
ଆଜିଠୁ ୨୭୧୨ ପଦବି ପାଇଁ ଓଏସ୍ଏସ୍ଏସ୍ସିରେ ଆବେଦନ
ଭୁବନେଶ୍ୱର, ୨୬/୧୦: ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ(ଓଏସ୍ଏସ୍ଏସ୍ସି) ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପାଇଁ ଗୁରୁବାର ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ଆଶାୟୀ ପ୍ରାର୍ଥୀମାନେ ଓଏସ୍ଏସ୍ଏସ୍ସିର ୱେବସାଇଟ www.osssc.gov.in ରେ ଆବେଦନ କରିପାରିବେ । ଆବେଦନ ପାଇଁ କୌଣସି ଫି’ ଦେବାକୁ ପଡିବ ନାହିଁ । ଚଳିତଥର ମୋଟ ୨୭୧୨ ପଦବିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲାଇଭଷ୍ଟକ୍ ଇନ୍ସପେକ୍ଟର ପାଇଁ ୭୧୯, ଫରେଷ୍ଟର ପାଇଁ ୩୧୬…