Blog

ପିଲାମାନଙ୍କ ଉପରେ ହାତ ଉଠାଇବା ପୂର୍ବରୁ ଜାଣି ନିଅନ୍ତୁ ଆଇନ କାନୁନ, ଯାଇ ପାରନ୍ତି ଜେଲ୍

ଭୁବନେଶ୍ଵର, ୨୫/୦୪ : ଭାରତରେ ଶିଶୁଙ୍କୁ ପ୍ରତାଡ଼ିତ କଲେ ମିଳିବ ଦଣ୍ଡ। ଶିଶୁଙ୍କୁ ମାରପିଟ୍ କଲେ କିମ୍ବା ଡରାଇ ଧମକାଇଲେ ଅତି କମ୍‌ରେ ୬ ମାସ ଜେଲ୍ ଯିବେ ପିତାମାତା। ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟରେ ଥାନାରେ ମାମଲା ରୁଜୁ ହୋଇପାରିବ। ସେହିପରି ଶିକ୍ଷକ ମାରପିଟ୍ କଲେ ମଧ୍ୟ ରାଇଟ୍-ଟୁ-ଏଜୁକେସନ ଆକ୍ଟରେ ଶିକ୍ଷକଙ୍କୁ ଦଣ୍ଡ ମିଳିବା ସହ ଚାକିରି ବି ଯାଇପାରେ। ଶିଶୁଙ୍କୁ ପ୍ରତାଡ଼ିତ କରିବା ମାମଲାରେ ଆଇପିସି ଧାରା ୩୨୩ ରେ ମାମଲା ରୁଜୁ ହେବ। ପ୍ରତାଡ଼ିତ…

Read More

ଭାରତୀୟ ବାୟୁସେନାର ପ୍ରଥମ ମହିଳା ଅଫିସର, ଯାହାଙ୍କୁ ବୀରତ୍ଵ ପୁରସ୍କାରରେ କରାଯାଇଛି ସମ୍ମାନିତ…

ଭୁବନେଶ୍ଵର, ୨୪/୦୪ : ଭାରତୀୟ ବାୟୁସେନାରେ ମହିଳାଙ୍କ ଭୂମିକା ବେଶ୍ ଦମଦାର୍ ରହିଛି। ରାଫେଲ ଉଡାଇବା ଠାରୁ ନେଇ ଚିନୁକ ହେଲିକପ୍ଟର ଉଡାଇବା ପର୍ଯ୍ୟନ୍ତ ପୁରୁଷଙ୍କ ତୁଳନାରେ ମହିଳାଙ୍କର ସହଭାଗୀତା ରହିଛି। ଉତ୍କୃଷ୍ଟ କାର୍ଯ୍ୟଶୈଳୀ ପାଇଁ ମହିଳାଙ୍କୁ ମଧ୍ୟ ସମ୍ମାନିତ କରାଯାଉଛି। ଭାରତୀୟ ବାୟୁସେନାର କମାଣ୍ଡର ଦୀପିକା ମିଶ୍ରଙ୍କୁ ପ୍ରଥମ ଥର ପାଇଁ ଭାରତର ସର୍ବଶ୍ରେଷ୍ଠ ସମ୍ମାନ ବୀରତ୍ଵ ପୁରସ୍କାରରେ ସମ୍ମାନିତ କରାଯାଇଛି। ତେବେ ଜାଣନ୍ତୁ କିଏ ଏହି ମହିଳା କମାଣ୍ଡର ?  ୱିଙ୍ଗ କମାଣ୍ଡର ଦୀପିକା…

Read More

ପିଲାଙ୍କ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଏହି ସବୁ ଯୋଜନାରେ କରନ୍ତୁ ନିବେଶ, ପାଠ ପଢା ଠାରୁ ନେଇ ବିବାହ ଯାଏଁ ରହିବନି ଚିନ୍ତା…

ଭୁବନେଶ୍ଵର, ୨୪/୦୪ : ମାତାପିତାଙ୍କୁ ନିଜ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତା ରହିଥିବ ନିଶ୍ଚୟ। ତେବେ ଆପଣ କେବଳ ଚିନ୍ତା କଲେ ହେବ ନାହିଁ। ଏଥିପାଇଁ ଆପଣଙ୍କୁ ବିଭିନ୍ନ ଯୋଜନାରେ ନିବେଶ କରିବାକୁ ପଡିବ। ଯେପରିକି ମ୍ୟୁଚୁଆଲ ଫଣ୍ଡ, ୟୁନିଟ୍ ଲିଙ୍କ୍ ଇନସୁରାନ୍ସ ପ୍ଲାନ, ଏଫଡି, ଏନଏସସି, ପିପିଏଫ୍, ଚାଇଲ୍ଡ କ୍ୟାପିଟାଲ ଗ୍ୟାରେଣ୍ଟି ସଲ୍ୟୁସନ, ଚାଇଲ୍ଡ ଏଜୁକେସନ ପ୍ଲାନ, ପୋଷ୍ଟ ଅଫିସ ଆରଡି ସ୍କିମ୍, ସୁକନ୍ୟା ସମୃଦ୍ଧି ଯୋଜନା, ଏଲଆଇସି ନ୍ୟୁ ଚିଲଡ୍ରେନ୍ସ ମନି ବ୍ୟାକ ପ୍ଲାନ।…

