Blog

ପ୍ଲାଷ୍ଟିକ ବୋତଲ ବ୍ୟବହାର କରି ଇକୋ ଫ୍ରେଣ୍ଡଲି ଘର ତିଆରି କଲେ ୨ ସାଙ୍ଗ, ଖରା ଦିନେ ଦରକାର ପଡିବନି ଏସି…

ଭୁବନେଶ୍ଵର, ୦୮/୦୬ : ଦୈନନ୍ଦିନ ଜୀବନରେ ଅନେକ ଥର ପ୍ଲାଷ୍ଟିକ୍ ବୋତଲ ବ୍ୟବହାର କରୁ। ବିଶେଷକରି ଆମେ ବାହାରକୁ ଯିବା ସମୟରେ ଘରୁ ପ୍ଲାଷ୍ଟିକ ବୋତଲରେ ପାଣି ନେଇ ଥାଉ। ଅନେକ ଲୋକ ବ୍ୟବହାର ପରେ ଏହି ପ୍ଲାଷ୍ଟିକ୍ ବୋତଲଗୁଡ଼ିକୁ ଏଣେତେଣେ କିମ୍ବା ଅଳିଆଗଦାରେ ପକାନ୍ତି, ଯାହା ପରିବେଶ ପାଇଁ ଆଦୌ ଭଲ ନୁହେଁ। ଭାରତ ବାର୍ଷିକ ପ୍ରାୟ ୩୪ ଲକ୍ଷ ଟନ୍ ପ୍ଲାଷ୍ଟିକ୍ ଉତ୍ପାଦନ କରେ। ଯାହା ଅଣ-ଜୈବ ଡିଗ୍ରେଡେବଲ୍ ଏବଂ ପୁନଃବ୍ୟବହାର ହୋଇପାରିବ ନାହିଁ…

Read More

ଜାଣନ୍ତୁ ଦିନକୁ ପିଇବେ କେତେ ପାଣି?

ଭୁବନେଶ୍ୱର, ୦୭/୦୬: ଜଣେ ଲୋକ ଦିନକୁ କେତେ ପାଣି ପିଇବା ଆବଶ୍ୟକ । କେତେ ପାଣି ପିଇଲେ ଜଣେ ବ୍ୟକ୍ତି ସୁସ୍ଥ ରହିପାରିବ । ପାଣି ପିଇଲେ ଶରୀରରେ କ’ଣ ପ୍ରଭାବ ପଡ଼ିଥାଏ । ସେହିପରି ଯଦି ଆପଣ ଅତ୍ୟଧିକ ପାଣି ପିଉଛନ୍ତି, ତାହା ସ୍ୱାସ୍ଥ୍ୟ ପ୍ରତି ଭଲ କି ଖରାପ । ଦିନକୁ ପିଇବେ କେତେ ପାଣି ? – ଜଣେ ଲୋକ ଦିନକୁ ୮ରୁ ୧୦ ଗ୍ଲାସ ପିଇବା କଥା – ଅର୍ଥାତ୍ ଦିନକୁ…

Read More

ଭାରତୀୟ ମୁକ୍ତି ସଂଗ୍ରାମର ଆଉ ଜଣେ ନାୟିକା ପାର୍ବତୀ ଗିରି, ଅସହାୟଙ୍କ ପାଇଁ ପାଲଟିଥିଲେ ବଡ଼ ମାଆ…

ଭୁବନେଶ୍ଵର, ୦୬/୦୬ : ଭାରତୀୟ ମୁକ୍ତି ସଂଗ୍ରାମରେ ଅନେକ ନାରୀ ନିଜ ଜୀବନ ଉତ୍ସର୍ଗ କରିଥିଲେ। ସ୍ଵତନ୍ତ୍ର ସେନାନୀ ଭାବରେ ମାଟି ମାର ସେବାରେ ସମର୍ପିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପାର୍ବତୀ ଗିରି। ତାଙ୍କ ନାମ ପରି ବ୍ୟକ୍ତିତ୍ଵ। କେତେବେଳେ ଶକ୍ତିରୂପିଣୀ କେତେବେଳେ ମାତୃରୂପିଣୀ। ସର୍ବଭାରତୀୟ ସ୍ତରରେ ସେ ନିଜର ପରାକାଷ୍ଠା ପ୍ରଦର୍ଶନ କରିଥିଲେ। ସ୍ଵାଧୀନ ଭାରତର ସେ ଜଣେ ଅନନ୍ୟ ସମାଜସେବୀ। ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଏକ ଅଖ୍ୟାତ ପଲ୍ଲୀ…

