Blog

ସ୍କୁଲ ଯାଉଛନ୍ତି ୧୧୦ ବର୍ଷୀୟା ଛାତ୍ରୀ

ଭୁବନେଶ୍ଵର, ୦୮/୦୮ : ସ୍କୁଲ ଯାଉଛନ୍ତି ୧୧୦ ବର୍ଷୀୟା ଛାତ୍ରୀ। ସେ ହେଉଛନ୍ତି ସାଉଦି ଆରବର ନୱଦା ଅଲ-କତାନି । ସାଉଦି ସରକାରଙ୍କ ସ୍ପେଶାଲ ଏଜୁକେସନ୍‌ ପ୍ରୋଗ୍ରାମ୍‌ ଅନ୍ତର୍ଗତ ସେ ପୁଣି ଥରେ ଅଧ୍ୟୟନ ଆରମ୍ଭ କରିଛନ୍ତି । ଏହି ପ୍ରୋଗ୍ରାମ୍‌ ଅନ୍ତର୍ଗତ ଯେକୌଣସି ବୟସର ଲୋକେ ସରକାରୀ ସ୍କୁଲରେ ମୌଳିକ ଶିକ୍ଷା ହାସଲ କରିପାରିବେ । ଅଧ୍ୟୟନ ତାଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ବୋଲି ନୱଦା କହିଛନ୍ତି । ୪ ସନ୍ତାନର ମା’ ନୱଦାଙ୍କର ସବୁଠୁ…

Read More

ମାତ୍ର ୫୦୦ ଟଙ୍କା ବିନିଯୋଗ କରି ମହିଳା ହୋଇପାରିବେ ଇନଭେଷ୍ଟର, ଜାଣନ୍ତୁ କେଉଁଠାରେ କରିବେ ନିବେଶ

ଭୁବନେଶ୍ଵର, ୦୭/୦୮ : ମହିଳାମାନେ ଅଳ୍ପ ପରିମାଣରେ ସଞ୍ଚୟ କରି ନିଜ ପରିବାରକୁ ଆର୍ଥିକ ସହାୟତା କରିପାରିବେ। ସମୟ ଦ୍ରୁତ ଗତିରେ ବଦଳୁଛି। ମହିଳାମାନଙ୍କର ହାରାହାରି ବୟସ ପୁରୁଷଙ୍କ ତୁଳନାରେ ଅଧିକ। ଯଦିଓ ଗୃହିଣୀମାନେ ଆଦୌ ରୋଜଗାର କରନ୍ତି ନାହିଁ ଏବଂ କାର୍ଯ୍ୟରତ ମହିଳାମାନେ ଶିଶୁ ପାଳନର ଦାୟିତ୍ବ ଯୋଗୁଁ ବାଧ୍ୟ ହୋଇ ପୁରୁଷଙ୍କ ତୁଳନାରେ କମ୍ ରୋଜଗାର କରନ୍ତି। ଏପରି ପରିସ୍ଥିତିରେ, ସେଥିରେ ବିନିଯୋଗ କରିବାର ସଠିକ୍ ଉପାୟ ଜାଣିବା ଜରୁରୀ ଅଟେ। ମହିଳାମାନେ କେବଳ…

Read More

ଚୁମ୍‌କି ଶାଢିରେ ଦାଗ ଲାଗି ଗଲେ କେମିତି କରିବେ ସଫା

ଭୁବନେଶ୍ଵର, ୦୬/୦୮ : କିଛି ଗୃହିଣୀଙ୍କର ଚୁମ୍‌କି ଶାଢି ଖୁବ୍‌ ପସନ୍ଦ । କେବେ କେବେ ଏଭଳି ଶାଢିରେ ଦାଗ ଲାଗି ଗଲେ ଛଡାଇବା ମଧ୍ୟ ସହଜ ନୁହେଁ । ଅବଶ୍ୟ ସାମାନ୍ୟ ଧ୍ୟାନ ଦେଲେ ସବୁକିଛି ସମ୍ଭବ । ଚୁମ୍‌କି ଶାଢିର ଦାଗ ଛଡାଇବା ପାଇଁ ଫାବ୍ରିକ୍‌ ସଫ୍ଟନର୍‌ ବା ବ୍ଲିଚ୍‌ର ବ୍ୟବହାର କରନ୍ତୁ ନାହିଁ । ଚୁମ୍‌କି ଶାଢିକୁ ଏସବୁ ନଷ୍ଟ କରି ଦେଇଥାଏ । ଅବଶ୍ୟ ଏବେ ଏହି ଶାଢି ଟ୍ରେଣ୍ଡ୍‌ରେ ନାହିଁ…

Read More

ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ପିନ୍ଧନ୍ତୁ ସ୍ୟାଣ୍ଡେଲିଅର୍‌ କାନଫୁଲ

