ଦେଶରେ ମହିଳା ଭୋଟରଙ୍କ ସଂଖ୍ୟା ୪୮ ପ୍ରତିଶତରୁ ଅଧିକ, ରାଜନୀତିରେ ସେମାନଙ୍କ ଯୋଗଦାନ ଯଥେଷ୍ଟ କମ୍‌

ନୂଆଦିଲ୍ଲୀ, ୧୨/୧୨ : ଦେଶରେ ମହିଳା ଭୋଟରଙ୍କ ସଂଖ୍ୟା ୪୮ ପ୍ରତିଶତରୁ ଅଧିକ । କିନ୍ତୁ ରାଜନୀତି କ୍ଷେତ୍ରରେ ସେମାନଙ୍କ ଯୋଗଦାନ ଯଥେଷ୍ଟ କମ୍‌ । ସଦ୍ୟ ସମାପ୍ତ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ମୋଟ ୬୮ ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି । ହେଲେ ସେମାନଙ୍କ ଭିତରେ ମାତ୍ର ଜଣେ ମହିଳା ବିଧାୟକ ଅଛନ୍ତି । ଏଥର ନିର୍ବାଚନରେ ୨୪ଜଣ ମହିଳା ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ସେହିଭଳି ଗୁଜରାଟରେ ୧୮୨ ଆସନ ବିଶିଷ୍ଟ ବିଧାନସଭା…

Read More

ମୁସଲିମ ମହିଳାଙ୍କ ଶିକ୍ଷା ପାଇଁ ଲଢେଇ କରିଥିଲେ ଏହି ମହିଳା, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ, ୯/୧୨ : ଭାରତରେ ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର। ତଥାପି ମଧ୍ୟ ଶିକ୍ଷା ସମସ୍ତଙ୍କୁ ମିଳିପାରୁ ନାହିଁ। ସ୍ଵାଧିନତା ପୂର୍ବରୁ ବହୁ ଲୋକ ବିଦେଶକୁ ଶିକ୍ଷା ଗ୍ରହଣ କରିବାକୁ ଯାଇଥିବା ବେଳେ ଏବେବି ବହୁ ଲୋକଙ୍କ ନିକଟରେ ଅପହଞ୍ଚ ରହିଛି ଶିକ୍ଷା। ଏବେବି ମହିଳାଙ୍କ ଶିକ୍ଷାକୁ ଅଦରକାରୀ ମନେ କରୁଛି ସମାଜ। ବିଶେଷ କରି ମୁସଲିମ ମହିଳାଙ୍କୁ ମିଳୁନି ଶିକ୍ଷାଗତ ଅଧିକାର। ତେବେ ମୁସଲିମ ମହିଳାମାନଙ୍କୁ ଅଜ୍ଞାନତାର ଅନ୍ଧକାରର ଶିକ୍ଷାର ଆଲୋକ ଆଡ଼କୁ ବାଟ କଢେଇଥିଲେ…

Read More

ଗୀତରେ ଗୀତରେ ପିଲାମାନେ ଶିଖିଲେ ବ୍ୟାକରଣ, ଭାଇରାଲ୍ ହେଉଛି ଭିଡିଓ

ଭୁବନେଶ୍ଵର, ୦୪/୧୨ : ଶିକ୍ଷଣ ଏକ ମଜାଦାର ପ୍ରକ୍ରିୟାରେ ପରିଣତ ହୁଏ ଯେତେବେଳେ ଆପଣ ଏହାକୁ ଅଭିନବ ପ୍ରଣାଳୀ ବ୍ୟବହାର କରି ଶିକ୍ଷାଦାନ କରିଥାନ୍ତି। ନିକଟରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କବିତା ଏବଂ ନାଟକ ମାଧ୍ୟମରେ ହିନ୍ଦୀ ବ୍ୟାକରଣ ଶିକ୍ଷା କରୁଥିବା ଏକ ଭିଡିଓ ଜଣେ ଆଇଏଏସ୍ ଅଧିକାରୀଙ୍କ ଦ୍ୱାରା ସେୟାର କରାଯାଇଛି। ଯାହାକି ସମସ୍ତଙ୍କ ହୃଦୟକୁ ଛୁଇଁଛି। ୨୦୧୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅର୍ପିତ ବର୍ମା ଏକ ଭିଡିଓ ସେୟାର କରିଛନ୍ତି ଏବଂ ଏହାକୁ ୧.୫୬…