Read More

ତାଳି ମାରନ୍ତୁ, ସୁସ୍ଥ ରୁହନ୍ତୁ

ଭୁବନେଶ୍ୱର, ୦୫/୦୬ : କୌଣସି ଇଭେଣ୍ଟଠାରୁ ଆରମ୍ଭ କରି ଖେଳ କୁଦ , ଧର୍ମ ସମ୍ମିଳନୀ ସବୁଠି ତାଳିବାର ଗୁରୁତ୍ୱ ରହିଛି । କିନ୍ତୁ ଆପଣ ଜାଣନ୍ତି କି ତାଳି ମାଣିଷର ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଉପକାରୀ ହୋଇଥାଏ । ଅନେକ ସ୍ୱାସ୍ଥ୍ୟ ସର୍ମ୍କୀୟ ଗବେଷଣାରୁ ଏହାର ପ୍ରମାଣ ମିଳିଛି । ୨୦୧୭ ସେପ୍ଟେମ୍ବରରେ ‘ସାଇକୋଲୋଜି ଆଣ୍ଡ ବିହେବିୟରାଲ ସାଇନ୍ସ ଇଣ୍ଟରନ୍ୟାସନାଲ’ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ତାଳି ମାରିବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭପ୍ରଦ…

Read More

ନାରୀଙ୍କୁ ନେଇ ଭୀଷ୍ମଙ୍କ ତିନୋଟି ବାଣୀ, ଜାଣନ୍ତୁ…

ଭୁବନେଶ୍ଵର, ୦୩/୦୬ : ମହାଭାରତର ଜଣେ ଅନନ୍ୟ ବ୍ୟକ୍ତିତ୍ଵ ଥିଲେ ଭୀଷ୍ମ ପିତାମହ। ସେ ହସ୍ତିନାପୁରର ରାଜା ଶାନ୍ତନୁ ଏବଂ ମାତା ଗଙ୍ଗାଙ୍କ ପୁତ୍ର ଥିଲେ। ନିଜ ପିତାଙ୍କ ଦ୍ଵିତୀୟ ବିବାହ କରାଇବା ପାଇଁ ସେ ଆଜନ୍ମ ବ୍ରହ୍ମଚାରୀ ରହିବାକୁ ଶପଥ ନେଇଥିଲେ। ଭୀଷ୍ମଙ୍କ ପିତୃଭକ୍ତି ଦେଖି ମହାରାଜା ଶାନ୍ତନୁ ତାଙ୍କୁ ଇଚ୍ଛା ମୃତ୍ୟୁ ବରଦାନ ଦେଇଥିଲେ। ସେ ଜଣେ ମହାନ ଯୋଦ୍ଧା, ଦାର୍ଶନିକ, କୁଶଳ ରଣନୀତିଜ୍ଞ ଏବଂ ଦୂରଦୃଷ୍ଟି ସମ୍ପନ୍ନ ଥିଲେ। ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କ…

