ମହିଳାଙ୍କ ବରଦାନ କେଶର, ଚିନ୍ତାରୁ ମୁକ୍ତି ମିଳିବା ସହ ମିଳେ ଏହି ଫାଇଦା

ଭୁବନେଶ୍ଵର, ୦୮/୦୯ : ନ୍ୟୁଟ୍ରିନିଷ୍ଟଙ୍କ ଅନୁସାରେ କେଶର ମହିଳାମାନଙ୍କ ପାଇଁ ବେଶୀ ସ୍ୱାସ୍ଥ୍ୟପ୍ରଦ । କ୍ଷୀର ସହ କେଶର ମିଶାଇ ପିଇବା ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ୍‌ ହିତକର । -ଋତୁସ୍ରାବ ସମୟରେ ହେଉଥିବା ସମସ୍ୟାରୁ ଆରାମ ଦେବା ସହ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ କେଶରଯୁକ୍ତ କ୍ଷୀର । -ସେହିପରି କେଶରଯୁକ୍ତ କ୍ଷୀର ଥକ୍କାପଣ ଓ ଚିନ୍ତାରୁ ମଧ୍ୟ ଦୂରେଇ ଥାଏ । ଫଳରେ ରାତିରେ ଭଲ ନିଦ ହୋଇଥାଏ । ଯଦି ଅଫିସର କୌଣସି ଚିନ୍ତା…

Read More

ମୋଟା ହୋଇଯାଉଛନ୍ତି କି ? ଓଜନ କମାଏ ଶୁଣ୍ଠି

ଭୁବନେଶ୍ଵର, ୦୨/୦୯ : ଅଧିକାଂଶ ଘରେ ଖାଦ୍ୟ ପ୍ରସ୍ତୁତି ପାଇଁ ଅଦାର ବ୍ୟବହାର କରାଯାଇଥାଏ । ଅଦାକୁ ବିଭିନ୍ନ ରୂପରେ ବ୍ୟବହାର କରାଯାଏ । ଶୁଖିଲା ଅଦାକୁ ଶୁଣ୍ଠି କୁହାଯାଏ । ଶୁଣ୍ଠି ଖାଇବା ଦ୍ୱାରା ଥଣ୍ଡାକାଶ ଓ ଗଳା ଦରଜ କମିବା ସହ ପାଚନ ତନ୍ତ୍ର ସମସ୍ୟା ଦୂର ହୋଇଥାଏ । ଏହାବ୍ୟତୀତ ମୋଟାପଣ ମଧ୍ୟ କମ୍‌ ହୋଇଥାଏ । ଶୁଣ୍ଠି ଆଇରନ୍‌, ଫାଇବର, ସୋଡିୟମ୍‌, ଫେଲେଟ୍‌ ଏସିଡ୍‌, କ୍ୟାଲସିୟମ୍‌, ମ୍ୟାଗ୍‌ନେସିୟମ୍‌, ଭିଟାମିନ୍‌- ଏ, ଜିଙ୍କ୍‌…

Read More

ସ୍ତନ କର୍କଟ ପାଇଁ ଦାୟୀ ୪ ନୂଆ ଜିନ୍‌ ଚିହ୍ନଟ

ନୂଆଦିଲ୍ଲୀ, ୨୨/୦୮ : ବୈଜ୍ଞାନିକମାନେ ସ୍ତନ କର୍କଟ ପାଇଁ ଦାୟୀ ୪ ନୂଆ ଜିନ୍‌ ପାଇଛନ୍ତି । ସ୍ତନ କର୍କଟ ଆଶଙ୍କାଯୁକ୍ତ ମହିଳାଙ୍କୁ ଚିହ୍ନିବାରେ ଏହା ସହାୟକ ହୋଇପାରିବ । ନେଚର୍‌ ଜେନେଟିକ୍ସ ପତ୍ରିକାରେ ସଦ୍ୟ ଅଧ୍ୟୟନର ତଥ୍ୟ ପ୍ରକାଶ ପାଇଛି । କର୍କଟ ବିକାଶର ତନ୍ତ୍ର ଉପରେ ଏହି ତଥ୍ୟ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି ଏବଂ ନୂଆ ଚିକିତ୍ସା ଚିହ୍ନଟର ମାର୍ଗ ଉନ୍ମୁକ୍ତ କରିଛି । ବ୍ରିଟେନର ୟୁନିଭର୍ସିଟି ଅଫ୍‌ କେମ୍ବ୍ରିଜ ଓ କାନାଡ଼ାର…

Read More

ରୋଷେଇ ଘରେ କାମ କରିବା ବେଳେ ମହିଳାଙ୍କ ଏହି ସବୁ ଅଙ୍ଗରେ ହୁଏ କଷ୍ଟ, ଘରେ କରନ୍ତୁ ଏହି ସବୁ ଯୋଗାଭ୍ୟାସ