ଭୁବନେଶ୍ଵର, ୦୫/୦୮ : ଷ୍ଟାଇଲିଶ୍‌ ଦେଖାଯିବା ପାଇଁ କେବଳ ଡିଜାଇନର୍‌ ଆଉଟଫିଟ୍‌ ପିନ୍ଧିବା ଯଥେଷ୍ଟ ହୋଇନଥାଏ । ବରଂ ଏହା ସହିତ ଡିଜାଇନର୍‌ ଆସେସରିଜ ପିନ୍ଧିବାକୁ ପଡେ ଯାହା କି ସାଧାରଣ ଆଉଟଫିଟ୍‌କୁ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ । ଷ୍ଟାଇଲିଶ୍‌ ଲୁକ୍‌ ଚାହୁଁଥିଲେ ସ୍ୟାଣ୍ଡେଲିଅର୍‌ କାନଫୁଲ ପିନ୍ଧିପାରିବେ । ସ୍ୟାଣ୍ଡେଲିଅର୍‌ କାନଫୁଲକୁ କିପରି ଷ୍ଟାଇଲାଇଜ୍‌ କରିବେ ଜାଣନ୍ତୁ । ସ୍ୟାଣ୍ଡେଲିଅର କାନଫୁଲ ବହୁତ ବଡ଼ ହୋଇଥାଏ ।  ତେଣୁ ଷ୍ଟାଇଲ କରିବା ସମୟରେ ଧ୍ୟାନ ରଖିବା  ଉଚିତ…

Read More

ସହଜ ନଥିଲା ହ୍ୱିଲ ଚେୟାରରୁ OAS ହେବାର ଯାତ୍ରା, OASରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି ଶୁଚିସ୍ମିତା ପାଣିଗ୍ରାହୀ

ଭୁବନେଶ୍ଵର, ୦୪/୦୮ : ସହଜ ନଥିଲା ହ୍ୱିଲ ଚେୟାରରୁ OAS ହେବାର ଯାତ୍ରା । କଠିନ ପରିସ୍ଥିତିରେ ବି ହାର୍ ମାନି ନଥିଲେ ଶୁଚିସ୍ମିତା। ଦୃଢ ମନୋବଳ ଯୋଗୁଁ ସେ ପାଇଛନ୍ତି ସଫଳତା। OASରେ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି କନ୍ଧମାଳ ଜିଲ୍ଲା ଟିକାବାଲି ଆଖଣ୍ଡଳମଣି ସାହିର ଶୁଚିସ୍ମିତା ପାଣିଗ୍ରାହୀ। ଶୁଚିସ୍ମିତାଙ୍କ ବାପା ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ମାଆ ଜଣେ ଶିକ୍ଷୟିତ୍ରୀ। ଶୁଚିସ୍ମିତା ପ୍ଲସ ଟୁ ପଢିବା ପରେ ଭୁବନେଶ୍ଵରରେ ରହି ବିଇଡି କରିଥିଲେ।…

Read More

ଘୁଞ୍ଚିଲା ଯୁକ୍ତ ୩ ଓ ପିଜି ନାମଲେଖା ତାରିଖ, ଅଗଷ୍ଟ ୫ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ଵର, ୦୪/୦୮ : ବର୍ଷାଜନିତ ଖରାପ ପାଣିପାଗ ପାଇଁ ଯୁକ୍ତ ୩ ଓ ପିଜି ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି । ଛାତ୍ରଛାତ୍ରୀମାନେ ଅଗଷ୍ଟ ୫ ତାରିଖ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନାମ ଲେଖାଇ ପାରିବେ । ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ଓ ପିଜି ପ୍ରଥମ ପର୍ଯ୍ୟାୟ ନାମଲେଖାର ଶେଷ ତାରିଖ ଗତକାଲି ଅର୍ଥାତ୍‌ ଅଗଷ୍ଟ ୨ ତାରିଖ ରହିଥିଲା । ମାତ୍ର ଲଗାଣ ବର୍ଷା ପାଇଁ ଅନେକ ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହୋଇଛନ୍ତି ।…

Read More

ଶିଶୁ ଚାଲାଣରେ ଆଗରେ ଓଡ଼ିଶା, ୫ ବର୍ଷ ମଧ୍ୟରେ ଚାଲାଣ ହୋଇଛନ୍ତି ୧୧୦୫

ଭୁବନେଶ୍ଵର, ୦୪/୦୮ : ରାଜ୍ୟରେ ବଢ଼ିଚାଲିଛି ନାବାଳକ-ବାଳିକା (୧୮ ବର୍ଷରୁ କମ୍‌) ଚାଲାଣ । ପଡ଼ୋଶୀ ରାଜ୍ୟମାନଙ୍କର ରେକର୍ଡ ଭାଙ୍ଗିଛି ଓଡ଼ିଶା । ଗତ ୫ ବର୍ଷ ମଧ୍ୟରେ (୨୦୧୭-୨୧) ମଧ୍ୟରେ ରାଜ୍ୟରୁ ୧୧୦୫ ଜଣ ଚାଲାଣ ହୋଇଛନ୍ତି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରାଜ୍ୟସଭାରେ ଦେଇଥିବା ସୂଚନାରୁ ଏହା ଜଣାପଡିଛି । ଓଡ଼ିଶାରେ ପିଲା ଚାଲାଣ ୪ଗୁଣରୁ ଅଧିକ ବୃଦ୍ଧି ପାଇଛି । ୨୦୧୭ ମସିହାରେ ରାଜ୍ୟରୁ ୧୧୭ଜଣ…