Read More

ସହର ତୁଳନାରେ ଗ୍ରାମାଞ୍ଚଳର ଶିଶୁ ଅଧିକ ସୁସ୍ଥ, ସ୍ଵାସ୍ଥ୍ୟାବସ୍ଥା ଖରାପ କରୁଛି ପ୍ରଦୂଷଣ

ନୂଆଦିଲ୍ଲୀ, ୦୧/୦୬ : ସହରାଞ୍ଚଳରେ ରହୁଥିବା ପିଲାମାନଙ୍କର ବିକାଶ ଗ୍ରାମରେ ରହୁଥିବା ପିଲାମାନଙ୍କ ତୁଳନାରେ ଖୁବ୍ କମ୍। ବିଶ୍ଵ ସ୍ଵାସ୍ଥ୍ୟ ସଙ୍ଗଠନର ୧୫୦୦ ରୁ ଅଧିକ ଗବେଷକ ଏବଂ ଚିକିତ୍ସକ ୨୦୦ଟି ଦେଶରେ ୭୧ ନିୟୁତ ଶିଶୁଙ୍କ ଉପରେ କରାଯାଇଥିବା ଅନୁସନ୍ଧାନରେ ଏହା ପ୍ରକାଶ କରିଛନ୍ତି। ଅନୁସନ୍ଧାନକାରୀମାନେ ୧୯୯୦ ରୁ ୨୦୨୦ ପର୍ଯ୍ୟନ୍ତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ୫ ରୁ ୧୯ ବର୍ଷ ବୟସର ପିଲାମାନଙ୍କର ଉଚ୍ଚତା ଏବଂ ଓଜନ ସମ୍ବନ୍ଧୀୟ ତଥ୍ୟ ବିଶ୍ଳେଷଣ କରିଥିଲେ। ଇମ୍ପେରିଆଲ୍…

Read More

ପ୍ରକାଶ ପାଇଲା ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ : ଛାତ୍ରଙ୍କୁ ଟପିଲେ ଛାତ୍ରୀ, ବିଜ୍ଞାନରେ ପାସ୍ ହାର ୮୪.୯୩%

ଭୁବନେଶ୍ଵର, ୩୧/୦୫ : ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଛି। ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ରେଜଲ୍ଟ ଘୋଷଣା କରିଛନ୍ତି । ଚଳିତ ବର୍ଷ ବିଜ୍ଞାନରେ ପାସ୍ ହାର ୮୪.୯୩ ପ୍ରତିଶତ ଥିବା ବେଳେ ବାଣିଜ୍ୟ ପାସ୍ ହାର ୮୧.୧୨ ପ୍ରତିଶତ ରହିଛି। ଏଥର ୭୭ ହଜାର ୪୬୮ ରେଗୁଲାର ପରୀକ୍ଷାର୍ଥୀ ପାସ୍ କରିଥିବା ବେଳେ ୧ ହଜାର ୪୭୦ ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ପାସ୍ କରିଛନ୍ତି। ଛାତ୍ରଛାତ୍ରୀମାନେ www.orissaresults.nic.in ରେ ନିଜର ପରୀକ୍ଷା…

Read More

ମାତ୍ର ୨୦ ଟଙ୍କାରେ ନଷ୍ଟ ହେଉଛି ଆପଣଙ୍କ ପିଲାଙ୍କ ଜୀବନ, ଜାଣନ୍ତୁ ଏନର୍ଜି ଡ୍ରିଙ୍କ୍‌ର ସାଇଡ୍ ଇଫେକ୍ଟ…

ନୂଆଦିଲ୍ଲୀ, ୨୯/୦୫ : ମାତ୍ର ୨୦ ଟଙ୍କାରେ ନଷ୍ଟ ହେଉଛି ଆପଣଙ୍କ ପିଲାଙ୍କ ଜୀବନ। ହଁ ଆଜ୍ଞା ମାତ୍ର ୨୦ ଟଙ୍କାରେ ବଜାରରେ ବିକ୍ରି ହେଉଥିବା ଷ୍ଟିଙ୍ଗ୍ ଏନର୍ଜି ଡ୍ରିଙ୍କ୍ ଆପଣଙ୍କ ପିଲାଙ୍କ ସ୍ଵାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି। ଏହାଦ୍ଵାରା ପିଲାମାନେ କ୍ୟାଫିନ ନିଶାର ଶିକାର ହେଉଛନ୍ତି। ଶିଶୁ, ଗର୍ଭବତୀ ମହିଳା ଏବଂ ସମ୍ଵେଦନଶୀଳ ଲୋକ ଏହି ଡ୍ରିଙ୍କ୍ ନପିଇବାକୁ ଏହି ଡ୍ରିଙ୍କ୍ ବୋତଲରେ ଉଲ୍ଲେଖ ଥିଲେ ସୁଦ୍ଧା ଆମେ ଏହାକୁ ଅଣଦେଖା କରୁଛେ। ଯାହାଦ୍ଵାରା…

