କନ୍ୟା ସନ୍ତାନ ହେଲେ ମାଆଙ୍କୁ ମାଗଣା ଚିକିତ୍ସା
ଭୁବନେଶ୍ଵର, ୦୮/୧୦ : ତେଲଙ୍ଗାନାର କାମାରେଡ୍ଡୀ ଜିଲ୍ଲା ସ୍ଥିତ ମାତୃଶ୍ରୀ ହସ୍ପିଟାଲର ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଶ୍ରାବଣୀକା ରେଡ୍ଡୀ ନିଜର ମହତ ପ୍ରୟାସ ଲାଗି ଖୁବ୍ ପ୍ରଶଂସା ସାଉଁଟୁଛନ୍ତି । କନ୍ୟା ସନ୍ତାନର ଜନନୀ ହେଉଥିବା ମହିଳାଙ୍କୁ ସେ ମାଗଣା ଚିକିତ୍ସା ପ୍ରଦାନ କରୁଛନ୍ତି । ଉଭୟ ସ୍ୱାଭାବିକ ଓ ସର୍ଜରୀ ମାଧ୍ୟମରେ କନ୍ୟା ସନ୍ତାନ ଜନ୍ମ ଦେଉଥିବା ମହିଳାଙ୍କର ସେ ମାଗଣା ଚିକିତ୍ସା କରୁଛନ୍ତି । ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡ଼ିକୁ ଭଲଭାବେ ବୁଝୁଥିବା…
