ମାଇଗ୍ରେନ୍ ସମସ୍ୟା ଅଛି କି ? କରନ୍ତୁ ଏହି ଉପଚାର, ଦୂର ହୋଇଯିବ ଆପଣଙ୍କ କଷ୍ଟ…

ଭୁବନେଶ୍ବର, ୨୮/୦୮ : ମାଇଗ୍ରେନ୍ ଯନ୍ତ୍ରଣାଦାୟକ ହୋଇଥାଏ। ଏହା ଦ୍ବାରା ବାନ୍ତି ହେବାର ଲକ୍ଷଣ ଅତି ସାଧାରଣ। ରିପୋର୍ଟ ଅନୁଯାୟୀ, ମାଇଗ୍ରେନର ଯନ୍ତ୍ରଣା ୪ ଘଣ୍ଟାରୁ କିଛି ଦିନ ପର୍ଯ୍ୟନ୍ତ ରହିପାରେ । ତଥାପି, ଔଷଧ ଏବଂ କିଛି ଖାଦ୍ୟ ସହିତ ଲକ୍ଷଣଗୁଡ଼ିକରେ ସୁଧାର ହୋଇପାରେ । ଆୟୁର୍ବେଦ ବିଶେଷଜ୍ଞ ଡ. ଦିକ୍ଷା ଭାବସର ତାଙ୍କର ଇନଷ୍ଟାଗ୍ରାମ ପୋଷ୍ଟରେ ୩ଟି ଖାଦ୍ୟ ସାମଗ୍ରୀ ବିଷୟରେ କହିଛନ୍ତି। ଯାହା ମାଇଗ୍ରେନ୍ ଲକ୍ଷଣରୁ ମୁକ୍ତି ଦେବାରେ ସହାୟକ ହେବ। ତେବେ…

Read More

ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି କରେ ଯୋଗ, ଘରେ କରନ୍ତୁ ଏହି ସବୁ ମୁଦ୍ରା… ତ୍ଵଚାରେ ଆସିବ ଚମକ

ଭୁବନେଶ୍ଵର, 21/08 : ସୁନ୍ଦର ତ୍ୱଚା ପ୍ରତି ମହିଳାଙ୍କର ରହିଛି ଦୁର୍ବଳତା । ବୟସ ବଢିବା ସହ ତ୍ୱଚାର ଚମକ ଆପେ ଆପେ କମିବାରେ ଲାଗେ । ଏଥିପାଇଁ ସୂର୍ଯ୍ୟକିରଣ ଓ ପ୍ରଦୂଷଣ ମୁଖ୍ୟତଃ ଦାୟୀ । ଯେତେ କସ୍‌ମେଟିକ୍‌ ବ୍ୟବହାର କଲେ ମଧ୍ୟ କିଛି ଲାଭ ହୋଇ ନଥାଏ । କାରଣ କସ୍‌ମେଟିକ୍‌ କେବଳ ବାହ୍ୟ ଆବରଣ । ତ୍ୱଚାରେ ଚମ୍‌କ ପାଇଁ ଭିତରୁ ସୁସ୍ଥ ହେବା ଜରୁରି । ଏଥିପାଇଁ ଯୋଗରେ କେତେକ ମୁଦ୍ରା…

Read More

ଖାଇବା ପରେ ଶୋଇଯାଉଛନ୍ତି କି ? ସାବଧାନ ! ଶରୀରରେ ହେବ ମେଦବୃଦ୍ଧି

ଭୁବନେଶ୍ଵର, ୦୯/୦୮: ଖାଇବା ପରେ ଶୋଇଯାଉଛନ୍ତି କି ସାବଧାନ! ଶୋଇବା ଦ୍ଵାରା ଆପଣଙ୍କ ଶରୀରରେ ହେବ ମେଦବୃଦ୍ଧି। ଖାଇବା ପରେ ଶୋଇବା ଦ୍ଵାରା ପାଚନ ପ୍ରକ୍ରିୟା ଉପରେ ପଡ଼େ ଏହାର ସିଧାସଳଖ ପ୍ରଭାବ। ତେଣୁ ପ୍ରତ୍ୟେକ ଥର ଖାଇବା ପରେ ୨ ମିନିଟ୍ ଚାଲନ୍ତୁ। ଏହାଦ୍ଵାରା ଟାଇପ୍‌-୨ ମଧୁମେହ ଆଶଙ୍କା ହ୍ରାସ ହେବ। ଶରୀରରେ ରକ୍ତ ଶର୍କରା ସ୍ତର ମଧ୍ୟ ହ୍ରାସ ପାଏ । ସ୍ପୋର୍ଟସ ମେଡିସିନ୍‌ ପତ୍ରିକାରେ ପ୍ରକାଶିତ ମେଟା ବିଶ୍ଳେଷଣର ୭ ଅଧ୍ୟୟନରୁ ଏହା…

