ଏୟାର ଇଣ୍ଡିଆ ସର୍ଭର ହାଇଜାକ୍
ବିମାନ ହାଇଜାକ କଥା ପୂର୍ବରୁ ଶୁଣିଥିବେ। କିନ୍ତୁ ସାଇବର ଚୋର ଏମିତି ମାତିଛନ୍ତି ଯେ ବିମାନ ଚଲାଚଳ ସର୍ଭରକୁ ହ୍ୟାକ କରିନେଇଛନ୍ତି। ଏୟାର ଇଣ୍ଡିଆ ସହିତ ବିଶ୍ବର ଆଉ କିଛି ଏୟାରଲାଇନ୍ସ ଉପରେ ବଡ ଧରଣର ସାଇବର ଆଟାକ୍ ହୋଇଛି। ୪୫ ଲକ୍ଷ ୟୁଜର୍ସଙ୍କ ଡାଟା ଲିକ୍ ହୋଇଥିବା ଅନୁମାନ କରାଯ଼ାଉଛି। ପାସପୋର୍ଟ, କ୍ରେଡିଟ୍ କାର୍ଡ ସହିତ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ଚୋରି ହୋଇଛି। ଯେଉଁ ଏୟାରଲାଇନ୍ସ କମ୍ପାନୀ ଉପରେ ସାଇବର ଆଟାକ ହୋଇଛି ସେଥିରେ ଏୟାର…