ନୂଆଦିଲ୍ଲୀ, ୧୯/୦୮ : ସାଧାରଣତଃ ଗୃହିଣୀଙ୍କର ବିଭିନ୍ନ ସ୍ଵାସ୍ଥ୍ୟଗତ ସମସ୍ୟା ଥାଏ। ଘର ସମ୍ଭାଳିବା ସହ ରୋଷେଇ କାମ କାର୍ଯ୍ୟ କାରଣରୁ ବିଭିନ୍ନ ଅଙ୍ଗ ଦରଜ ରୁହେ। ଅଟା ଦଳିବା ସମୟରେ ହାତରେ କଷ୍ଟ ଅନୁଭବ ହୁଏ। ସେହିପରି କପଡ଼ା ଧୋଇବା ସମୟରେ କିମ୍ଵା ଘର ସଫା କରିବା ସମୟରେ ଅଣ୍ଟା କଷ୍ଟ ହୁଏ। ତେବେ ଜାଣନ୍ତୁ ଏହି କଷ୍ଟ ଦୂର କରିବାର ଉପାୟ। ଶରୀର କଷ୍ଟ ଦୂର କରିବା ପାଇଁ ଘରେ କରନ୍ତୁ ଯୋଗାଭ୍ୟାସ। ଜାଣନ୍ତୁ…

Read More

ରକ୍ତଚାପରେ ପୀଡ଼ିତ ଅଧିକାଂଶ ଯୁବବର୍ଗ, ଜାଣନ୍ତୁ ନିରାକରଣ

ଭୁବନେଶ୍ୱର, ୩୧/୦୭ : ଆଜିକାଲି ବ୍ଲଡପ୍ରେସର ବା ରକ୍ତଚାପ ସାଧାରଣ ହୋଇଗଲାଣି । ପୂର୍ବରୁ ବୟସ୍କ ବ୍ୟକ୍ତିମାନେ ରକ୍ତଚାପର ଶିକାର ହେଉଥିଲେ । କିନ୍ତୁ ଏବେ ସମୟ ବଦଳି ଯାଇଛି । ଏବେ ଯୁବବର୍ଗ ଏହାର ଅଧିକ ଶିକାର ହେଉଛନ୍ତି । ଏବେ ଆମେ କହୁନୁ, ଏମ୍ସର ଅଧ୍ୟୟନରୁ ଏଭଳି ତଥ୍ୟ ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଭାରତୀୟ ଯୁବବର୍ଗ ଅଧିକ ରକ୍ତଚାପଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି । ବିଶେଷକରି ସହରାଞ୍ଚଳ ଯୁବବର୍ଗ ଅଧିକ ଆକ୍ରାନ୍ତ…

Read More

ମା’ ଓ ଶିଶୁ ପାଇଁ ମାରାତ୍ମକ ଏହି ରୋଗ, ଜାଣନ୍ତୁ କିଭଳି କରିବେ ପ୍ରତିକାର

ନୂଆଦିଲ୍ଲୀ, ୨୬/୭ : ଗର୍ଭବସ୍ଥା ସମୟରେ ଜଣେ ମହିଳାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ। ଏହି ସମୟରେ ମହିଳାଙ୍କୁ ଅନେକ ଶାରୀରିକ ଓ ମାନସିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ । ଗର୍ଭାବତୀମାନେ ଡାଇବେଟିସ୍, ରକ୍ତଚାପ ଓ ଅବସାଦ ଭଳି ସ୍ୱାସ୍ଥ୍ୟଗତ ସମସ୍ୟାର ଶିକାର ମଧ୍ୟ ହୋଇଥାନ୍ତି । ଗର୍ଭାବସ୍ଥାରେ ହେଉଥିବା ରୋଗମାନଙ୍କ ମଧ୍ୟରୁ ପ୍ରିକ୍ଲାମ୍ପିସିଆ ଏକ ଏଭଳି ସମସ୍ୟା ଯେଉଁଥିରେ ମହିଳାମାନେ ସାଧାରଣତଃ ଚିଡ଼ଚିଡ଼ା ହୋଇଥାନ୍ତି । ଏହି ରୋଗ ଫଳରେ ଅନେକ ଗର୍ଭବତୀ ମହିଳା…

Read More

ଥଣ୍ଡା, ଜ୍ୱରରୁ ଶୀଘ୍ର ସୁସ୍ଥ ହେବେ କେମିତି ? ୫ ସୂତ୍ରୀ ସରଳ ଚିକିତ୍ସା

ଭୁବନେଶ୍ୱର, ୨୨/୨୪ : ଭାରତରେ ପୁଣି ଥରେ କରୋନା ସଂକ୍ରମଣ ବଢୁଥିବା ବେଳେ ଇନଫ୍ଲ୍ୟୁଏଞ୍ଜା-ଏ’ର ସବ୍ ଭ୍ୟାରିଆଣ୍ଟ ଏଚ୩ଏନ୨ ମଧ୍ୟ ବଢିବାରେ ଲାଗିଛି । ଫଳରେ ଅଧିକାଂଶ ଲୋକଙ୍କ ଠାରେ ଥଣ୍ଡା, ଜ୍ୱର, କାଶ ଦେଖିବାକୁ ମିଳୁଛି । ତେବେ ଏହି ଭାଇରାଲ ଥଣ୍ଡା, ଜ୍ୱରରୁ ଶୀଘ୍ର ମୁକ୍ତି ପାଇବା ଅବା ସୁସ୍ଥ ହେବା ପାଇଁ କ’ଣ କରିବାକୁ ପଡିବ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ୫ଟି ସରଳ ଉପାୟ ଅଛି ଯାହା ଶୀଘ୍ର ଜ୍ୱର, ଥଣ୍ଡା…

