ମହାମହିମ ମୁର୍ମୁ : ଜାଣନ୍ତୁ ଦେଶର ପ୍ରଥମ ନାଗରିକଙ୍କ କୃତିତ୍ତ୍ଵ…

ଭୁବନେଶ୍ଵର, ୦୧/୦୮ : ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦକୁ ଅଳଙ୍କୃତ କରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଉପରବେଡ଼ା ଗାଁରେ ସାନ୍ତାଳି ସମୁଦାୟର ଗରିବ ଆଦିବାସୀ ପରିବାରରେ ତାଙ୍କର ଜନ୍ମ। ତାଙ୍କର ବାଲ୍ୟ ଜୀବନ ଥିଲା ଖୁବ୍ ସଂଘର୍ଷମୟ। ସମସ୍ତ ବାଧାବିଘ୍ନ ସତ୍ତ୍ଵେ ସେ ଭୁବନେଶ୍ଵରର ରମାଦେବୀ ମହିଳା କଲେଜରୁ ବିଏ ପାସ୍ କରିଥିଲେ। ରାଜନୀତିରେ ପାଦ ଦେବା ପୂର୍ବରୁ ସେ ରାଇରଙ୍ଗପୁର ଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚରେ ସହକାରୀ ଶିକ୍ଷୟତ୍ରୀ…

Read More

ଆସୁଛି ନୂଆ ଶ୍ରମ ଆଇନ ଏଥର ମ୍ୟାନେଜରଙ୍କ ହାକିମାତି ଶେଷ

ଜୁଲାଇ 1 ତାରିଖରୁ ଦେଶରେ ନୂଆ ଶ୍ରମ ଆଇନ ଲାଗୁ ହେବାକୁ ଯ଼ାଉଛି । ଏହାଦ୍ବାରା ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ କିଛି ନୂଆ ନିୟମ ଲାଗୁ ହେବ। ଯ଼େଉଁଥିରେ ଆପଣଙ୍କ ପାଇଁ ଅନେକ କିଛି ଜାଣିବାର ଅଛି। ଏହା ନୂଆ ନିୟମ ଲାଗୁ ହେଲେ କର୍ମଚାରୀଙ୍କ କାର୍ଯ଼୍ୟକ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ବିଶେଷ କରି କର୍ମଚାରୀଙ୍କ ଦୈନିକ କାର୍ଯ଼୍ୟ ସମୟ, ସେମାନଙ୍କର ଇପିଏଫ, ସେମାନଙ୍କର ଦରମା, ଗ୍ରାଚ୍ୟୁଟି,  ଆଦି…

Read More

ଲାଲ ମର୍ସିଡିଜରେ ଲିଫ୍ଟ ଦେଇ ଗଣ ଦୁଷ୍କର୍ମ କଲେ

 ଘଟଣା ଥିଲା ଗତ 28 ତାରିଖରେ। ଝିଅଟି ନିକଟସ୍ଥ ବଞ୍ଜାରା ହିଲ୍ସର ଏକ ପବରେ ହୋଇଥିବା ଗେଟ ଟୁଗେଦରରେ ଭାଗ ନେଇଥିଲା। ସଂଧ୍ୟା ସାଢ଼େ 5ଟା ବେଳେ ଯ଼େତେବେଳେ ଝିଅଟି ବାହାରକୁ ଆସିଥିବା ଏହି ନାଲି ମର୍ସିଡିଜରେ 4 ଜଣ ଝିଅଟିକୁ ଲିଫ୍ଟ ଦେଇଥିଲେ। ଯେହେତୁ ପବରେ ଦେଖାହୋଇଥିଲା ବିଶ୍ବାସରେ ଝିଅଟି ମର୍ସିଡେଜରେ ବସି ଯ଼ାଇଥିଲା। ତେବେ କାରରେ ଝିଅଟିକୁ ଘରେ ଛାଡ଼ିବା ପରିବର୍ତ୍ତେ ତାକୁ ନେଇଥିଲେ ଯ଼ାଇଥିଲେ ଏକ ନିଛାଟିଆ ସ୍ଥାନକୁ ସେଠାରେ ତାକୁ 4…

