ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ କରନ୍ତୁ ଏହି ସବୁ ଉପାୟ, ଧନଧାନ୍ୟରେ ପରିପୂର୍ଣ୍ଣ ହେବ ଆପଣଙ୍କ ଘର
ଭୁବନେଶ୍ୱର, ୧୦/୧୦: ସମସ୍ତେ ଚାହାଁନ୍ତି ତାଙ୍କ ଘର ଧନରେ ପରିପୂର୍ଣ୍ଣ ହେଉ। ପରିବାରରେ ସୁଖ-ଶାନ୍ତି ପୂରିରହୁ। କିନ୍ତୁ ସମସ୍ତଙ୍କ ଏହି ଇଚ୍ଛା ପ୍ରାୟତଃ ପୂରଣ ହୁଏ ନାହିଁ । ଯଦି ଆପଣ ଚାହାଁନ୍ତି ମା’ ଲକ୍ଷ୍ମୀ ଆପଣଙ୍କ ଉପରେ କୃପା କରନ୍ତୁ, ତେବେ ତାଙ୍କୁ ପ୍ରସନ୍ନ କରିବା ପାଇଁ ଏକ ସହଜ ଉପାୟ ଅଛି। ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ଘର ହସ ଖୁସିରେ ଭରିଯିବ। ଘରର ମୁଖ୍ୟ ଦ୍ୱାରରେ କରନ୍ତୁ ମା’ ଲକ୍ଷ୍ମୀଙ୍କ ଶୁଭ…