Read More

ଓମିକ୍ରନର ଏହି ଦୁଇ ସବଭ୍ୟାରିଆଣ୍ଟ ପାଇଁ ବେଶୀ ସଂକ୍ରମଣ ବ୍ୟାପୁଛି

ନଜର କରିଥିବେ ମାତ୍ର କିଛି ଦିନ ଭିତରେ ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି .   ଦେଶରେ ଦୈନିକ ସଂକ୍ରମଣ 20 ହଜାର ଡେଇଁଥିବା ବେଳେ ଓଡ଼ିଶାରେ ଏହା 8ଶହ ଧରିଲାଣି . ଏବେ ଓମିକ୍ରନ ପାଇଁ ହିଁ ଦେଶରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ଗତ କିଛି ଦିନ ଭିତରେ ଏଥିରେ ଦ୍ରୁତ ପରିବୃଦ୍ଧି ଦେଖାଦେବାରେ ଲାଗିଛି. ବିଶ୍ବବ୍ୟାପୀ କରୋନାର ଦୁଇଟି ଭ୍ୟରିଆଣ୍ଟ ଚିନ୍ତାର ବିଷୟ ହୋଇଛି.BA.2.75 ଏବଂ BA.5 ଏହି…

Read More

ପ୍ରି ଡାଏବେଟିସ କଣ ଏହା ଆପଣ ଜାଣିବା ଜରୁରୀ

ଡାଏବେଟିସକୁ ନେଇ ଆଜିକାଲି ଗାଁରୁ ସହର ସବୁଠି ଚିନ୍ତା । ପୂର୍ବରୁ ଏତେ ନଥିଲା ଏବେ କିନ୍ତୁ ପ୍ରାୟ ଲୋକ ଡାଏବେଟିସକୁ ନେଇ ଚିନ୍ତା ପ୍ରକାଶ କରୁଛନ୍ତି। ତେବେ ଟାଇପ ଟୁ ଡାଏବେଟିସ ହେବା ପୂର୍ବରୁ ପ୍ରିଡାଏବେଟିସର ଲକ୍ଷଣ ଦେଖାଦେଇଥାଏ । ଆମେ ସମସ୍ତେ ଏହି ପ୍ରି ଡାଏବେଟିସ ବାବଦରେ ସଚେତନ ରହିବା ଜରୁରୀ । ଆଉ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ପ୍ରିଡାଏବେଟିସ ଟାଇପ ଟୁ ଡାଏବେଟିସରେ ପରିଣତ…

Read More

ଜାଣନ୍ତୁ ଓମିକ୍ରନର ଲକ୍ଷଣ କଣ ?

ଦକ୍ଷିଣ ଆଫ୍ରିକାରେ ନୂଆ କରୋନା ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରଠାରୁ ସାରା ବିଶ୍ବ ଯେମିତି ପୁଣି କଟକଣା ମୁହାଁ ହେବାରେ ଲାଗିଛି । ଭାରତ ସମେତ ବିଭିନ୍ନ ଦେଶ ବିମାନ କଟକଣା ଆରମ୍ଭ କରିଦେଲେଣି। ଭାରତ ବିଦେଶରୁ ଆସୁଥିବା ଯାତ୍ରୀଙ୍କର ଯାଞ୍ଚ ପ୍ରକ୍ରିୟାକୁ ଆହୁରି କଟକଣା କରିବା ଲାଗି ଘୋଷଣା କରିଛି। ଏଣିକି ବିଦେଶରୁ ଆସୁଥିବା ଯ଼ାତ୍ରୀମାନେ ସେମାନଙ୍କର ଆଗୁଆ ସୂଚନା ଦେବେ। ଏପରିକି ୟୁରୋପୀୟ ଦେଶ ସମେତ ଦକ୍ଷିଣ ଆଫ୍ରିକା ଓ ଅନ୍ୟ 10ଟି ଦେଶରୁ…

Read More

ଚୀନକୁ ଡରି ନାଁ ହେଲା ଓମିକ୍ରନ !

