କର୍ମଜୀବୀ ମହିଳାଙ୍କ ପାଇଁ ଚ୍ୟାଲେଞ୍ଜ ରୋଷେଇ, ଜାଣନ୍ତୁ କିଛି ଘରୋଇ ଟିପ୍ସ…

ଭୁବନେଶ୍ଵର, ୧୫/୯ : ଆଜିକାଲି ପ୍ରାୟ ମହିଳା କର୍ମଜୀବୀ ଅବା ରୋଜଗାରକ୍ଷମ । ଘର କାମକୁ ସାରି ସେମାନେ ନିଜକୁ ଅନ୍ୟ କାମରେ ବ୍ୟସ୍ତ ରଖୁଛନ୍ତି । ତେଣୁ ରୋଷେଇ କାମକୁ କେତେ ସହଜରେ ଓ କମ୍‌ ସମୟରେ ସାରି ହେବ ତା’ ଉପରେ ଗୁରୁତ୍ୱ ଦେଉଛନ୍ତି । ଚାଲନ୍ତୁ ଜାଣିବା ଏମିତି କିଛି ଉପାୟ, ଯଦ୍ୱାରା ରୋଷେଇ ଖୁବ୍‌ କମ୍‌ ସମୟରେ ହୋଇପାରିବ । ଖାଦ୍ୟ ପ୍ରସ୍ତୁତି ସମୟରେ ଏମିତି ଅନେକ ଚ୍ୟାଲେଞ୍ଜକୁ ସାମ୍‌ନା କରିବାକୁ…

Read More

ମାତ୍ର ୫୦୦ ଟଙ୍କା ବିନିଯୋଗ କରି ମହିଳା ହୋଇପାରିବେ ଇନଭେଷ୍ଟର, ଜାଣନ୍ତୁ କେଉଁଠାରେ କରିବେ ନିବେଶ

ଭୁବନେଶ୍ଵର, ୦୭/୦୮ : ମହିଳାମାନେ ଅଳ୍ପ ପରିମାଣରେ ସଞ୍ଚୟ କରି ନିଜ ପରିବାରକୁ ଆର୍ଥିକ ସହାୟତା କରିପାରିବେ। ସମୟ ଦ୍ରୁତ ଗତିରେ ବଦଳୁଛି। ମହିଳାମାନଙ୍କର ହାରାହାରି ବୟସ ପୁରୁଷଙ୍କ ତୁଳନାରେ ଅଧିକ। ଯଦିଓ ଗୃହିଣୀମାନେ ଆଦୌ ରୋଜଗାର କରନ୍ତି ନାହିଁ ଏବଂ କାର୍ଯ୍ୟରତ ମହିଳାମାନେ ଶିଶୁ ପାଳନର ଦାୟିତ୍ବ ଯୋଗୁଁ ବାଧ୍ୟ ହୋଇ ପୁରୁଷଙ୍କ ତୁଳନାରେ କମ୍ ରୋଜଗାର କରନ୍ତି। ଏପରି ପରିସ୍ଥିତିରେ, ସେଥିରେ ବିନିଯୋଗ କରିବାର ସଠିକ୍ ଉପାୟ ଜାଣିବା ଜରୁରୀ ଅଟେ। ମହିଳାମାନେ କେବଳ…

