ଅବିଶ୍ଵାସ ହେଲେବି ସତ ! ମଝି ସମୁଦ୍ରରେ ଜୀବନ ବଞ୍ଚାଇ ଦେଲେ ଗଣପତି ବପ୍ପା
ଭୁବନେଶ୍ଵର, ୦୨/୧୦ : ସମୁଦ୍ରରେ ବୁଡ଼ି ଯାଉଥିବାବେଳେ ଜଣେ ୧୪ ବର୍ଷୀୟ ବାଳକ ଆଶ୍ଚର୍ଯ୍ୟଜନକ ଭାବେ ତାଙ୍କ ଜୀବନ ବଞ୍ଚାଇପାରିଛନ୍ତି । ଗୁଜରାଟର ସୁରଟ ସହରରେ ଘଟିଥିବା ଏପରି ଏକ ଘଟଣା ଚର୍ଚ୍ଚାକୁ ଆସିଛି । ୩୬ ଘଣ୍ଟା ଧରି ବାଳକ ଜଣକ ଗଣେଶ ମୂର୍ତ୍ତିର ଏକ ଫ୍ରେମ୍କୁ ଜାବୁଡ଼ି ଧରି ଭାସିବାରେ ଲାଗିଥିଲେ । ପରେ କେତେଜଣ ମତ୍ସ୍ୟଜୀବୀ ତାଙ୍କୁ ଦେଖିବା ପରେ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ, ବାଳକଙ୍କ ନାଁ ଲଖନ ।…
