଇଁ କ୍ଲିକ କରନ୍ତୁ ତଳେ ଦିଆଯାଇଥିବା…

Read More

ଶୀତ ଦିନେ ଖାଆନ୍ତୁ କନ୍ଦମୂଳ, ଶରୀର ପାଇଁ ବେଶ୍ ସ୍ବାସ୍ଥ୍ୟକର

ଭୁବନେଶ୍ୱର ୧୨/୧୨: କନ୍ଦମୂଳ ପୋଷକ ତତ୍ତ୍ୱରେ ଭରା । ଶୀତଦିନେ ଏହା ବଜାରରେ ବହୁ ମାତ୍ରାରେ ମିଳିଥାଏ । ଏଥିରେ ବହୁ ମାତ୍ରାରେ ଫାଇବର, ପ୍ରୋଟିନ୍‌, ପୋଟାସିୟମ୍‌, ଆଇରନ୍‌ ଓ ଭିଟାମିନ୍‌ ସି ମିଳିଥାଏ । କନ୍ଦମୂଳ କେବଳ ଖାଇବାକୁ ବେଶ୍‌ ସ୍ୱାଦିଷ୍ଟ ନୁହେଁ, ଶରୀର ପାଇଁ ମଧ୍ୟ ସ୍ୱାସ୍ଥ୍ୟକର । ଶୀତରେ ଶରୀରକୁ ହାଲ୍‌କା ଉଷୁମର ଆବଶ୍ୟକତା ରହିଥାଏ । କନ୍ଦମୂଳ ଶରୀରକୁ ଉଷୁମ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହାକୁ…

Read More