Read More

ୟୁନିସେଫ୍ ଭାରତକୁ ପ୍ରତିନିଧିତ୍ଵ କରୁଛନ୍ତି ଏହି ମହିଳା, ଜାଣନ୍ତୁ ତାଙ୍କ ବିଷୟରେ…

ଭୁବନେଶ୍ଵର, ୨୭/୧୧ : ସଂଯୁକ୍ତ ରାଷ୍ଟ୍ର ବାଳକୋଷ ସାରା ଦୁନିଆର ଶିୂଙ୍କ ସାମଗ୍ରିକ ବିକାଶ ପାଇଁ ଲଗାତର କାର୍ଯ୍ୟ କରୁଛି। ଏଥିପାଇଁ ବିଭିନ୍ନ ପ୍ରକାରର ଯୋଜନା ମଧ୍ୟ ସଂଚାଳିତ କରୁଛି। ୟୁନିସେଫ୍ ୧୯୦ ଟି ଦେଶରେ ଏବେ କାର୍ଯ୍ୟରତ ଅଛି। ୧୫୦ରୁ ଉର୍ଦ୍ଧ୍ଵ ଦେଶରେ ୟୁନିସେଫ୍‌ର କାର୍ଯ୍ୟାଳୟ ବା ମୁଖ୍ୟାଳୟ ରହିଛି। ୟୁନିସେଫ୍‌ର ଏହି ବିସ୍ତୃତ ନେଟୱାର୍କ ସରକାରଙ୍କ ସହ ମିଶି ବାଳ ଅଧିକାର ସଂରକ୍ଷଣ, ଶିକ୍ଷା ଏବଂ ସ୍ଵାସ୍ଥ୍ୟ ଦିଗରେ କାମ କରୁଛି। ଏହି କ୍ରମରେ…

Read More

ୟୁପିର ଗୁଗୁଲ ଗାର୍ଲ୍, ମାତ୍ର ୨ବର୍ଷ ବୟସରେ ଆରମ୍ଭ କରିଥିଲେ ବହି ପଢିବା, ମୁଖସ୍ଥ କରିଛନ୍ତି ଦେଶ ମହାଦେଶ ନାମ

ନୂଆଦିଲ୍ଲୀ, ୨୬/୧୧ : ୟୁପିର ଗୁଗୁଲ ଗାର୍ଲ୍ ରିୟା। ଗୋଣ୍ଡା କୋଟୱାଲିର ସାଲପୁର ବଜାରର ବାସିନ୍ଦା ରାମଦାନ ତିୱାରୀଙ୍କ ୮ ବର୍ଷର ଝିଅ ରିୟା ଗୁଗୁଲ ଗାର୍ଲ୍ ଭାବରେ ପରିଚିତ। ରିୟା ମହାଦେଶ ଗୁଡିକର ନାମ, ମହାସାଗରର ନାମ, ବିଭିନ୍ନ ଦେଶ, ସେମାନଙ୍କର ରାଜଧାନୀ ଏବଂ ମୁଦ୍ରା, ଭାରତର ରାଜ୍ୟ ତଥା ରାଜଧାନୀକୁ ମନେ ରଖିଛନ୍ତି। ରିୟାଙ୍କର ଭାରତର ସମସ୍ତ ଜିଲ୍ଲା, ଭାରତର ସମସ୍ତ ପ୍ରମୁଖ ବନ୍ଦର, ପ୍ରମୁଖ ଜାତୀୟ ଉଦ୍ୟାନ, ଭାରତରେ ପ୍ରବାହିତ ପ୍ରମୁଖ ନଦୀ,…