Read More

ଚୁମ୍‌କି ଶାଢିରେ ଦାଗ ଲାଗି ଗଲେ କେମିତି କରିବେ ସଫା

ଭୁବନେଶ୍ଵର, ୦୬/୦୮ : କିଛି ଗୃହିଣୀଙ୍କର ଚୁମ୍‌କି ଶାଢି ଖୁବ୍‌ ପସନ୍ଦ । କେବେ କେବେ ଏଭଳି ଶାଢିରେ ଦାଗ ଲାଗି ଗଲେ ଛଡାଇବା ମଧ୍ୟ ସହଜ ନୁହେଁ । ଅବଶ୍ୟ ସାମାନ୍ୟ ଧ୍ୟାନ ଦେଲେ ସବୁକିଛି ସମ୍ଭବ । ଚୁମ୍‌କି ଶାଢିର ଦାଗ ଛଡାଇବା ପାଇଁ ଫାବ୍ରିକ୍‌ ସଫ୍ଟନର୍‌ ବା ବ୍ଲିଚ୍‌ର ବ୍ୟବହାର କରନ୍ତୁ ନାହିଁ । ଚୁମ୍‌କି ଶାଢିକୁ ଏସବୁ ନଷ୍ଟ କରି ଦେଇଥାଏ । ଅବଶ୍ୟ ଏବେ ଏହି ଶାଢି ଟ୍ରେଣ୍ଡ୍‌ରେ ନାହିଁ…

Read More

ଷ୍ଟାଇଲିଶ୍‌ ଲୁକ୍‌ ପାଇଁ ପିନ୍ଧନ୍ତୁ ସ୍ୟାଣ୍ଡେଲିଅର୍‌ କାନଫୁଲ

ଭୁବନେଶ୍ଵର, ୦୫/୦୮ : ଷ୍ଟାଇଲିଶ୍‌ ଦେଖାଯିବା ପାଇଁ କେବଳ ଡିଜାଇନର୍‌ ଆଉଟଫିଟ୍‌ ପିନ୍ଧିବା ଯଥେଷ୍ଟ ହୋଇନଥାଏ । ବରଂ ଏହା ସହିତ ଡିଜାଇନର୍‌ ଆସେସରିଜ ପିନ୍ଧିବାକୁ ପଡେ ଯାହା କି ସାଧାରଣ ଆଉଟଫିଟ୍‌କୁ ଷ୍ଟାଇଲିଶ୍‌ ଲୁକ୍‌ ଦେଇଥାଏ । ଷ୍ଟାଇଲିଶ୍‌ ଲୁକ୍‌ ଚାହୁଁଥିଲେ ସ୍ୟାଣ୍ଡେଲିଅର୍‌ କାନଫୁଲ ପିନ୍ଧିପାରିବେ । ସ୍ୟାଣ୍ଡେଲିଅର୍‌ କାନଫୁଲକୁ କିପରି ଷ୍ଟାଇଲାଇଜ୍‌ କରିବେ ଜାଣନ୍ତୁ । ସ୍ୟାଣ୍ଡେଲିଅର କାନଫୁଲ ବହୁତ ବଡ଼ ହୋଇଥାଏ ।  ତେଣୁ ଷ୍ଟାଇଲ କରିବା ସମୟରେ ଧ୍ୟାନ ରଖିବା  ଉଚିତ…

Read More

ଚର୍ମରେ କୁଞ୍ଚନ ସୃଷ୍ଟି କରେ ଏହି ସବୁ ଜିନିଷ

ଭୁବନେଶ୍ୱର, ୨/୮ : ଚର୍ମରେ ଫାଇନଲାଇନ୍ସ ବା କୁଞ୍ଚନ ସୃଷ୍ଟି ହେବା କାହାରିକୁ ବି ପସନ୍ଦ ନୁହେଁ । କିନ୍ତୁ ଅନେକ ସମୟରେ ଏହା ଅନେକଙ୍କ ପାଇଁ ଚିନ୍ତାର କାରଣ ହୋଇଥାଏ । ଏପରିକି ବୟସ ପୂର୍ବରୁ ମଧ୍ୟ ଅନେକଙ୍କ ଚେହେରାରେ ରିଙ୍କଲ୍ସ ଦେଖାଯାଏ । ତେବେ ଏଥିପାଇଁ ବିଶେଷ କରି ଖାଦ୍ୟ ପେୟ ଓ ଜୀବନଶୈଳୀ ଦାୟୀ । ଆମେ ଦୈନନ୍ଦିନ ଯାହା ଖାଦ୍ୟ ଭାବେ ଗ୍ରହଣ କରୁ ସେଥିରେ ବ୍ୟବହାର ହେଉଥିବା କିଛି ଜିନିଷ…

