ପ୍ରି ଡାଏବେଟିସ କଣ ଏହା ଆପଣ ଜାଣିବା ଜରୁରୀ

ଡାଏବେଟିସକୁ ନେଇ ଆଜିକାଲି ଗାଁରୁ ସହର ସବୁଠି ଚିନ୍ତା । ପୂର୍ବରୁ ଏତେ ନଥିଲା ଏବେ କିନ୍ତୁ ପ୍ରାୟ ଲୋକ ଡାଏବେଟିସକୁ ନେଇ ଚିନ୍ତା ପ୍ରକାଶ କରୁଛନ୍ତି। ତେବେ ଟାଇପ ଟୁ ଡାଏବେଟିସ ହେବା ପୂର୍ବରୁ ପ୍ରିଡାଏବେଟିସର ଲକ୍ଷଣ ଦେଖାଦେଇଥାଏ । ଆମେ ସମସ୍ତେ ଏହି ପ୍ରି ଡାଏବେଟିସ ବାବଦରେ ସଚେତନ ରହିବା ଜରୁରୀ । ଆଉ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ପ୍ରିଡାଏବେଟିସ ଟାଇପ ଟୁ ଡାଏବେଟିସରେ ପରିଣତ…

Read More

କେଶ ଉପୁଡୁଥିଲେ ଏସବୁ କଥା ନିହାତି ଜାଣିବା ଦରକାର

ବର୍ତ୍ତମାନ ସମୟରେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ କେଶ ଝଡ଼ିବା କିମ୍ବା ପତଳା ହେବା ଏକ ସାଧାରଣ ସମସ୍ୟା ହେଲାଣି। ଏପରିକି ବାୟୁ ଏବଂ ଜଳ ପ୍ରଦୂଷଣ ପାଇଁ ଏହା ଅଧିକରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିବାରେ ଲାଗିଲାଣି। କାହାର ଅଧିକ ହେଉଥିବ କାହାର କମ୍, କିନ୍ତୁ ଅଧିକାଂଶ ଲୋକ ଏହି ସମସ୍ୟା ସହିତ ଯ଼ୁଦ୍ଧ କରୁଛନ୍ତି। ଏପରିକି ବୟସ ବଢ଼ିବା ସହିତ ଏହି ସମସ୍ୟା ଅଧିକ ଜଟିଳ ହେବାରେ ଲାଗୁଛୁ। ତେବେ…

Read More

ସାଧାରଣ ବାସ୍ତୁ ସଂଶୋଧନ ଆପଣଙ୍କ ଦୁଃଖ ଶେଷ କରିବ

ବାସ୍ତୁ ଏମିତି ଏକ ବିଜ୍ଞାନ ଯେଉଁଥିରେ ପ୍ରକୃତିର ପଞ୍ଚ ତତ୍ତ୍ବକୁ ଉଚିତ ସ୍ଥାନ ଓ ଉଚିତ ଉପାଦାନରେ ଅବସ୍ଥାପିତ କରାଯ଼ାଇଥାଏ, ଯାହାଦ୍ବାରା ସକାରାତ୍ମକ ଶକ୍ତି ଆମ ଜୀବନକୁ ଉନ୍ନତି ପଥରେ ଅଗ୍ରସର କରାଇଥାଏ । ସମସ୍ତେ ଜୀବନରେ ପ୍ରଗତି ଚାହିଁଥାନ୍ତି, ସଂପର୍କରେ ଉଚିତ ସନ୍ତୁଳନ ଚାହିଁଥାନ୍ତି। ହେଲେ ଅନେକ ସମୟରେ ଆମେ ଉପଲବ୍ଧି କରିଥାଉ ଯେ ଯେତେ ଯ଼ାହା ଚେଷ୍ଟା କଲେ ବି ନାନାଦି ବାଧାବିଘ୍ନ ଆମ ରାସ୍ତାରେ ଠିଆ ହେଉଛି। ଏହା ଜୀବନର ପ୍ରକୃତ ସୁଖକୁ…