Read More

ଏହି ସବୁ ଯୋଗାସନ କଲେ ଆପଣଙ୍କ ପିଲା ରହିବେ ଫିଟ୍, ବିକଶିତ ହେବ ଶାରିରୀକ ଏବଂ ମାନସିକ ଗଠନ

ଭୁବନେଶ୍ଵର, ୨୪/୦୪ : ପିଲାମାନଙ୍କ ସୁସ୍ଥ ଶରୀର ଗଠନ ପାଇଁ ଆପଣାନ୍ତୁ ଏହି ସବୁ ଯୋଗାସନ। ଏହା ଦ୍ଵାରା ସେମାନେ ଉଭୟ ଶାରିରୀକ ଏବଂ ମାନସିକ ଭାବରେ ଫିଟ୍ ରହିବେ। ସେମାନଙ୍କର ବ୍ରେନ୍ ବୁଷ୍ଟ ହେବ। ତେବେ ଆସନ୍ତୁ ଜାଣିବା ଏହି ସବୁ ଯୋଗାସନ ବିଷୟରେ… ବୃକ୍ଷାସନ- ଏହି ଆସନ କରିବା ଦ୍ଵାରା ପିଲାମାନଙ୍କ ମାନସିକ ସନ୍ତୁଳନ ଠିକ୍ ରହିବ। ପାଦ ଗୁଡ଼ିକୁ ଶକ୍ତି ମିଳିବ।  ପ୍ରାଣାୟମ- ପିଲାମାନେ ସ୍ମାର୍ଟ ହେବା ପାଇଁ ପ୍ରତି ଦିନ ପ୍ରାଣାୟମ…

Read More

ଓଜନ ହ୍ରାସ କରିବାରେ ସହାୟକ ହେବ ବ୍ରୋକୋଲି ସାଲାଡ୍, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଭୁବନେଶ୍ଵର, ୧୮/୦୪ : ବ୍ରୋକୋଲି ହେଉଛି ଏକ ସବୁଜ ପନିପରିବା ଯାହା ଫୁଲକୋବି ପରି ଦେଖାଯାଏ। ଏଥିରେ ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍, ଜିଙ୍କ, ସେଲେନିୟମ୍, ଭିଟାମିନ୍-ଏ ଏବଂ ସି ପରି ଗୁଣ ରହିଛି। ଏହାକୁ ଖାଇବା ଦ୍ଵାରା ଆପଣଙ୍କର ମଧୁମେହ ନିୟନ୍ତ୍ରଣରେ ରହିଥାଏ। ଏହା ବ୍ୟତୀତ ଆପଣଙ୍କ ଯକୃତ ମଧ୍ୟ ସୁସ୍ଥ ରହିଥାଏ । ଏହାକୁ ଆପଣ ବିଭିନ୍ନ ଉପାୟରେ ଖାଇ ପାରିବେ। ଆଜି ଆମେ ଆପଣଙ୍କୁ ବ୍ରୋକୋଲି ସାଲାଡ ରେସିପି ବିଷୟରେ କହିବାକୁ ଯାଉଛି। ବ୍ରୋକୋଲି…

Read More

ଭାରତର ପ୍ରଥମ ମହିଳା ଇଞ୍ଜିନିୟର ଏ. ଲଳିତା

ଭୁବନେଶ୍ଵର, ୧୮/୦୪ : ଭାରତର ପ୍ରଥମ ମହିଳା ଇଞ୍ଜିନିୟର ଏ. ଲଳିତା। ସେ ଜଣେ ବୈଦ୍ୟୁତିକ ଇଞ୍ଜିନିୟର ଥିଲେ। ସେ ୨୭ ଅଗଷ୍ଟ ୧୯୧୯ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ଲଳିତାଙ୍କ ପିତାଙ୍କ ନାମ ପପୁ ସୁବା ରାଓ। ସେ ବୃତ୍ତିରେ ଜଣେ ବୈଦ୍ୟୁତିକ ଇଞ୍ଜିନିୟରିଂର ପ୍ରଫେସର ଥିଲେ। ଲଲିତା ତାଙ୍କ ପିତାମାତାଙ୍କ ପଞ୍ଚମ ସନ୍ତାନ ଥିଲେ। ଯାହା ପରେ ତାଙ୍କର ଆଉ ଦୁଇ ସାନ ଭଉଣୀ ଥିଲେ। ତାଙ୍କ ପରିବାରରେ ପୁଅମାନଙ୍କୁ ଇଞ୍ଜିନିୟରିଂ ଶିକ୍ଷା ଦିଆଯାଇଥିଲା ଏବଂ…