Read More

ଇକୋ ଫ୍ରେଣ୍ଡଲି ଗ୍ରାମ ତିଆରି କରିଛନ୍ତି ଏହି ଅଧିକାରୀ, ଗାଁରେ ଅବାଧରେ ଚଳପ୍ରଚଳ କରୁଛନ୍ତି ବନ୍ୟପ୍ରାଣୀ

ଭୁବନେଶ୍ଵର, ୨୮/୦୭ : ଗତ ଏକ ବର୍ଷ ଧରି ଓଡିଶାର ଡେବ୍ରିଗଡ ବନ୍ୟପ୍ରାଣୀ ଅଭୟାରଣ୍ୟର ସମସ୍ତ ପ୍ରାଣୀ ବିନା ଭୟରେ ଜଙ୍ଗଲରେ ବୁଲୁଛନ୍ତି। ପରିବେଶ ଅନୁକୂଳ ଗାଁ ଧୋଡ୍ରୋକୁସୁମର ୪୮ ପରିବାର ଏହି ପଶୁମାନଙ୍କୁ ସମ୍ପୂର୍ଣ୍ଣ ପ୍ରାକୃତିକ ପରିବେଶ ଯୋଗାଇବା ପାଇଁ ସକ୍ରିୟ ଭୂମିକା ଗ୍ରହଣ କରିଛନ୍ତି। ଏଠାରେ ରହୁଥିବା ପ୍ରାୟ ୨୦୦ ରୁ ୨୫୦ ଲୋକ ନିଜ ଗାଁକୁ ପ୍ଲାଷ୍ଟିକ ମୁକ୍ତ କରିଛନ୍ତି। ଗାଁରେ ଡଷ୍ଟବିନ ଅଛି ଏବଂ ସମସ୍ତ ଘରେ ଇନ୍ଧନ ସଞ୍ଚୟ କରୁଥିବା…

Read More

ଥଣ୍ଡା, ଜ୍ୱରରୁ ଶୀଘ୍ର ସୁସ୍ଥ ହେବେ କେମିତି ? ୫ ସୂତ୍ରୀ ସରଳ ଚିକିତ୍ସା

ଭୁବନେଶ୍ୱର, ୨୨/୨୪ : ଭାରତରେ ପୁଣି ଥରେ କରୋନା ସଂକ୍ରମଣ ବଢୁଥିବା ବେଳେ ଇନଫ୍ଲ୍ୟୁଏଞ୍ଜା-ଏ’ର ସବ୍ ଭ୍ୟାରିଆଣ୍ଟ ଏଚ୩ଏନ୨ ମଧ୍ୟ ବଢିବାରେ ଲାଗିଛି । ଫଳରେ ଅଧିକାଂଶ ଲୋକଙ୍କ ଠାରେ ଥଣ୍ଡା, ଜ୍ୱର, କାଶ ଦେଖିବାକୁ ମିଳୁଛି । ତେବେ ଏହି ଭାଇରାଲ ଥଣ୍ଡା, ଜ୍ୱରରୁ ଶୀଘ୍ର ମୁକ୍ତି ପାଇବା ଅବା ସୁସ୍ଥ ହେବା ପାଇଁ କ’ଣ କରିବାକୁ ପଡିବ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ୫ଟି ସରଳ ଉପାୟ ଅଛି ଯାହା ଶୀଘ୍ର ଜ୍ୱର, ଥଣ୍ଡା…