Read More

ଶ୍ରୁତି ଶର୍ମାଙ୍କ ସିକ୍ରେଟ କଣ ଜାଣନ୍ତୁ

ଶ୍ରୁତି ଶର୍ମା ସିଭିଲ ସର୍ଭିସ ପରୀକ୍ଷା ଟପ୍ପର ହୋଇ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି ।   ଉତ୍ତରପ୍ରଦେଶର ବିଜନୌରର ବାସିନ୍ଦା ଶ୍ରୁତିଙ୍କ କ୍ୟାରିୟର ଉତ୍ଥାନ ପତ୍ତନ ଦେଇ ଗତି କରିଛି । ଦିଲ୍ଲୀର ଷ୍ଟିଫେନସ କଲେଜରୁ ଇତିହାସରେ ନିଜର  ଗ୍ରାଜୁଏସନ ପାସ କରିଥିବା ବେଳେ ପୋଷ୍ଟ ଗ୍ରାଜୁଏସନ ଜବାହରଲାଲ ନେହରୁ ବିଶ୍ବ ବିଦ୍ୟାଳୟରେ ପଢ଼ିଥିଲେ। ତେବେ ପିଜି ପାସ କରିବା ପୂର୍ବରୁ ସେ ସିଭିଲ ସର୍ଭିସ ପାଇଁ ପାଠ ପଢ଼ା ଆରମ୍ଭ କରିଦେଇଥିଲେ  । ଜାମିଆ…

Read More

ଦୁବାଇ ଯାତ୍ରା ବେଳେ ହଠାତ ଯାତ୍ରୀଙ୍କ କାର୍ଡିଆକ ଆରେଷ୍ଟ ହେଲା

ମଝି ଆକାଶରେ ବିମାନ ଯ଼ାତ୍ରା ସମୟରେ ହଠାତ ଯ଼ାତ୍ରୀଙ୍କୁ ହେଲା ହାର୍ଟ ଆଟାକ । ଏହାପରେ କଣ ହୋଇଥିବ ଭାବନ୍ତୁ । କଣ ସଂପୃକ୍ତ ଯ଼ାତ୍ରୀଙ୍କୁ  ବଞ୍ଚାଯ଼ାଇପାରିଲା ନା ଆଉ କଣ ଘଟିଲା ଏ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ ନିଶ୍ଚୟ।  ନିଶ୍ଚୟ ଭାବେ ଯ଼ାତ୍ରୀଙ୍କୁ ବଞ୍ଚାଇଦିଆଗଲା। ତେବେ କେମିତି ଜାଣନ୍ତୁ । ବିମାନଟି ଯ଼ାଉଥିଲା କନ୍ନରୁରୁ ଦୁବାଇ । ଗୋ ଫାଷ୍ଟ ଫ୍ଲାଇଟ ବିମାନ ଟି ମେ 8 ତାରିଖରେ ଦୁବାଇ ଅଭିମୁଖେ ଯ଼ାତ୍ରା ଆରମ୍ଭ…

Read More

ପୁଣି ଫୋନ କଲ ଦର ବଢ଼ିପାରେ

()  ଆପଣଙ୍କ ଫୋନ ବିଲ ପାଇଁ ଆଉ କିଛି ଅଧିକ ଖର୍ଚ୍ଚ କରିବା ଲାଗି ପ୍ରସ୍ତୁତ ହୁଅନ୍ତୁ. କାରଣ ପୁଣି ଘରୋଇ ଟେଲିକମ କମ୍ପାନିମାନେ ସେମାନଙ୍କ ତାରିଫ ବଢ଼ାଇବାକୁ ଯ଼ାଉଛନ୍ତି. ମାନେ ଆପଣ ଯେତିକି କଲ ଟାଇମ ଓ ଡେଟା ପାଇଁ ଯ଼େତିକି ଟଙ୍କା ଦେଉଛନ୍ତି ତାଠାରୁ ଆଉ କିଛି ଅଧିକ ଦେବେ . ମାତ୍ର ଦିନ କେଇଟା ଯ଼ାଇନି ନଭେମ୍ବର 2021ରେ ଟେଲିକମ କମ୍ପାନି ଗୁଡ଼ିକ ସେମାନଙ୍କର ତାରିଫ ବଢ଼ାଇଥିଲେ ଏବେ ପୁଣି ସେମାନଙ୍କର ମନ…