Read More

ପ୍ରେମରେ ଧୋକା ଖାଇଥିଲେ କେମିତି ନିଜକୁ ସମ୍ଭାଳିବେ ପଢ଼ିବା ଜରୁରୀ

ସଂପର୍କରେ ହଠାତ ଏପଟ ସେପଟ ହୋଇଯ଼ିବା, ଏହାକୁ ନେଇ ବିବ୍ରତ ହେବା, ଅନେକ ଏଥିପାଇଁ ନିଜ ଜୀବନର ସନ୍ତୁଳନ ହରେଇ ବସନ୍ତି । ସେ ପ୍ରେମରେ ଧୋକା ଖାଇବା ହେଉ କିମ୍ବା ପତି ପତ୍ନୀଙ୍କ ମଧ୍ୟରେ ସଂପର୍କ ଖରାପ ହେବା ହେଉ କିମ୍ବା ଅଫିସରେ ସଂପର୍କ ଖରାପ ହେବା ହେଉ, ଏସବୁ କାରଣ ପାଇଁ ଜୀବନର ଗତିପଥ ପରିବର୍ତ୍ତନ ହୋଇଯାଇଥାଏ । ଏହି ସମୟରେ ମଣିଷ ଧର୍ଯ୍ୟହରା ହୋଇଯାଏ, ଭୁଲ ରାସ୍ତାରେ ଯ଼ିବାର ନଜିର ମଧ୍ୟ ରହିଥାଏ,…

Read More

ନବରାତ୍ର ନୁଡୁଲସ କେମିତି ବନେଇବେ ଜାଣନ୍ତୁ

ନବରାତ୍ରି ସମୟରେ ଅନେକ ଉପବାସ କିମ୍ବା ସାଧାରଣ ଭେଜ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ଗୁଜରାଟ କିମ୍ବା ପଶ୍ଚିମ ଭାରତରେ ନବରାତ୍ରି ସମୟରେ କାଷ୍ଠା ଉପବାସ କରିବାର ପରମ୍ପରା ରହିଥାଏ। ଆପଣ ଯଦି ଭେଜ ବା ଶାକାହାରୀ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁନ୍ଦର ନୁଡଲସ ବିଷୟରେ ସୂଚନା ଦେବୁ। ଏହା ସ୍ବାଦିଷ୍ଟ ଏବଂ ଏହାକୁ ଘରେ ବି ତିଆରି କରିବା ସହଜ ହେବ। ତା ଛଡ଼ା ନୁଡଲ୍ସ ଖାଇବାରେ ପିଲାମାନଙ୍କର…

Read More

ଉପବାସର ଉପକାରିତା ଜାଣିବା ଜରୁରୀ

ଭଲ ସୁସ୍ବାଦୁ ଓ ସୁଷମ ଖାଦ୍ୟ ଖାଇବା ଦ୍ବାରା ଶରୀର ଉପଯ଼ୁକ୍ତ ଶକ୍ତି ପାଇଥାଏ ଏବଂ ଏହା ଶରୀର ଗଠନରେ ସାହାଯ଼୍ୟ କରିଥାଏ। ତେଣୁ ସବୁ ବେଳେ ଭଲ ଖାଦ୍ୟ ପାଇଁ ସମସ୍ତେ ପରାମର୍ଶ ଦେଇଥାନ୍ତି। ତେବେ ଅନେକ ସମୟରେ ଉପବାସକୁ ମଧ୍ୟ ପ୍ରୋତ୍ସାହନ ଦିଆଯ଼ାଇଥାଏ। କାରଣ ଉପବାସର ରହିଥାଏ ସ୍ବାସ୍ଥ୍ୟ ଉପରେ ଅନେକ ସକାରାତ୍ମକ ପ୍ରଭାବ। ସେଥିପାଇଁ ପ୍ରତ୍ୟେକ ଧର୍ମରେ ଉପବାସର ଏକ ସ୍ବତନ୍ତ୍ର ଗୁରୁତ୍ବ ରହିଛି । ଉପବାସ ରହିବା ଅର୍ଥ ନୁହେଁ ଖାଦ୍ୟାଭାବ,…

Read More

ପରିବାରେ କେମିକାଲ ମିଶିଥିଲେ କେମିତି ଜାଣିବେ?

ଆଜି କାଲି ପ୍ରତିଟି ଖାଦ୍ୟ ପଦାର୍ଥ ଭେଜାଲ ହେଉଥିବାର ଆଶଙ୍କା ସବୁବେଳେ ରହୁଛି. ଏମିତିକି ସଜ ଦିଶୁଥିବା ଗ୍ରୀନ ଗ୍ରୀନ ପରିବା ଯେ ଭେଜାଲ ଓ ଏଥିରେ କେମିକାଲ ମିଶୁଛି ଏହା ଆଉ ଅଛପା ନାହଁ. ପରିବାରେ ଟେକ୍ସଟଇଲ କଲର ବା ମାଲାସାଇଟ ଗ୍ରୀନ ମିଶାଯାଉଥିବାର ଜଣାପଡିଲାଣି. ଏହି କଲର ମାଛ ଚାଷରେ ବି ବ୍ୟବହାର କରାଯାଇଥଏ. ସେଠାରେ ଏହା ଇନଫେକ୍ସନ ରୋକିଥାଏ. କିନ୍ତୁ ଏହି କେମିକାଲ ସିଧା ଶରୀରକୁ ଗଲେ କ୍ଷତିକାରକ. କେତେ ପରିମାଣରେ ଓ…

