ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରେ ଲମ୍ବା ଏବଂ ମୋଟା କେଶ, ବ୍ୟବହାର କରନ୍ତୁ ବିଟ୍ ଟନିକ୍
ଭୁବନେଶ୍ଵର, ୨୮/୧୨ : ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରେ ଲମ୍ବା ଏବଂ ମୋଟା କେଶ । କିନ୍ତୁ ଆଜିର ଜୀବନଶୈଳୀ, ଖାଇବା ଅଭ୍ୟାସ ଏବଂ ପ୍ରଦୂଷଣ ବୃଦ୍ଧି ହେତୁ କେଶ ଅକାଳ ଧୂସର ହେବା ସହ କେଶ ଝଡ଼ିବା ସମସ୍ୟା ସୃଷ୍ଟି ହେଉଛି। ଯେଉଁଥିପାଇଁ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ତେଣୁ କେଶର ଯତ୍ନ ନେବା ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଏହି ରାମବାଣ ଉପାୟ। ଭିଟାମିନ୍-ଏରେ ଭରପୂର ହୋଇଥାଏ ବିଟ୍। ଯାହାକି ଆପଣଙ୍କ କେଶକୁ ଶକ୍ତି ଏବଂ ଚମକ…