Read More

ୱାଶିଂ ମେସିନ୍‌ରେ ସଫା କରନ୍ତୁନି ଏହି ୪ ପ୍ରକାରର ପୋଷାକ

ଭୁବନେଶ୍ଵର, ୧୬/୦୪ : ଅଧିକାଂଶ ଲୋକ ପୋଷାକ ସଫା କରିବା ପାଇଁ ଘରେ ୱାଶିଂ ମେସିନ୍‌ର ବ୍ୟବହାର କରିଥାନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କୁ ଜଣା ନଥାଏ ଯେ କେଉଁ ପୋଷାକ ୱାଶିଂ ମେସିନ୍‌ରେ ସଫା କରିବା ଉଚିତ୍‌ । ଫଳରେ ସବୁ ପୋଷାକପତ୍ରକୁ ୱାଶିଂ ମେସିନ୍‌ରେ ପକାଇ ସଫା କରିଥାନ୍ତି । କିନ୍ତୁ ଆପଣ ଜାଣିନାହାଁନ୍ତି  ଏହା ପୋଷାକକୁ ଖରାପ କରିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ପୋଷାକକୁ ୱାଶିଂ ମେସିନ୍‌ରେ ସଫା କରିବା ଉଚିତ୍…

Read More

ଆଜି ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷ, ଚଳଚଞ୍ଚଳ ଗାଁ ଠୁ ସହର

ଭୁବନେଶ୍ୱର ୧୪/୦୪: ଆଜି ମେଷ ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି। ଏହି ଦିନକୁ ଓଡ଼ିଶାରେ ପଣା ସଂକ୍ରାନ୍ତି ଭାବେ ପାଳନ କରାଯାଇଥାଏ । ହନୁମାନ ଜୟନ୍ତୀ ମହାଆଡମ୍ବର ସହକାରେ ପାଳନ କରାଯାଇଥାଏ । କେବଳ ସେତିକି ନୁହେଁ ଓଡିଆ ପାଞ୍ଜି ମଧ୍ୟ ଉନ୍ମୋଚିତ ହୋଇଥାଏ। ଭାରତୀୟ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟଙ୍କ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ସ୍ଥାନାନ୍ତରଣକୁ ସଂକ୍ରାନ୍ତି କୁହାଯାଏ। ୧୨ଟି ରାଶି ଅନୁସାରେ ୧୨ଟି ସଂକ୍ରାନ୍ତି ରହିଛି। ମକର ସଂକ୍ରାନ୍ତିରୁ ସୂର୍ଯ୍ୟ କ୍ରମଶଃ ବିଷୁବରେଖା…

Read More

ପ୍ରବଳ ଖରା ଓ ଗରମ କାରଣରୁ ଲାଲ ପଡ଼ିଯାଏ ତ୍ୱଚା, ଜାଣନ୍ତୁ ଉପଚାର…

ଭୁବନେଶ୍ଵର, ୧୨/୦୪ : ପ୍ରବଳ ଖରା ଓ ଗରମ କାରଣରୁ କୋମଳ ତ୍ୱଚା ଲାଲ ପଡ଼ିଯାଇ ଥାଏ । ତ୍ୱାଚାରେ ଏହି ରେଡ୍‌ନେସ୍‌ ଅନେକ ଥର ସନବର୍ନ ବା ଆଲର୍ଜିକ ରିଆକ୍ସନ କାରଣରୁ ବି ହୋଇଥାଏ। ଯଦି ଆପଣଙ୍କର ଏଭଳି ହେଉଛି ତେବେ କିଛି ଘରୋଇ ଉପାୟ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ। ତ୍ୱଚାକୁ ଲାଲ୍‌ ପଡ଼ିବାରୁ ସୁରକ୍ଷା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ ଗୋଲାପ ଜଳ- ଗରମ ଦିନରେ ତ୍ୱଚାରେ ଗୋଲାପ…

Read More

ଚିତ୍ରୋତ୍ପଳା ଓ ଲୁଣା ଉପରେ ବ୍ୟାରେଜ ନିର୍ମାଣ ପ୍ରସ୍ତାବ

  ମହାନଦୀର ଜଳ ସ୍ରୋତ ହ୍ରାସ ପାଇବା ସହିତ ଏହାର ଶାଖା ନଦୀଗୁଡିକ ବିଶେଷ ଭାବେ ପ୍ରଭାବିତ ହେଉଛନ୍ତି । ଚିତ୍ରୋତ୍ପଳାର ଜଳସ୍ରୋତ ବିଶେଷ ଭାବେ ପ୍ରଭାବିତ ହୋଇଛି। ।ଚିତ୍ରୋତ୍ପଳା ନଦୀର ପୁନ୍ଦାଳୋ ଠାରେ ଏକ ବ୍ୟାରେଜ ନିର୍ମାଣ ପାଇଁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ଚିତ୍ରୋତ୍ପଳା ନଦୀ ଅବବାହିକାର ବିକାଶ ଏବଂ ଏହାର ଜଳଧାରଣ କ୍ଷମତା ବୃଦ୍ଧି ସନ୍ଦେଶ ନେଇ ଗଠିତ ଚିତ୍ରୋତ୍ପଳା ବିକାଶ ପରିଷଦର ଦ୍ବିତୀୟ ବୈଠକରେ ଏ ସଂପର୍କରେ ମତ ପ୍ରକାଶ…

Read More