ଆସୁଛି ନୂଆ ଶ୍ରମ ଆଇନ ଏଥର ମ୍ୟାନେଜରଙ୍କ ହାକିମାତି ଶେଷ

ଜୁଲାଇ 1 ତାରିଖରୁ ଦେଶରେ ନୂଆ ଶ୍ରମ ଆଇନ ଲାଗୁ ହେବାକୁ ଯ଼ାଉଛି । ଏହାଦ୍ବାରା ସରକାରୀ ଓ ବେସରକାରୀ କର୍ମଚାରୀଙ୍କ ପାଇଁ କିଛି ନୂଆ ନିୟମ ଲାଗୁ ହେବ। ଯ଼େଉଁଥିରେ ଆପଣଙ୍କ ପାଇଁ ଅନେକ କିଛି ଜାଣିବାର ଅଛି। ଏହା ନୂଆ ନିୟମ ଲାଗୁ ହେଲେ କର୍ମଚାରୀଙ୍କ କାର୍ଯ଼୍ୟକ୍ଷେତ୍ରରେ ଏକ ବଡ଼ ଧରଣର ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି। ବିଶେଷ କରି କର୍ମଚାରୀଙ୍କ ଦୈନିକ କାର୍ଯ଼୍ୟ ସମୟ, ସେମାନଙ୍କର ଇପିଏଫ, ସେମାନଙ୍କର ଦରମା, ଗ୍ରାଚ୍ୟୁଟି,  ଆଦି…

Read More

ଅଳିଆ ଗଦାରେ ହଜିଗଲାଣି ହସ୍ପିଟାଲ

ଏଇଠୁ  ଆରମ୍ଭ ହେବା କଥା ସ୍ବଚ୍ଛ ଭାରତ ଅଭିଯ଼ାନ। ନେତାଙ୍କ ଫଟୋ ସାଙ୍ଗକୁ ଅଳିଆ ଫଟୋ ବି ଚିକଚିକ ଦିଶନ୍ତା  ଏସବୁ ଫଟୋକୁ ଦେଖିବା ପରେ ଆପଣ କେବେବି କହିପାରିବେନି ଏହା ଏକ ହସ୍ପିଟାଲ କିମ୍ବା ଏହାର ନିକଟବର୍ତ୍ତୀ ସ୍ଥାନ । କିନ୍ତୁ ଏହା ହସ୍ପିଟାଲର  ଅଳିଆ ଗଦା।  ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଛି ଯକ୍ଷ୍ମା ୱାର୍ଡ ଓ ଏହା ନିକଟରେ ରହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର କାର୍ଯ୍ୟାଳୟ । ମେଡ଼ିକାଲ ପରିସରରେ ଏଭଳି ଅଳିଆ…

Read More

ନୂଆ ଓଡ଼ିଆ ଫିଲ୍ମ ମୋ ପଣତ କାନିରେ ତୁ

() ନୂଆ ଓଡ଼ିଆ ଫିଲ୍ମ ଟିଭି ପ୍ରିମିୟର ଉପରେ ଏବେ ଦର୍ଶକଙ୍କ ସବୁବେଳେ ନଜର ରହୁଛି । ଏହି କ୍ରମରେ ରବିବାର ହେବ ଧମାକେଦାର  ଜୁନ୍ ୧୨ ରେ ଜୀ ସାର୍ଥକ ରେ ଓ୍ଵାର୍ଲଡ ଟେଲିଭିଜନ ପ୍ରିମିୟର  ହେବାକୁ ଯ଼ାଉଛି ‘ମୋ ପଣତକାନିରେ ତୁ’ ଯ଼ାହାର ଅଡିଓ ରିଲିଜ୍ ହୋଇଯ଼ାଇଥିବା ବେଳେ ଏବେ ଫିଲ୍ମର ରିଲିଜ ଉପରେ ଦର୍ଶକଙ୍କର ଉତ୍କଣ୍ଠା ରହିଛି । ଜୀ ସାର୍ଥକ ଫିଲ୍ମସ ବ୍ୟାନରରେ ନିର୍ମାଣ ହେଇଛି ଏହି  ନୂଆ ସିନେମା  ‘ମୋ…

