ପିଲାଙ୍କ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ଏହି ସବୁ ଯୋଜନାରେ କରନ୍ତୁ ନିବେଶ, ପାଠ ପଢା ଠାରୁ ନେଇ ବିବାହ ଯାଏଁ ରହିବନି ଚିନ୍ତା…

ଭୁବନେଶ୍ଵର, ୨୪/୦୪ : ମାତାପିତାଙ୍କୁ ନିଜ ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତା ରହିଥିବ ନିଶ୍ଚୟ। ତେବେ ଆପଣ କେବଳ ଚିନ୍ତା କଲେ ହେବ ନାହିଁ। ଏଥିପାଇଁ ଆପଣଙ୍କୁ ବିଭିନ୍ନ ଯୋଜନାରେ ନିବେଶ କରିବାକୁ ପଡିବ। ଯେପରିକି ମ୍ୟୁଚୁଆଲ ଫଣ୍ଡ, ୟୁନିଟ୍ ଲିଙ୍କ୍ ଇନସୁରାନ୍ସ ପ୍ଲାନ, ଏଫଡି, ଏନଏସସି, ପିପିଏଫ୍, ଚାଇଲ୍ଡ କ୍ୟାପିଟାଲ ଗ୍ୟାରେଣ୍ଟି ସଲ୍ୟୁସନ, ଚାଇଲ୍ଡ ଏଜୁକେସନ ପ୍ଲାନ, ପୋଷ୍ଟ ଅଫିସ ଆରଡି ସ୍କିମ୍, ସୁକନ୍ୟା ସମୃଦ୍ଧି ଯୋଜନା, ଏଲଆଇସି ନ୍ୟୁ ଚିଲଡ୍ରେନ୍ସ ମନି ବ୍ୟାକ ପ୍ଲାନ।…

Read More

ଏହି ସବୁ ଯୋଗାସନ କଲେ ଆପଣଙ୍କ ପିଲା ରହିବେ ଫିଟ୍, ବିକଶିତ ହେବ ଶାରିରୀକ ଏବଂ ମାନସିକ ଗଠନ

ଭୁବନେଶ୍ଵର, ୨୪/୦୪ : ପିଲାମାନଙ୍କ ସୁସ୍ଥ ଶରୀର ଗଠନ ପାଇଁ ଆପଣାନ୍ତୁ ଏହି ସବୁ ଯୋଗାସନ। ଏହା ଦ୍ଵାରା ସେମାନେ ଉଭୟ ଶାରିରୀକ ଏବଂ ମାନସିକ ଭାବରେ ଫିଟ୍ ରହିବେ। ସେମାନଙ୍କର ବ୍ରେନ୍ ବୁଷ୍ଟ ହେବ। ତେବେ ଆସନ୍ତୁ ଜାଣିବା ଏହି ସବୁ ଯୋଗାସନ ବିଷୟରେ… ବୃକ୍ଷାସନ- ଏହି ଆସନ କରିବା ଦ୍ଵାରା ପିଲାମାନଙ୍କ ମାନସିକ ସନ୍ତୁଳନ ଠିକ୍ ରହିବ। ପାଦ ଗୁଡ଼ିକୁ ଶକ୍ତି ମିଳିବ।  ପ୍ରାଣାୟମ- ପିଲାମାନେ ସ୍ମାର୍ଟ ହେବା ପାଇଁ ପ୍ରତି ଦିନ ପ୍ରାଣାୟମ…

Read More

ଭାରତର ପ୍ରଥମ ମହିଳା ଇଞ୍ଜିନିୟର ଏ. ଲଳିତା

ଭୁବନେଶ୍ଵର, ୧୮/୦୪ : ଭାରତର ପ୍ରଥମ ମହିଳା ଇଞ୍ଜିନିୟର ଏ. ଲଳିତା। ସେ ଜଣେ ବୈଦ୍ୟୁତିକ ଇଞ୍ଜିନିୟର ଥିଲେ। ସେ ୨୭ ଅଗଷ୍ଟ ୧୯୧୯ରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ଲଳିତାଙ୍କ ପିତାଙ୍କ ନାମ ପପୁ ସୁବା ରାଓ। ସେ ବୃତ୍ତିରେ ଜଣେ ବୈଦ୍ୟୁତିକ ଇଞ୍ଜିନିୟରିଂର ପ୍ରଫେସର ଥିଲେ। ଲଲିତା ତାଙ୍କ ପିତାମାତାଙ୍କ ପଞ୍ଚମ ସନ୍ତାନ ଥିଲେ। ଯାହା ପରେ ତାଙ୍କର ଆଉ ଦୁଇ ସାନ ଭଉଣୀ ଥିଲେ। ତାଙ୍କ ପରିବାରରେ ପୁଅମାନଙ୍କୁ ଇଞ୍ଜିନିୟରିଂ ଶିକ୍ଷା ଦିଆଯାଇଥିଲା ଏବଂ…

Read More

ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ରମାଦେବୀ ଚୌଧୁରୀ, ସମାଜ ସେବା ଦିଗରେ ଥିଲା ତାଙ୍କର ମହତ୍ତ୍ଵପୂର୍ଣ୍ଣ ଅବଦାନ

