ପିଲାମାନଙ୍କ ଉପରେ ହାତ ଉଠାଇବା ପୂର୍ବରୁ ଜାଣି ନିଅନ୍ତୁ ଆଇନ କାନୁନ, ଯାଇ ପାରନ୍ତି ଜେଲ୍
ଭୁବନେଶ୍ଵର, ୨୫/୦୪ : ଭାରତରେ ଶିଶୁଙ୍କୁ ପ୍ରତାଡ଼ିତ କଲେ ମିଳିବ ଦଣ୍ଡ। ଶିଶୁଙ୍କୁ ମାରପିଟ୍ କଲେ କିମ୍ବା ଡରାଇ ଧମକାଇଲେ ଅତି କମ୍ରେ ୬ ମାସ ଜେଲ୍ ଯିବେ ପିତାମାତା। ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟରେ ଥାନାରେ ମାମଲା ରୁଜୁ ହୋଇପାରିବ। ସେହିପରି ଶିକ୍ଷକ ମାରପିଟ୍ କଲେ ମଧ୍ୟ ରାଇଟ୍-ଟୁ-ଏଜୁକେସନ ଆକ୍ଟରେ ଶିକ୍ଷକଙ୍କୁ ଦଣ୍ଡ ମିଳିବା ସହ ଚାକିରି ବି ଯାଇପାରେ। ଶିଶୁଙ୍କୁ ପ୍ରତାଡ଼ିତ କରିବା ମାମଲାରେ ଆଇପିସି ଧାରା ୩୨୩ ରେ ମାମଲା ରୁଜୁ ହେବ। ପ୍ରତାଡ଼ିତ…