Read More

ଚିତ୍ରୋତ୍ପଳା ପାଇଁ ଅଣ୍ଟା ଭିଡ଼ିଲେ ନଦୀକୂଳ ବାସିନ୍ଦା: ଲକ୍ଷେ ଗଛ ଲଗେଇବେ

ଚିତ୍ରୋତ୍ପଳା , ପୁରାଣ ବର୍ଣ୍ଣିତ ଏହି ନଦୀଟି ଏବେ ତାର ସତ୍ତା ହରାଇବାକୁ ବସାଇବାକୁ ବସିଲାଣି… ଦିନେ ଚିରସ୍ରୋତା ଥିବା ଚିତ୍ରୋତ୍ପଳା ଏବେ ଛିନ୍ନସ୍ରୋତା ହେଲାଣି … ନଦୀ ଶଜ୍ୟା ବାଲୁକାମୟ ହୋଇଗଲାଣି କେବଳ ଚତୁର୍ମାସିଆକୁ ଛାଡ଼ିଦେଲେ ବାକି ସମୟରେ ନଦୀ ଶୁଖିଲା … ବେଶୀ ଦିନ ନୁହେଁ ପାକଲାବାଳା ବୟସ୍କମାନେ କୁହନ୍ତି ସେମାନଙ୍କ ଛୋଟ ବେଳେ ନଦୀ ପହଁରିବା ବଡ଼ କଷ୍ଟ ହେଉଥିଲା ହେଲେ ଏବେ ନଦୀ ଏପଟରୁ ସେପଟକୁ ଟେକା ଟି ପକେଇ ହେବ…

Read More

ଲାଲ ମର୍ସିଡିଜରେ ଲିଫ୍ଟ ଦେଇ ଗଣ ଦୁଷ୍କର୍ମ କଲେ

 ଘଟଣା ଥିଲା ଗତ 28 ତାରିଖରେ। ଝିଅଟି ନିକଟସ୍ଥ ବଞ୍ଜାରା ହିଲ୍ସର ଏକ ପବରେ ହୋଇଥିବା ଗେଟ ଟୁଗେଦରରେ ଭାଗ ନେଇଥିଲା। ସଂଧ୍ୟା ସାଢ଼େ 5ଟା ବେଳେ ଯ଼େତେବେଳେ ଝିଅଟି ବାହାରକୁ ଆସିଥିବା ଏହି ନାଲି ମର୍ସିଡିଜରେ 4 ଜଣ ଝିଅଟିକୁ ଲିଫ୍ଟ ଦେଇଥିଲେ। ଯେହେତୁ ପବରେ ଦେଖାହୋଇଥିଲା ବିଶ୍ବାସରେ ଝିଅଟି ମର୍ସିଡେଜରେ ବସି ଯ଼ାଇଥିଲା। ତେବେ କାରରେ ଝିଅଟିକୁ ଘରେ ଛାଡ଼ିବା ପରିବର୍ତ୍ତେ ତାକୁ ନେଇଥିଲେ ଯ଼ାଇଥିଲେ ଏକ ନିଛାଟିଆ ସ୍ଥାନକୁ ସେଠାରେ ତାକୁ 4…

Read More

ଶ୍ରୁତି ଶର୍ମାଙ୍କ ସିକ୍ରେଟ କଣ ଜାଣନ୍ତୁ

ଶ୍ରୁତି ଶର୍ମା ସିଭିଲ ସର୍ଭିସ ପରୀକ୍ଷା ଟପ୍ପର ହୋଇ ସାରା ଦେଶର ଦୃଷ୍ଟି ଆକର୍ଷଣ କରିଛନ୍ତି ।   ଉତ୍ତରପ୍ରଦେଶର ବିଜନୌରର ବାସିନ୍ଦା ଶ୍ରୁତିଙ୍କ କ୍ୟାରିୟର ଉତ୍ଥାନ ପତ୍ତନ ଦେଇ ଗତି କରିଛି । ଦିଲ୍ଲୀର ଷ୍ଟିଫେନସ କଲେଜରୁ ଇତିହାସରେ ନିଜର  ଗ୍ରାଜୁଏସନ ପାସ କରିଥିବା ବେଳେ ପୋଷ୍ଟ ଗ୍ରାଜୁଏସନ ଜବାହରଲାଲ ନେହରୁ ବିଶ୍ବ ବିଦ୍ୟାଳୟରେ ପଢ଼ିଥିଲେ। ତେବେ ପିଜି ପାସ କରିବା ପୂର୍ବରୁ ସେ ସିଭିଲ ସର୍ଭିସ ପାଇଁ ପାଠ ପଢ଼ା ଆରମ୍ଭ କରିଦେଇଥିଲେ  । ଜାମିଆ…

Read More

ନନ୍ଦନକାନନରେ ରହିବନି ପାର୍କିଂ ସମସ୍ୟା

ନନ୍ଦନକାନନ ଯ଼ାଇଥିବା ଲୋକଟି ଜାଣିଥିବ ଗାଡ଼ି ପାର୍କିଂ କରିବାକୁ କେତେ ଅସୁବିଧା ହୁଏ। ଅନେକ ତ କିଛି ଦୂରରେ ହେଉ ବରଂ ରାସ୍ତାରେ ପାର୍କିଂ କରିବାର ଦେଖାଯ଼ାଇଥାଏ। ହେଲେ ଏବେ ସେମିତି ହେବ ନାହିଁ। ନନ୍ଦନକାନନରେ ଆରମ୍ଭ ହେଲା ବହୁତଳ ପାର୍କିଂ ବ୍ୟବସ୍ଥା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନନ୍ଦନକାନନଠାରେ ନିର୍ମିତ ତିନି ମହଲା ବିଶିଷ୍ଟ ବହୁତଳ କାର ପାର୍କିଂ ସୁବିଧାର ଉଦ୍‌ଘାଟନ କରିଛନ୍ତି।  ପ୍ରତ୍ୟେକ ମହଲା ୫୬୦୦ ବର୍ଗମିଟରର ଏବଂ ଏଥିରେ ୫୮୩ଟି ଚାରିଚକିଆ ଯାନ…