Read More

ପିଲାମାନଙ୍କ ଉପରେ ହାତ ଉଠାଇବା ପୂର୍ବରୁ ଜାଣି ନିଅନ୍ତୁ ଆଇନ କାନୁନ, ଯାଇ ପାରନ୍ତି ଜେଲ୍

ଭୁବନେଶ୍ଵର, ୨୫/୦୪ : ଭାରତରେ ଶିଶୁଙ୍କୁ ପ୍ରତାଡ଼ିତ କଲେ ମିଳିବ ଦଣ୍ଡ। ଶିଶୁଙ୍କୁ ମାରପିଟ୍ କଲେ କିମ୍ବା ଡରାଇ ଧମକାଇଲେ ଅତି କମ୍‌ରେ ୬ ମାସ ଜେଲ୍ ଯିବେ ପିତାମାତା। ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟରେ ଥାନାରେ ମାମଲା ରୁଜୁ ହୋଇପାରିବ। ସେହିପରି ଶିକ୍ଷକ ମାରପିଟ୍ କଲେ ମଧ୍ୟ ରାଇଟ୍-ଟୁ-ଏଜୁକେସନ ଆକ୍ଟରେ ଶିକ୍ଷକଙ୍କୁ ଦଣ୍ଡ ମିଳିବା ସହ ଚାକିରି ବି ଯାଇପାରେ। ଶିଶୁଙ୍କୁ ପ୍ରତାଡ଼ିତ କରିବା ମାମଲାରେ ଆଇପିସି ଧାରା ୩୨୩ ରେ ମାମଲା ରୁଜୁ ହେବ। ପ୍ରତାଡ଼ିତ…

Read More

ଭାରତୀୟ ବାୟୁସେନାର ପ୍ରଥମ ମହିଳା ଅଫିସର, ଯାହାଙ୍କୁ ବୀରତ୍ଵ ପୁରସ୍କାରରେ କରାଯାଇଛି ସମ୍ମାନିତ…

ଭୁବନେଶ୍ଵର, ୨୪/୦୪ : ଭାରତୀୟ ବାୟୁସେନାରେ ମହିଳାଙ୍କ ଭୂମିକା ବେଶ୍ ଦମଦାର୍ ରହିଛି। ରାଫେଲ ଉଡାଇବା ଠାରୁ ନେଇ ଚିନୁକ ହେଲିକପ୍ଟର ଉଡାଇବା ପର୍ଯ୍ୟନ୍ତ ପୁରୁଷଙ୍କ ତୁଳନାରେ ମହିଳାଙ୍କର ସହଭାଗୀତା ରହିଛି। ଉତ୍କୃଷ୍ଟ କାର୍ଯ୍ୟଶୈଳୀ ପାଇଁ ମହିଳାଙ୍କୁ ମଧ୍ୟ ସମ୍ମାନିତ କରାଯାଉଛି। ଭାରତୀୟ ବାୟୁସେନାର କମାଣ୍ଡର ଦୀପିକା ମିଶ୍ରଙ୍କୁ ପ୍ରଥମ ଥର ପାଇଁ ଭାରତର ସର୍ବଶ୍ରେଷ୍ଠ ସମ୍ମାନ ବୀରତ୍ଵ ପୁରସ୍କାରରେ ସମ୍ମାନିତ କରାଯାଇଛି। ତେବେ ଜାଣନ୍ତୁ କିଏ ଏହି ମହିଳା କମାଣ୍ଡର ?  ୱିଙ୍ଗ କମାଣ୍ଡର ଦୀପିକା…

Read More