ଦେଶର ପ୍ରଥମ ମହିଳା ଶିକ୍ଷକ ସାବିତ୍ରୀବାଇ ଫୁଲେ, ନାରୀ ଶିକ୍ଷା ପାଇଁ ପ୍ରତିଷ୍ଠା କରିଥିଲେ ୧୮ଟି ବିଦ୍ୟାଳୟ
ଭୁବନେଶ୍ଵର, ୧୮/୧୧ : ନାରୀ ଶିକ୍ଷାକୁ ପ୍ରୋତ୍ସାହନ ଦେଉଥିବା ତଥା ଜଣେ କିମ୍ଵଦନ୍ତୀ ଶିକ୍ଷକ ହେଉଛନ୍ତି ସାବିତ୍ରୀବାଇ ଫୁଲେ। ସେ ହେଉଛନ୍ତି ଦେଶର ପ୍ରଥମ ମହିଳା ଶିକ୍ଷକ। ନାରୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ସେ ଯଥାସମ୍ଭବ ଚେଷ୍ଟା କରିଥିଲେ। ୧୮୩୧ ମସିହା ଜାନୁଆରୀ ୩ ତାରିଖରେ ମହାରାଷ୍ଟ୍ରର ସତନା ଜିଲ୍ଲାର ନାଇଗାଓଁରେ ସେ ଜନ୍ମଗ୍ରହଣ କରିଥିଲେ। ସେହି ସମୟରେ ସମାଜରେ ଦଳିତମାନେ ଭେଦଭାବର ଶିକାର ହେଉଥିଲେ। ସେମାନଙ୍କର ଶିକ୍ଷା ଗ୍ରହଣ କରିବାର ଅଧିକାର ନଥିଲା। ମହିଳାଙ୍କୁ…