ଭୁବନେଶ୍ଵର, ୧୧/୦୪ : ରମାଦେବୀ ଚୌଧୁରୀ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ । ୧୮୯୯ ମସିହା ଡିସେମ୍ବର ୩ ତାରିଖରେ କଟକ ନିକଟସ୍ଥ ସତ୍ୟଭାମାପୁର ଗ୍ରାମରେ ବସନ୍ତ କୁମାରୀ ଦେବୀ ଏବଂ ଗୋପାଳ ବଲ୍ଲଭ ଦାସଙ୍କ ଔରସରୁ ରମାଦେବୀ ଜନ୍ମଗ୍ରହଣ କରିଥିଲେ । ପିତାମାତା ଶ୍ରଦ୍ଧାରେ ତାଙ୍କୁ ‘ବେଲ’ ଡାକୁଥିଲେ । ପିତା ଗୋପାଳ ବଲ୍ଲଭ ଦାସ ତତ୍କାଳୀନ କଲେକ୍ଟର ଥିଲେ । ସେ ବିହାରର ଗୟା, ମୁଜାଫରପୁର, ହଜାରିବାଗ ଭଳି ସମସ୍ୟା ବହୁଳ ଅଞ୍ଚଳରେ ସେ…

Read More

ମହିଳାମାନେ କାହିଁକି ପିନ୍ଧନ୍ତି ଗୋଡମୁଦି, ଜାଣିଛନ୍ତି କି ?

ଭୁବନେଶ୍ଵର, ୦୬/୦୪ : ହିନ୍ଦୁ ଧର୍ମରେ ମହିଳାମାନେ ଗୋଡମୁଦି ପିନ୍ଧିବା ବିବାହିତାର ସଂକେତ ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ? ଏହି ଗୋଡ ମୁଦି ପିନ୍ଧିବା ପଛର କାରଣ କଣ ? ବିବାହ ପରେ, ମହିଳାମାନଙ୍କ ଶରୀରରେ ଅନେକ ହରମୋନାଲ ପରିବର୍ତ୍ତନ ହୋଇଥାଏ । ଏହି କାରଣରୁ, ଅନିୟମିତ ମାସିକ ଋତୁସ୍ରାବ କିମ୍ବା ହରମୋନରେ ଅସନ୍ତୁଳନ ଭଳି ସମସ୍ୟା ଦେଖାଯାଏ ।ତେଣୁ ଗୋଡମୁଦି ପିନ୍ଧିବା ଦ୍ୱାରା ଏହା, ହରମୋନ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ…

Read More

ମାତ୍ର ୨୨ ବର୍ଷ ବୟସରେ ପାଇଥିଲେ ୟୁପିଏସସି, ବ୍ୟାଚ୍‌ର ଥିଲେ ସର୍ବ କନିଷ୍ଠ IAS ଅଧିକାରୀ

ନୂଆଦିଲ୍ଲୀ, ୦୫/୦୪ : UPSC ପରୀକ୍ଷାକୁ ଦେଶର ସବୁଠାରୁ କଠିନ ପରୀକ୍ଷା ବୋଲି ବିବେଚନା କରାଯାଏ। ଏହି ପରୀକ୍ଷାରେ ସଫଳତା ପାଇବା ପାଇଁ ଲୋକମାନଙ୍କୁ ବର୍ଷ ବର୍ଷ ସମୟ ଲାଗିଯାଏ। ହେଲେ ଆମେ ଆଜି ଆପଣଙ୍କୁ ଏଭଳି ଜଣେ ଆଇଏଏସ୍ ଅଧିକାରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ମାତ୍ର ୨୨ ବର୍ଷ ବୟସରେ ୟୁପିଏସସି ପାଇଥିଲେ। ସେ ହେଉଛନ୍ତି ରାଜସ୍ଥାନର ସ୍ଵାତୀ ମୀନା। ସେ ତାଙ୍କ ବ୍ୟାଚରେ ସର୍ବକନିଷ୍ଠ ଆଇଏଏସ୍ ଅଧିକାରୀ ଥିଲେ। ସ୍ଵାତୀ ମୀନା ମାତ୍ର…

Read More

ମିସ୍‌ ଇଣ୍ଡିଆ ଆଇକନିକ୍‌ ଦିଭା ମଡେଲ୍‌ ସୋ’ରେ ବାଜି ମାରିଛନ୍ତି ଓଡ଼ିଆ ଝିଅ ସଞ୍ଜନା ପ୍ରଧାନ

ମୁମ୍ବାଇ, ୦୪/୦୪ : ମୁମ୍ବାଇରେ ଅନୁଷ୍ଠିତ ମିସ୍‌ ଇଣ୍ଡିଆ ଆଇକନିକ୍‌ ଦିଭା ମଡେଲ୍‌ ସୋ’ରେ ବାଜି ମାରିଛନ୍ତି ଓଡ଼ିଆ ଝିଅ । ମଡେଲ୍‌ ସଞ୍ଜନା ପ୍ରଧାନ ଆଇକନିକ୍‌ ଦିଭାର ପ୍ରଥମ ରନର୍ସଅପ୍‌ ମୁକୁଟ ହାତେଇଛନ୍ତି । ଏହି ମଡେଲ୍‌ ସୋ’ରେ ସାରା ଦେଶରୁ ୧୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ଫାଇନାଲ୍‌କୁ ୨୩ ଜଣଙ୍କୁ ଚୟନ କରାଯାଇଥିଲା । ଯେଉଁଥିରେ ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ଥିଲେ ସଞ୍ଜନା । ଏମାନଙ୍କ ଭିତରୁ ପ୍ରଥମ ରନର୍ସଅପ୍‌…

