ଇଟାଲୀର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ, ଜି-୨୦ ଶିଖର ସମ୍ମିଳନୀରେ ହୋଇଥିଲେ ସାମିଲ
ନୂଆଦିଲ୍ଲୀ, ୧୪/୯ : ସେପ୍ଟେମ୍ଵର ୯ ଏବଂ ୧୦ରେ ଭାରତର ଅଧ୍ୟକ୍ଷତାରେ ଜି -20 ଶିଖର ସମ୍ମିଳନୀ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଦିଲ୍ଲୀରେ ଆୟୋଜିତ ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମକୁ ସାରା ବିଶ୍ୱରେ ପ୍ରଶଂସା କରାଯାଉଛି। ବିଦେଶୀ ଅତିଥିମାନଙ୍କ ରହିବା ଏବଂ ଖାଦ୍ୟ ଉପରେ ବିଶେଷ ଯତ୍ନ ନିଆଯାଇଥିଲା। ତେବେ ଜି -20 ଶିଖର ସମ୍ମିଳନୀରେ ଭାଗ ନେବାକୁ ଆସିଥିବା ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କୁ ଅନେକ ଆଲୋଚନା କରାଯାଉଛି। ଜର୍ଜିଆ ମେଲୋନି ହେଉଛନ୍ତି ଇଟାଲୀର ପ୍ରଥମ…