Read More

ଦୁବାଇ ଯାତ୍ରା ବେଳେ ହଠାତ ଯାତ୍ରୀଙ୍କ କାର୍ଡିଆକ ଆରେଷ୍ଟ ହେଲା

ମଝି ଆକାଶରେ ବିମାନ ଯ଼ାତ୍ରା ସମୟରେ ହଠାତ ଯ଼ାତ୍ରୀଙ୍କୁ ହେଲା ହାର୍ଟ ଆଟାକ । ଏହାପରେ କଣ ହୋଇଥିବ ଭାବନ୍ତୁ । କଣ ସଂପୃକ୍ତ ଯ଼ାତ୍ରୀଙ୍କୁ  ବଞ୍ଚାଯ଼ାଇପାରିଲା ନା ଆଉ କଣ ଘଟିଲା ଏ ପ୍ରଶ୍ନ ଆପଣଙ୍କ ମନରେ ଆସୁଥିବ ନିଶ୍ଚୟ।  ନିଶ୍ଚୟ ଭାବେ ଯ଼ାତ୍ରୀଙ୍କୁ ବଞ୍ଚାଇଦିଆଗଲା। ତେବେ କେମିତି ଜାଣନ୍ତୁ । ବିମାନଟି ଯ଼ାଉଥିଲା କନ୍ନରୁରୁ ଦୁବାଇ । ଗୋ ଫାଷ୍ଟ ଫ୍ଲାଇଟ ବିମାନ ଟି ମେ 8 ତାରିଖରେ ଦୁବାଇ ଅଭିମୁଖେ ଯ଼ାତ୍ରା ଆରମ୍ଭ…

Read More

ଗୋଟିଏ ଗୋଡ଼ ନାହିଁ , ସୀମା କିନ୍ତୁ ଡେଇଁ ଡେଇଁ ଯାଏ ସ୍କୁଲ

10 ବର୍ଷର ଝିଅ ସୀମା । ଏବେ ସାରା ଇଣ୍ଟରନେଟରେ ତାହାରି ଚର୍ଚ୍ଚା। କାହିଁକି ସୀମା ବିଷୟରେ ଚର୍ଚ୍ଚା ତାହା ସୀମାର ଭିଡିଓ ଦେଖିଲେ ଜାଣିପାରିବେ। ହଁ ଆଜ୍ଞା ସୀମା ଗୋଟିଏ ଗୋଡ଼ରେ ଏମିତି ଡେଇଁ ଡେଇଁ ସ୍କୁଲ ଯ଼ାଏ। ବିହାରର ଜାମୁଇ ଜିଲ୍ଲାର ଏହି କୁନି ଝିଅଟି ଏବେ ନେଟିଜେନଙ୍କ ଦିଲ ଜିତିନେଇଛି । 2 ବର୍ଷ ତଳେ ଏକ ଦୁର୍ଘଟଣା ହୋଇଥିଲା । ଏଥିପାଇଁ ସୀମାର ଗୋଟିଏ ଗୋଡ଼ କାଟିବାକୁ ପଡ଼ିଥିଲା। Bihar: जमुई…

Read More

80 ବର୍ଷ ବୟସରେ ପ୍ରଫୁଲ୍ଲଙ୍କ ପାଇଁ ସାଇକେଲ ଭରସା

ଭୁବନେଶ୍ବର ଜାଗମରା ଜଗନ୍ନାଥ ମନ୍ଦିର ନିକଟରେ ଏକ ଭଙ୍ସାଗା ଦଦରା ସାଇକେଲ ଦୋକାନରେ ଜଣେ ବୃଦ୍ଧ ଅନବରତ ତଳକୁ ମୁଣ୍ଡ ପୋତି ସାଇକେଲ ସଜାଡୁଥିବାର ଦୃଶ୍ୟ ଆପଣ କେବେ ଗଲେ ଦେଖିପାରନ୍ତି . ଦୋକାନଟି ଦେଖିଲେ ସେ ବି ମାଲିକଙ୍କ ଭଳି ସମୟ ଗଣିବାର ଆରମ୍ଭ କରିଛି ଆଉ ଏହାରି ଭିତରେ କିଛି ଭଙ୍ଗା ସାଇକେଲ ନୂଆ ଜୀବନ ପାଉଥାନ୍ତି .  ହଁ ଏହି ସାଇକେଲ ସଜାଡୁଥିବା ବୃଦ୍ଧଙ୍କୁ ଦେଖିଲେ ଆପଣ ଘଡ଼ିଏ ନିଶ୍ଚୟ ଅଟକିଯିବେ. ଏ…

Read More