ବାୟୁସେନାରେ ଯୁଦ୍ଧ ୟୁନିଟ୍ର ପ୍ରଥମ ମହିଳା କମାଣ୍ଡର ଶାଲିଜା ଧାମି, ମହିଳାଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା…
ନୂଆଦିଲ୍ଲୀ, ୨୬/୦୩ : ଭାରତୀୟ ବାୟୁସେନାରେ ମହିଳାଙ୍କ ସହଭାଗିତା ବୃଦ୍ଧି ପାଉଛି। ଅନେକ ମହିଳା ସେନାରେ ଯୋଗ ଦେଉଛନ୍ତି। ଏହି ମହିଳାମାନଙ୍କ ମଧ୍ୟରେ ଶାଲିଜା ଧାମି ଅନ୍ୟତମ। ଭାରତୀୟ ବାୟୁସେନାରେ ଶାଲିଜା ଧାମି ପଶ୍ଚିମ ସେକ୍ଟରରେ ଫ୍ରଣ୍ଟଲାଇନ କମ୍ବାଟ୍ ୟୁନିଟର କମାଣ ସମ୍ଭାଳିଛନ୍ତି। ଭାରତୀୟ ବାୟୁସେନା ଇତିହାସରେ ଏହା ପ୍ରଥମ। ପ୍ରଥମ ଥର ପାଇଁ ଜଣେ ମହିଳାଙ୍କୁ ଯୁଦ୍ଧ ୟୁନିଟର କମାଣ୍ଡର କରାଯାଇଛି। ବାୟୁସେନାର ଜଣେ ମହିଳା ପାଇଲଟ୍ ହେବା ନିଜେ ଏକ ବଡ଼ ସଫଳତା। ସେ…