Read More

ଶ୍ରେଣୀରେ ଭଲ ସାଙ୍ଗ ସିଏ- ପାଖରେ ବସିଛି ଯିଏ

କୁହାଯାଏ ଗୋଟିଏ କ୍ଲାସରେ ପଢୁଥିବା ଛାତ୍ରଛାତ୍ରୀ ଯେତେବେଳେ ସେମାନଙ୍କର ସାଙ୍ଗ ବାଛିବା ଆରମ୍ଭ କରନ୍ତି ସେଥିରେ ସେମାନେ ସମାନତାକୁ ବେଶୀ ଗୁରୁତ୍ବ ଦେଇଥାନ୍ତି । ଯେମିତିକି ଭଲ ପାଠ ପଢୁଥିବା ପିଲାଟି ସମାନ ଭାବେ ପଢୁଥିବା ପିଲାଟି ସହିତ ସାଙ୍ଗ ହୋଇଥାଏ, ସେମିତି ଯେଉଁ ଛାତ୍ରଛାତ୍ରୀଙ୍କ ପାରିବାରିକ କିମ୍ବା ଜାତିଗତ ସାମଞ୍ଜସ୍ୟ ରହିଛି ସେମାନେ କୁଆଡ଼େ ସାଙ୍ଗ ହେବାଲାଗି ପସନ୍ଦ କରିଥାନ୍ତି । ଏହା ବର୍ଷ ବର୍ଷ ଧରି ବିଶ୍ବାସ କରାଯାଇଛି । ହେଲେ ଏହାକୁ  କିଛି…

Read More

କାହିଁକି ଆମେ ଫୁଟଣରେ ସୋରିଷ ପକାଇଥାଉ

ଏମିତି କିଛି ଜିନିଷ ଆମ ଜୀବନ ଶୈଳୀ ସହିତ ରହିଛି ଯ଼ାହାକୁ ଆମେ ଆମ ପୂର୍ବ ପୁରୁଷଙ୍କ ଠାରୁ ସାଧାରଣରେ ଶିଖିଥାଉ କିନ୍ତୁ କେବେବି ପ୍ରଶ୍ନ କରିନଥାଉ। ଯେମିତିକି ଡାଲି ଶିଝେଇ ସାରିବା ପରେ ଛୁଙ୍କ କରିବା ଛୁଙ୍କରେ ସୋରିଷ ଲଙ୍କା ଜିରା ଆଦି ପକାଇବା । ପ୍ରାଚୀନ କାଳରୁ ବହୁ ଗବେଷଣା କରି ଏସବୁ ଜିନିଷକୁ ଆମ ରୋଷେଇରେ ଏସବୁ ଅଳ୍ପ ମାତ୍ରାରେ ପ୍ରତିଦିନ ରଖିବା ଲାଗି ଏଭଳି ବ୍ୟବସ୍ଥା କରାଯାଇଛି। ଆଉ ଏସବୁ ଜିନିଷ…

Read More

ମାଲାଇକାଙ୍କ ଫିଟନେସ ମନ୍ତ୍ର କେମିତି ବଢ଼ାଇବେ ଅଭ୍ୟାସ

47 ବର୍ଷ ବୟସରେ ଅଭିନେତ୍ରୀ ମାଲାଇକା ଆରୋରା କେମିତି ଏତେ ଫିଟ୍ ଆଣ୍ଡ ଫାଇନ ରହୁଛନ୍ତି ତାହା ସବୁବେଳେ ତାଙ୍କୁ ପ୍ରଶ୍ନ ହୁଏ । ଏବେ କିନ୍ତୁ ଆପଣଙ୍କ ପାଇଁ ମାଲାଇକା ତାଙ୍କ ଫିଟନେସର ମନ୍ତ୍ର ବତେଇଛନ୍ତି । ତାଙ୍କ କହିବା ଅନୁସାରେ ଆଦୌ କଷ୍ଟକର ବ୍ୟୟାମ ଘରେ କରନ୍ତୁ ନାହିଁ। ଏହାଦ୍ବାରା ଆପଣ ଥକିପଡ଼ିବେ ଏବଂ ଆଗ୍ରହ ବି କମି ଯିବ। ତେଣୁ ଅତି ସରଳ ଏକସରସାଇଜ କରିବା ଲାଗି ଟିପସ ଦେଇଛନ୍ତି ମାଲାଇକା। ନିଜର…

Read More