Read More

ବର୍ଷା ଦିନେ ପିନ୍ଧନ୍ତୁ ବାଇଗଣୀ ରଙ୍ଗର ଆଉଟଫିଟ୍‌, ଦେଖାଯିବେ ଫ୍ରେସ୍‌

ଭୁବନେଶ୍ଵର, ୧୭/୦୭ : ଋତୁ ପରିବର୍ତ୍ତନ ହେବା ସହିତ ଫ୍ୟାଶନ ଟ୍ରେଣ୍ଡ୍‌ ବି ବଦଳିଥାଏ । କେବଳ ପୋଷାକ ନୁହେଁ  ରଙ୍ଗରେ ମଧ୍ୟ ପରିବର୍ତ୍ତନ ଆଣିପାରିବେ । ଏବେ ଅଳ୍ପ ଅଳ୍ପ ବର୍ଷା ଆରମ୍ଭ ହୋଇଗଲାଣି ।  ବର୍ଷାରେ ବାଇଗଣୀ ରଙ୍ଗର ପୋଷାକ ଖୁବ ସୁନ୍ଦର ଲାଗିଥାଏ । ଯଦି ଆପଣ ଭାବୁଥିବେ ବାଇଗଣୀ ରଙ୍ଗ ସ୍କିନ୍‌ ଟୋନ୍‌କୁ ଡାର୍କ କରୁଥାଏ ତା’ହେଲେ ଭୁଲ । ଏହି ରଙ୍ଗ ସ୍ଥାୟୀ, ସୁନ୍ଦର ଏବଂ ଉଜ୍ଜ୍ୱଳ । ଏହି…

Read More

ଆପଣଙ୍କ ପିଲାର ମନେ ରହୁନି କି ପାଠ ? ଜାଣନ୍ତୁ କେମିତି ବୃଦ୍ଧି କରାଇବେ ସ୍ମରଣ ଶକ୍ତି

ଭୁବନେଶ୍ଵର, ୧୨/୦୭ : ପିଲାଙ୍କ ପାଠପଢ଼ାକୁ ନେଇ ଅଭିଭାବକମାନେ ଚିନ୍ତାରେ ରହିଥାଆନ୍ତି। ସାଧାରଣତଃ ପିଲାମାନେ ପାଠ ପଢ଼ାରେ ମନଧ୍ୟାନ ଦେଉ ନଥିବା ବେଳେ ପାଠ ମନ ରଖିପାରନ୍ତି ନାହିଁ। ପିଲାଙ୍କ ପାଠ ମନେ ନ ରହିବାର କାରଣ ଜଣା ପଡୁନଥିବା ବେଳେ ଅଭିଭାବକମାନେ ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଚିନ୍ତିତ ରହିଥାଆନ୍ତି। ପିଲାମାନେ ପଢ଼ିଥିବା ପାଠକୁ ମନ ରଖିବା ପାଇଁ ସ୍ମରଣ ଶକ୍ତି ବୃଦ୍ଧିପାଇଁ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ…

Read More

ମହିଳାଙ୍କ ପାଇଁ ବରଦାନ ଅଶ୍ବଗନ୍ଧା, ବଢାଏ ପ୍ରଜନନ କ୍ଷମତା

ଭୁବନେଶ୍ୱର, ୧/୦୬ : ଅଶ୍ୱଗନ୍ଧା ଏକ ବହୁତ ଉପକାରୀ ଆୟୁର୍ବେଦିକ ଔଷଧ । ଶହ ଶହ ବର୍ଷ ଧରି ଏହାକୁ ଅନେକ ରୋଗରୁ ଉପସମ ପାଇଁ ବ୍ୟବହାର କରାଯାଉଛି । ଏହାକୁ ଇଣ୍ଡିଆନ ୱିଣ୍ଟର ଚେରୀ ବା ଇଣ୍ଡିଆନ ଜିନସେଙ୍ଗ ବୋଲି କୁହାଯାଇଥାଏ । ଅଶ୍ୱଗନ୍ଧା ସମସ୍ତଙ୍କ ପାଇଁ କାମରେ ଆସିଥାଏ । ହେଲେ ବିଶେଷ ଭାବେ ଏହା ମହିଳାଙ୍କର କିଛି ସ୍ୱତନ୍ତ୍ର ସମସ୍ୟା ଦୂର କରିବାରେ ଉପଯୋଗୀ ହୋଇଥାଏ । ଅଶ୍ୱଗନ୍ଧା ଏକ ଔଷଧୀୟ ବୃକ୍ଷ…

Read More