Read More

ମହିଳାଙ୍କୁ ସଶକ୍ତିକରଣ କରିବାକୁ ସରକାର ବାଣ୍ଟୁଛନ୍ତି ମାଗଣାରେ ସିଲେଇ ମେସିନ୍, ଜାଣନ୍ତୁ କିଭଳି କରିବେ ଆବେଦନ…

ନୂଆଦିଲ୍ଲୀ, ୨୪/୧୧ : ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଆର୍ଥିକ ସ୍ଥିତିରେ ଦୁର୍ବଳ ଏବଂ ଗରିବ ମହିଳାଙ୍କ ପାଇଁ ସରକାର ଏକ ଲାଭକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ନାମ ହେଉଛି ପିଏମ୍ ଫ୍ରି ସିଲେଇ ମେସିନ୍ ଯୋଜନା। ଏହି ଯୋଜନାରେ ଗରିବ ଶ୍ରେଣୀର ମହିଳାଙ୍କୁ ନିଃଶୁଳ୍କ ସିଲେଇ ମେସିନ୍ ବଣ୍ଟନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ଫ୍ରି ସିଲେଇ ମେସିନ୍ ଯୋଜନାର…

Read More

ଦେଶର ପ୍ରଥମ ମହିଳା ଶିକ୍ଷକ ସାବିତ୍ରୀବାଇ ଫୁଲେ, ନାରୀ ଶିକ୍ଷା ପାଇଁ ପ୍ରତିଷ୍ଠା କରିଥିଲେ ୧୮ଟି ବିଦ୍ୟାଳୟ

ଭୁବନେଶ୍ଵର, ୧୮/୧୧ : ନାରୀ ଶିକ୍ଷାକୁ ପ୍ରୋତ୍ସାହନ ଦେଉଥିବା ତଥା ଜଣେ କିମ୍ଵଦନ୍ତୀ ଶିକ୍ଷକ ହେଉଛନ୍ତି ସାବିତ୍ରୀବାଇ ଫୁଲେ। ସେ ହେଉଛନ୍ତି ଦେଶର ପ୍ରଥମ ମହିଳା ଶିକ୍ଷକ। ନାରୀ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ସେ ଯଥାସମ୍ଭବ ଚେଷ୍ଟା କରିଥିଲେ। ୧୮୩୧ ମସିହା ଜାନୁଆରୀ ୩ ତାରିଖରେ ମହାରାଷ୍ଟ୍ରର ସତନା ଜିଲ୍ଲାର ନାଇଗାଓଁରେ ସେ ଜନ୍ମଗ୍ରହଣ କରିଥିଲେ। ସେହି ସମୟରେ ସମାଜରେ ଦଳିତମାନେ ଭେଦଭାବର ଶିକାର ହେଉଥିଲେ। ସେମାନଙ୍କର ଶିକ୍ଷା ଗ୍ରହଣ କରିବାର ଅଧିକାର ନଥିଲା। ମହିଳାଙ୍କୁ…

Read More

ଡାକ୍ତର ହୋଇଥିଲେ ମଧ୍ୟ ପିତାଙ୍କ ସ୍ବପ୍ନ ପୂରଣ କରିବାକୁ ହେଲେ ଆଇପିଏସ୍ ଅଧିକାରୀ, କାଶ୍ମୀରର ପ୍ରଥମ ମହିଳା ଆଇପିଏସ୍ ରୁବେଦା