Read More

ମଦ ପିଇ ମାତାଲ ହେଲା ଶେଷରେ ଶିଶୁପାଳ ହୋଇଫେରିଲା

ଆପଣ ଠିକ ପଢ଼ିଛନ୍ତି ବର ମଦ ପିଇ ନାଚିଲା, ବରଯ଼ାତ୍ରୀ ବି ଡେଇଁଲେ ଆଉ ଫଳ ହୋଇଥିଲା କନିଆଁ ବାହା ହେଇଗଲା ଆଉ କାହାକୁ । ବାହାଘର ଜୀବନର ଏକ ଅମୂଲ୍ୟ ଅନୁଭୁତି, ଏହି ବାହାଘରକୁ ସ୍ମରଣୀୟ କରିବା ଲାଗି କିଏ କେତେ କଣ କରିଦେଉଛନ୍ତି । ହେଲେ ଏଠି ତ ଏମିତି ଘଟିଲା ଯ଼ାହା ଜୀବନ ତମାମ ମନେ ରହିବ ତା ସାଙ୍ଗକୁ ସାହିପଡ଼ିଶା ଡେଇଁ ଦେଶ ବିଦେଶ ଲୋକ ଛିଛାକର କଲେଣି । ଘଟଣା…

Read More

କେରଳରେ କାହିଁକି ଟମାଟୋ କିଲୋ 140

 ବର୍ଷା ଯୋଗୁଁ ରାଜ୍ୟରେ ଧାନ ଫସଲ ସହିତ ପରିବା ଫସଲ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଣୁ କିଛି ସ୍ଥାନରେ ପରିବା ଅଭାବୀ ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ବର୍ଷା ଛାଡ଼ିବାର ଦୁଇ ଦିନ ପରେ ପୁଣି ପରିବା ଦର ଉପରମୁହାଁ ହେଲାଣି। ଏବେ ଦକ୍ଷିଣ ଭାରତରେ ଚିନ୍ତାର ବିଷୟ ହୋଇଛି ଟମାଟୋ। କେରଳରେ ଟମାଟୋ କିଲୋ 140 ଟଙ୍କାରେ ବିକ୍ରି ହେଲାଣି। ସେହିପରି କର୍ଣ୍ଣାଟକରେ ମଧ୍ୟ ବିଲାତି ବାଇଗଣ କିଲୋ 120 ଟଙ୍କା ଉପରେ…

Read More

ଓମିକ୍ରନ ପେସଣ୍ଟ ନମ୍ବର 2 କେମିତି ସଂକ୍ରମିତ ହେଲେ?

ଭାରତରେ ଦୁଇ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଅନେକଗୁଡିଏ ପ୍ରଶ୍ନ ଉଠିବାରେ ଲାଗିଛି। କର୍ଣ୍ଣାଟକରେ ଦୁଇ ଜଣ B.1.1.529 ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। ଜଣେ 66 ବର୍ଷିୟ ଏବଂ ଅନ୍ୟଜଣେ 46 ବର୍ଷିୟ। ପ୍ରଥମ ରୋଗୀ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଆସିଥିଲେ। ତେବେ କୋଭିଡ ପ୍ରୋଟୋକଲ ଅନୁସାରେ ସେ ରିସ୍କ ଦେଶରୁ ଆସିଥିବାରୁ ତୁରନ୍ତର ତାଙ୍କର କୋଭିଡ ପରୀକ୍ଷା କରାଯ଼ାଇଥିଲା। ସେ କୋଭିଡ ପଜିଟିଭ ଆସିଥିଲେ। ତାଙ୍କୁ କ୍ବାରାଣ୍ଟାଇନରେ ରଖାଯିବା ସହିତ ତାଙ୍କର ଜିନମ…

Read More

କାହିଁକି ଅରୁଣାଚଳରେ ବୋଫୋର୍ସ ମୁତୟନ କଲା ଭାରତ?

ଚୀନ-ଭାରତ ସୀମା ଅରୁଣାଚଳ ପ୍ରଦେଶରେ ଭାରତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବୃଦ୍ଧି କରିଛି । ବୋଫୋର୍ସ ତୋପ M-777 ଅଲ୍ଟ୍ରାଲାଇଟ ହାଓଜର, L70 ଆଣ୍ଟି ଏୟାରକ୍ରାଫ୍ଟ ତୋପ ଭଳି ଆଧୁନିକ ଯୁଦ୍ଧାସ୍ତ୍ରକୁ ଏଲଏସିରେ ଚୀନମୁହାଁ କରିଛି। M-777 ସେନାରେ ସାମିଲ ହେବାର କିଛି ମାସ ମଧ୍ୟରେ ଭାରତ ଏହାକୁ ଏଲଏସିରେ ମୁତୟନ କରିଛି। ତେବେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ହ୍ରାସ ନେଇ କଥାବାର୍ତ୍ତା ଜାରି ରହିଥିବା ବେଳେ ଭାରତ କାହିଁକି ଚୀନ ସୀମାରେ ତାର କ୍ଷମତା…

Read More