Read More

୪୭୦ ଲି. ସ୍ତନ କ୍ଷୀର ଦାନ କରିଛନ୍ତି ମହିଳା, ଏଭଳି ବିରଳ ରୋଗରେ ପୀଡ଼ିତ

ନୂଆଦିଲ୍ଲୀ, ୧୮/୭ : ଶିଶୁ ପାଇଁ କ୍ଷୀର ଅମୃତ ସମାନ। ଶିଶୁ ଜନ୍ମ ହେବାର ୬ ମାସ ଧରି କେବଳ ମା କ୍ଷାର ହିଁ ପିଇଥାଏ । ଏହା ଶିଶୁକୁ ଭରପୂର ପୋଷକ ଦେବା ସହିତ ଶିଶୁର ବିକାଶରେ ମଧ୍ୟ ସହାୟ ହୁଏ । ପିଲା ଜନ୍ମ ହେବା ପରେ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ଅନେକ ମହିଳାଙ୍କର ଖୁବ୍ କମ୍ କ୍ଷୀର ନିର୍ଗତ ହୋଇଥାଏ । ଅନ୍ୟପଟେ କିଛି ମହିଳାଙ୍କର ଆଦୌ କ୍ଷୀର ହୁଏନି । ତେଣୁ…

Read More

ବଜାରରେ ବିକ୍ରି ହେଉଥିବା କଳା ଶିଶୁଙ୍କ ସ୍ଵାସ୍ଥ୍ୟ ପାଇଁ କ୍ଷତିକାରକ, ଘରେ ପ୍ରସ୍ତୁତ କରନ୍ତୁ କଳା

ଭୁବନେଶ୍ଵର, ୧୫/୦୭ : ଛୁଆଙ୍କୁ ନଜରରୁ ରକ୍ଷା କରିବା ଲାଗି କଳା ଲଗାଇବା ଏହି ପରମ୍ପରାରେ ଅନ୍ତର୍ଭୁକ୍ତ । ବିଶେଷ କରି ନବଜାତ ଶିଶୁଙ୍କୁ କଳା ଲଗାଯାଏ । କାଜଲ ପିଲାଙ୍କ ଆଖିକୁ ସଫା ରଖେ ବୋଲି ଲୋକଙ୍କ ବିଶ୍ୱାସ । ଆଗ କାଳରେ ଲୋକେ ଘରେ କାଜଲ ପ୍ରସ୍ତୁତ କରୁଥିଲେ । ଜଳାଯାଉଥିବା ଦୀପର କଳାକୁ ତେଲ ସହ ମିଶାଇ ଏହାକୁ ପ୍ରସ୍ତୁତ କରୁଥିଲେ । ସମୟାନୁସାରେ, ଲୋକ ବଜାରରେ ମିଳୁଥିବା କାଜଲର ବ୍ୟବହାର କଲେ…

Read More

ଜାଣନ୍ତୁ ଗର୍ଭବତୀ ମହିଳାଙ୍କ ଓଜନ କମାଇବା ଉପାୟ

ଭୁବନେଶ୍ଵର, ୦୫/୦୭ : ପ୍ରତି ମହିଳାଙ୍କ ସ୍ଵପ୍ନ ଥାଏ ମାଆ ହେବା। ମାତ୍ର ଏହି ଖୁସି ଆସିବା ସହିତ କିଛି ଦାୟିତ୍ଵ ଏବଂ ଅସୁବିଧା ମଧ୍ୟ ଆଣିକି ଆସିଥାଏ। ଏହି ଅସୁବିଧା ଭିତରେ ସବୁଠୁ ବଡ଼ ଚିନ୍ତା ହେଉଛି କି ମହିଳାଙ୍କ ଓଜନ ବଢ଼ିବା। ଗର୍ଭବତୀ ହେବା ପରେ ଓଜନ ବଢ଼ିବା ଏକ ସାଧାରଣ କଥା। ମା ହେବା ପରେ ଭାରୀ କାମ କରିବା ସହିତ ଚାଲିବା ଟିକେ କ​‌ଷ୍ଟ ହୋଇପଡ଼େ। ଏହିସବୁ ଅସୁବିଧାରୁ ମୁକ୍ତି ପାଇବାକୁ…

Read More