  ସାରା ବିଶ୍ବରେ ଏବେ ଗୋଟିଏ ଶବ୍ଦକୁ ନେଇ ଚାଲିଛି ଚର୍ଚ୍ଚା। ଓମିକ୍ରନ। ଓମିକ୍ରନ ଏବେ ଭୟର ଏକ ପ୍ରତିଶବ୍ଦ ବି ହୋଇଯାଇଛି। ଓମିକ୍ରନ ହେଉଛି ଦକ୍ଷିଣ ଆଫ୍ରିକାରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ନାଁ। ପ୍ରଥମେ ଏହାକୁ B.1.1.529 ଭାବେ ଚିହ୍ନଟ କରାଯାଇଥିଲା। ତେବେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାର ସଂକ୍ରାମକ କ୍ଷମତାକୁ ଉପଲବ୍ଧି କରି ଏହାକୁ ଭ୍ୟାରିଆଣ୍ଟ ଅଫ କନସର୍ଣ୍ଣ ଘୋଷଣା କରିବା ସହିତ ଏହାର ନାଁ ଦେଇଛି ଓମିକ୍ରନ।…

Read More

ମନୀଷା କୋଇରାଲାଙ୍କ ମନ୍ତ୍ର- ସେୟାର କଲେ ଫଟୋ

ଅଭିନେତ୍ରୀ ମନୀଷା କୋଇରାଲାଙ୍କର ଫିଲ୍ମ ଦୁନିଆରେ ଏକ ନିଆରା ପରିଚୟ ରହିଛି। ଫିଲ୍ମ ସୌଦାଗର ଠାରୁ ଆରମ୍ଭ କରି ଅଗ୍ନିସାକ୍ଷୀ, ବମ୍ବେ, 1942 ଏ ଲଭଷ୍ଟୋରୀ, ଅକେଲେ ହମ ଅକେଲେ ତୁମ୍, ଏକ ଛୋଟିସୀ ଲଭ ଷ୍ଟୋରି ଏମିତି ଅନେକ ଅଭୁଲା ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନରେ ଏକ ନିଆରା ଛାପ ଛାଡ଼ିଛନ୍ତି ଏହି ଅଭିନେତ୍ରୀ। ତେବେ ମନୀଷାଙ୍କର ବର୍ତ୍ତମାନର ପରିଚୟ ହେଉଛନ୍ତି ସେ ଜଣେ କ୍ୟାନସର ସର୍ଭାଇଭର। କ୍ୟାନସରକୁ ଜିଣି ସେ ତାଙ୍କର ଅଦମ୍ୟ…

Read More

ସାବଧାନ ଏମିତି ଥଣ୍ଡା ରୋଗ ବି ବ୍ୟାପୁଛି- ସତର୍କ ରୁହନ୍ତୁ

କୋଭିଡର କହର ଟିକେ କମୁଥିବାର ଜଣାଯାଉଛି । ଦୈନିକ ସଂଖ୍ୟା ଏବେ ନିୟନ୍ତ୍ରଣାଧୀନ ରହୁଛି। ଏତିକିବେଳେ ଦେଶବ୍ୟାପୀ ଏବେ ଲୋକମାନଙ୍କ ଠାରେ  ଏକ ଅଜବ ଲକ୍ଷଣ ଦେଖାଯାଉଛି। ଅନେକ ଲୋକ ସାଧାରଣ ଥଣ୍ଡା ରୋଗରେ ଆକ୍ରାନ୍ତ ହେଉଛନ୍ତି । ନାକରୁ ପାଣି ଗଡ଼ିବା, ମୁଣ୍ଡ ପିନ୍ଧା, ଦେହହାତ ଘୋଲାବିନ୍ଧା, ସାମାନ୍ୟ ଜର କାଶ ।  ସ୍ବାଭାଭିକ ଭାବେ ସମସ୍ତେ କୋଭିଡ ଭୟରେ ଭୟଭୀତ ହୋଇପଡିବେ।  ତେବେ ପରୀକ୍ଷା କରାଇନେବା ଭଲ। ଅନେକ କିନ୍ତୁ ନେଗେଟିଭ ଆସୁଥିବାର ଦେଖାଯାଉଛି।…

Read More

ତୃତୀୟ ଲହର ଆସିବା ସମ୍ଭାବନା କମ- ଜାଣନ୍ତୁ କଣ ରହିବ ସ୍ଥିତି

କରୋନାର ତୃତୀୟ ଲହର ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ବିଶେଷଜ୍ଞମାନେ ଆଶ୍ବାସନା ଦେଇ କହିଛନ୍ତି ତୃତୀୟ ଲହର ଆସିବା ଆଶଙ୍କା କମ୍ । ଯଦି ବି ତୃତୀୟ ଲହର ଆସେ, ତେବେ ତାହା ଦ୍ବିତୀୟ ଲହର ଭଳି ସେତେଟା ମାରାତ୍ମକ ହେବନି । ଦ୍ବିତୀୟ ଲହରରେ ସାରା ଭାରତରେ ସ୍ଥିତି ସଙ୍ଗୀନ ରହିଥିଲା ତେବେ ଦ୍ବିତୀୟ ଲହରର ପ୍ରଭାବ ଧିରେ ଧିରେ ହ୍ରାସ ପାଉଛି । ବର୍ତ୍ତମାନ ଭାରତରେ ମହାମାରୀ ଏଣ୍ଡେମିକ ଷ୍ଟେଜରେ…

Read More