Read More

ବାପାଙ୍କ ପଥରେ ଅଗ୍ରସର ଶହୀଦ ମେଜରଙ୍କ ଝିଅ, ମାତ୍ର ଅଢେଇ ବର୍ଷ ବୟସରେ ହରାଇଥିଲେ ପିତା

ନୂଆଦିଲ୍ଲୀ, ୦୪/୦୪ : ଦେଶକୁ ସୁରକ୍ଷା ଦେବା ପାଇଁ ଯବାନମାନେ ନିଜ ପରିବାର କିମ୍ବା ବ୍ୟକ୍ତିଗତ ଜୀବନ ପ୍ରତି ଧ୍ୟାନ ଦିଅନ୍ତି ନାହିଁ। ସୈନିକ ଯେତିକି ସାହସୀ, ତାଙ୍କ ପରିବାର ସେତେ ଅଧିକ ଶକ୍ତିଶାଳୀ। କାହାର ପିତା ତ କାହାର ସ୍ୱାମୀ ଦେଶ ସୁରକ୍ଷା ପାଇଁ ଶହୀଦ ହୁଅନ୍ତି। ଆତଙ୍କବାଦୀ ବିରୋଧୀ ଅପରେସନରେ ଏପରି ଜଣେ ଝିଅ ତାର ପିତାଙ୍କୁ ହରାଇ ନିଜ ପିତାଙ୍କ ପଦ ଅନୁସରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ ନିଜେ ସେନାରେ ଯୋଗ…

Read More

ଓଜନ କମାଇବାକୁ ଚାହାଁନ୍ତି କି ? ଜାଣନ୍ତୁ ଏହାର ଉପାୟ…

ନୂଆଦିଲ୍ଲୀ, ୩୧/୩ : ଗରମ ଆସିବା ସହିତ ଓଜନ ସମସ୍ୟା ବଢିଥାଏ । କାରଣ ଗରମରେ ଆମେ ପ୍ରାୟତଃ ଚଲାବୁଲା କମାଇବା ସହ ବିଭିନ୍ନ ପାନୀୟର ସାହାର ନେଇଥାଉ । ତେଣୁ ଏହି ସମୟରେ ପ୍ରାୟ ଲୋକ ଓଜନ କମାଇବାକୁ ପ୍ରୟାସ କରୁଥାନ୍ତି । ଚାଲନ୍ତୁ ଓଜନ କମାଇବାର ପ୍ରୟାସ ସକାଳ ଜଳଖିଆରୁ କରିବା । ଉପଯୁକ୍ତ ଜଳଖିଆ ଖାଇଲେ ଓଜନକୁ ନିୟନ୍ତ୍ରିତ ରଖିବା ସହ ଆବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ । ସକାଳ ଜଳଖିଆ…

Read More

ଦିଲ୍ଲୀର ବିଟେକ୍ ଗୁପ୍‌ଚୁପ୍ ବାଲି, ପାଠ ପଢା ସହ କରୁଛନ୍ତି ବ୍ୟବସାୟ

ନୂଆଦିଲ୍ଲୀ, ୨୮/୦୩ : ଗୁପ୍‌ଚୁପ୍ ଖାଇଲା ବେଳେ ଆପଣଙ୍କ ମନକୁ ହାଇଜିନ୍ ଏବଂ କ୍ୟାଲୋରୀକୁ ନେଇ ପ୍ରଶ୍ନ ଉଠୁଥିବ। ହେଲେ ଏହାର ସ୍ଵାଦ କଥା ଭାବିଲେ ଆପଣଙ୍କ ମୁହଁରୁ ପାଣି ଆସିଯାଉଥିବ। ଦଲ୍ଲୀର ତାପସୀ ଉପାଧ୍ୟାୟଙ୍କ ମନକୁ ମଧ୍ୟ ଠିକ୍ ଏହି ପ୍ରଶ୍ନ ଆସୁଥିଲା। ତେଣୁ ସେ ଏହାକୁ ବ୍ୟବସାୟର ମାଧ୍ୟମ କରିବାକୁ ସ୍ଥିର କଲେ। ଜଣେ ବିଟେକ୍ ଛାତ୍ରୀ ହୋଇଥିଲେ ମଧ୍ୟ ସେ ଦିଲ୍ଲୀରେ ଗୁପ୍‌ଚୁପ୍ ବିକ୍ରି କରୁଛନ୍ତି। ଏବେ ତାଙ୍କର ୪ଟି ଷ୍ଟଲ ରହିଛି।…

Read More