
ୟୁନିସେଫ୍ ଭାରତକୁ ପ୍ରତିନିଧିତ୍ଵ କରୁଛନ୍ତି ଏହି ମହିଳା, ଜାଣନ୍ତୁ ତାଙ୍କ ବିଷୟରେ…
ଭୁବନେଶ୍ଵର, ୨୭/୧୧ : ସଂଯୁକ୍ତ ରାଷ୍ଟ୍ର ବାଳକୋଷ ସାରା ଦୁନିଆର ଶିୂଙ୍କ ସାମଗ୍ରିକ ବିକାଶ ପାଇଁ ଲଗାତର କାର୍ଯ୍ୟ କରୁଛି। ଏଥିପାଇଁ ବିଭିନ୍ନ ପ୍ରକାରର ଯୋଜନା ମଧ୍ୟ ସଂଚାଳିତ କରୁଛି। ୟୁନିସେଫ୍ ୧୯୦ ଟି ଦେଶରେ ଏବେ କାର୍ଯ୍ୟରତ ଅଛି। ୧୫୦ରୁ ଉର୍ଦ୍ଧ୍ଵ ଦେଶରେ ୟୁନିସେଫ୍ର କାର୍ଯ୍ୟାଳୟ ବା ମୁଖ୍ୟାଳୟ ରହିଛି। ୟୁନିସେଫ୍ର ଏହି ବିସ୍ତୃତ ନେଟୱାର୍କ ସରକାରଙ୍କ ସହ ମିଶି ବାଳ ଅଧିକାର ସଂରକ୍ଷଣ, ଶିକ୍ଷା ଏବଂ ସ୍ଵାସ୍ଥ୍ୟ ଦିଗରେ କାମ କରୁଛି। ଏହି କ୍ରମରେ…