ନୂଆଦିଲ୍ଲୀ, ୧୦/୧୧ : ଜଣେ ଡାକ୍ତରରୁ ଆଇପିଏସ୍ ଅଫିସର। ପିତାଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ କରିଥିଲେ କଠିନ ପରିଶ୍ରମ। ଜଣେ ଡାକ୍ତର ହୋଇଥିଲେ ମଧ୍ୟ ପିତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ, ସେ ଆଇପିଏସ ଅଫିସର ହେବାର ରାସ୍ତା ବାଛିଲେ ଏବଂ UPSC ପାଇଁ ପ୍ରସ୍ତୁତି ଆରମ୍ଭ କଲେ। ଏହି ମହିଳା ଆଇପିଏସ୍ ଅଫିସର ହେଉଛନ୍ତି ରୁବେଦା ସଲାମ। ସେ ହେଉଛନ୍ତି କାଶ୍ମୀରର ପ୍ରଥମ ଆଇପିଏସ୍ ଅଧିକାରୀ। ଆସନ୍ତୁ ଜାଣିବା ଆଇପିଏସ୍ ଡକ୍ଟର ରୁବେଦା ସଲାମଙ୍କ…

Read More

୨୦୨୧ ଜାତୀୟ ଫ୍ଲୋରେନ୍‌ସ ନାଇଟିଙ୍ଗଲ୍‌ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି, ୩ ଓଡ଼ିଆ ସେବିକା ସମ୍ମାନିତ

ଭୁବନେଶ୍ଵର, ୦୮/୧୧ : ରାଷ୍ଟ୍ରପତି ଭବନରେ ସୋମବାର ୨୦୨୧ ଜାତୀୟ ଫ୍ଲୋରେନ୍‌ସ ନାଇଟିଙ୍ଗଲ୍‌ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାରୁ ତିନି ସେବିକା ସମ୍ମାନିତ। ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ୫୧ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରେ ୧୭ ଏଏନ୍‌ଏମ୍‌, ୪ ଏଲ୍‌ଏଚ୍‌ଭି ଓ ୩୦ ସେବିକା ଅଛନ୍ତି । ଓଡ଼ିଶାରୁ ସେବିକା ଖୁଲଣା ବାରିକ, ଶିବାନୀ ଦାସ ଓ ଏଏନ୍‌ଏମ୍‌ ଦମୟନ୍ତୀ ରାଉତ ରାଷ୍ଟ୍ରପତିଙ୍କଠାରୁ…

Read More

ସ୍ଲମ୍ କୁଇନ୍ ମଲିଶା ଖାରୱା, ଫ୍ୟାସନ୍ ମାଗାଜିନ୍ ରେ ପାଇଛନ୍ତି ସ୍ଥାନ

ନୂଆଦିଲ୍ଲୀ, ୦୬/୧୧ : ବେଳେବେଳେ ଭାଗ୍ୟ ଆପଣଙ୍କ ଉପରେ ଅନୁଗ୍ରହ କରିପାରେ, କିନ୍ତୁ ଜୀବନରେ ଆଗକୁ ବଢ଼ିବାକୁ ହେଲେ ଆପଣଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ। ଜୀବନ ଆପଣଙ୍କୁ ଅନେକ ସୁଯୋଗ ଦେବ ମାତ୍ର ଠିକ୍ ସମୟରେ ଆପଣଙ୍କୁ ଠିକ୍ ନିଷ୍ପତ୍ତି ନେବାକୁ ପଡିବ। ଏଭଳି ଏକ କାହାଣୀ ହେଉଛି ମୁମ୍ବାଇର ବସ୍ତିରେ ରହୁଥିବା ମଲିଶା ଖାରୱାଙ୍କର। ଯିଏ ଆଜି ଜଣେ ପ୍ରଭାବଶାଳୀ, କଣ୍ଟେଣ୍ଟ କ୍ରିଏଟର ଏବଂ ମଡେଲ୍ ହୋଇପାରିଛନ୍ତି। ମାତ୍ର ୧୪ ବର୍ଷ ବୟସରେ, ସେ…

Read More