Read More

ଚର୍ମରେ କୁଞ୍ଚନ ସୃଷ୍ଟି କରେ ଏହି ସବୁ ଜିନିଷ

ଭୁବନେଶ୍ୱର, ୨/୮ : ଚର୍ମରେ ଫାଇନଲାଇନ୍ସ ବା କୁଞ୍ଚନ ସୃଷ୍ଟି ହେବା କାହାରିକୁ ବି ପସନ୍ଦ ନୁହେଁ । କିନ୍ତୁ ଅନେକ ସମୟରେ ଏହା ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ । ଏପରିକି ବୟସ ପୂର୍ବରୁ ମଧ୍ୟ ଅନେକଙ୍କ ଚେହେରାରେ ରିଙ୍କଲ୍ସ ଦେଖାଯାଏ । ତେବେ ଏଥିପାଇଁ ବିଶେଷ କରି ଖାଦ୍ୟ ପେୟ ଓ ଜୀବନଶୈଳୀ ଦାୟୀ । ଆମେ ଦୈନନ୍ଦିନ ଯାହା ଖାଦ୍ୟ ଭାବେ ଗ୍ରହଣ କରୁ ସେଥିରେ ବ୍ୟବହାର ହେଉଥିବା କିଛି ଜିନିଷ…

Read More

ରକ୍ତଚାପରେ ପୀଡ଼ିତ ଅଧିକାଂଶ ଯୁବବର୍ଗ, ଜାଣନ୍ତୁ ନିରାକରଣ

ଭୁବନେଶ୍ୱର, ୩୧/୦୭ : ଆଜିକାଲି ବ୍ଲଡପ୍ରେସର ବା ରକ୍ତଚାପ ସାଧାରଣ ହୋଇଗଲାଣି । ପୂର୍ବରୁ ବୟସ୍କ ବ୍ୟକ୍ତିମାନେ ରକ୍ତଚାପର ଶିକାର ହେଉଥିଲେ । କିନ୍ତୁ ଏବେ ସମୟ ବଦଳି ଯାଇଛି । ଏବେ ଯୁବବର୍ଗ ଏହାର ଅଧିକ ଶିକାର ହେଉଛନ୍ତି । ଏବେ ଆମେ କହୁନୁ, ଏମ୍ସର ଅଧ୍ୟୟନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଭାରତୀୟ ଯୁବବର୍ଗ ଅଧିକ ରକ୍ତଚାପଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ବିଶେଷକରି ସହରାଞ୍ଚଳ ଯୁବବର୍ଗ ଅଧିକ ଆକ୍ରାନ୍ତ…

Read More

ଅଗଷ୍ଟ ପହିଲାରୁ ଡାକ ବିଭାଗ ପକ୍ଷରୁ ଢାଇ ଆଖର ପତ୍ରଲିଖନ ପ୍ରତିଯୋଗିତା, ରାଜ୍ୟ ଓ ଜାତୀୟ ସ୍ତରରେ ଅର୍ଥ ପୁରସ୍କାର ଜିତିପାରିବେ ପ୍ରତିଯୋଗୀ

ଭୁବନେଶ୍ଵର, ୨୮/୦୭ : ଭାରତୀୟ ଡାକ ବିଭାଗ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ଜାତୀୟ ସ୍ତରୀୟ ଢାଇ ଆଖର ପତ୍ର ଲିଖନ ପ୍ରତିଯୋଗିତା ଆୟୋଜନ କରାଯିବ। ଅଗଷ୍ଟ ପହିଲାରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ପ୍ରତିଯୋଗିତାର ବିଷୟବସ୍ତୁ ରଖାଯାଇଛି ଡିଜିଟାଲ ଇଣ୍ଡିଆ ଫର୍ ନ୍ୟୁ ଇଣ୍ଡିଆ (ନୂତନ ଭାରତ ପାଇଁ ଡିଜିଟାଲ ଭାରତ)। ମୁଖ୍ୟ ମହାଡାକପାଳ, ଓଡ଼ିସା ମଣ୍ଡଳ, ଭୁବନେଶ୍ଵର-୭୫୧୦୦୧ ଠିକଣାରେ ପ୍ରତିଯୋଗୀମାନେ ପତ୍ର ଲେଖି ପଠାଇ ପାରିବେ। ଦୁଇଟି ବୟସ…

Read More