ମୁସଲିମ ମହିଳାଙ୍କ ଶିକ୍ଷା ପାଇଁ ଲଢେଇ କରିଥିଲେ ଏହି ମହିଳା, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ, ୯/୧୨ : ଭାରତରେ ଶିକ୍ଷା ସମସ୍ତଙ୍କର ମୌଳିକ ଅଧିକାର। ତଥାପି ମଧ୍ୟ ଶିକ୍ଷା ସମସ୍ତଙ୍କୁ ମିଳିପାରୁ ନାହିଁ। ସ୍ଵାଧିନତା ପୂର୍ବରୁ ବହୁ ଲୋକ ବିଦେଶକୁ ଶିକ୍ଷା ଗ୍ରହଣ କରିବାକୁ ଯାଇଥିବା ବେଳେ ଏବେବି ବହୁ ଲୋକଙ୍କ ନିକଟରେ ଅପହଞ୍ଚ ରହିଛି ଶିକ୍ଷା। ଏବେବି ମହିଳାଙ୍କ ଶିକ୍ଷାକୁ ଅଦରକାରୀ ମନେ କରୁଛି ସମାଜ। ବିଶେଷ କରି ମୁସଲିମ ମହିଳାଙ୍କୁ ମିଳୁନି ଶିକ୍ଷାଗତ ଅଧିକାର। ତେବେ ମୁସଲିମ ମହିଳାମାନଙ୍କୁ ଅଜ୍ଞାନତାର ଅନ୍ଧକାରର ଶିକ୍ଷାର ଆଲୋକ ଆଡ଼କୁ ବାଟ କଢେଇଥିଲେ…

Read More

ଶୀତଦିନେ ମୁହଁରେ ଲଗାନ୍ତୁ ଗ୍ଲିସେରିନ୍, ଚିକ୍କଣ ହେବ ତ୍ବଚା

ଭୁବନେଶ୍ୱର, ୦୮/୧୨ : ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାନ୍ତି । ବହୁ ଘରୋଇ ନୁସ୍କା ମଧ୍ୟ କରନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ବ୍ୟବହାର କରିବା ସହ ବିଭିନ୍ନ ଉପଚାର କରିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ? ଶରୀରକୁ ସୁନ୍ଦର କରିବାରେ ଗ୍ଲିସେରିନର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର? ଧ୍ୟାନ ଦିଅନ୍ତୁ ଗ୍ଲିସେରିନକୁ କେବେ ସିଧାସଳଖ ବ୍ୟବହାର କରନ୍ତୁ ନାହିଁ ।…

Read More

ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟକୁ ଦେଶ ବିଦେଶରେ ପହଞ୍ଚାଇଥିବା ଗୁରୁ କେଳୁଚରଣଙ୍କ ପୁତ୍ରବଧୂ ସୁଜାତା ମହାପାତ୍ର, ଜାଣନ୍ତୁ ତାଙ୍କ ବିଷୟରେ…

ଭୁବନେଶ୍ଵର, ୦୬/୧୨ : ଓଡ଼ିଶୀ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଛନ୍ତି ଗୁରୁ ସୁଜାତା ମାହପାତ୍ର। କଳା ପାଇଁ ସେ ତାଙ୍କର ସାରା ଜୀବନ ସାଧନା କରିଛନ୍ତି। ସୁଜାତାଙ୍କ ଏହି ସାଧନା ଆଗାମୀ ପୀଢି ପାଇଁ ପ୍ରେରଣା ପାଲଟିବ। ମାତ୍ର ୪ ବର୍ଷ ବୟସରେ କଳାପ୍ରତି ତାଙ୍କର ଥିବା ଆଗ୍ରହ ପ୍ରସ୍ଫୁଟିତ ହୋଇଥିଲା। ସୁଜାତାଙ୍କ ମା ନିଜେ ଜଣେ ଓଡ଼ିଶୀ ନୃତ୍ୟାଙ୍ଗନା। ଓଡ଼ିଶୀ ପାଇଁ ସୁଜାତା ପିଲାଟି ଦିନରୁ ତାଙ୍କ ମାଆଙ୍କ…

Read More

ଗୀତରେ ଗୀତରେ ପିଲାମାନେ ଶିଖିଲେ ବ୍ୟାକରଣ, ଭାଇରାଲ୍ ହେଉଛି ଭିଡିଓ

ଭୁବନେଶ୍ଵର, ୦୪/୧୨ : ଶିକ୍ଷଣ ଏକ ମଜାଦାର ପ୍ରକ୍ରିୟାରେ ପରିଣତ ହୁଏ ଯେତେବେଳେ ଆପଣ ଏହାକୁ ଅଭିନବ ପ୍ରଣାଳୀ ବ୍ୟବହାର କରି ଶିକ୍ଷାଦାନ କରିଥାନ୍ତି। ନିକଟରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କବିତା ଏବଂ ନାଟକ ମାଧ୍ୟମରେ ହିନ୍ଦୀ ବ୍ୟାକରଣ ଶିକ୍ଷା କରୁଥିବା ଏକ ଭିଡିଓ ଜଣେ ଆଇଏଏସ୍ ଅଧିକାରୀଙ୍କ ଦ୍ୱାରା ସେୟାର କରାଯାଇଛି। ଯାହାକି ସମସ୍ତଙ୍କ ହୃଦୟକୁ ଛୁଇଁଛି। ୨୦୧୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅର୍ପିତ ବର୍ମା ଏକ ଭିଡିଓ ସେୟାର କରିଛନ୍ତି ଏବଂ ଏହାକୁ ୧.୫୬…

Read More

ସାନ ସିନା ଦାନ ତା ମହାନ, ପେଣ୍ଟିଂ ବିକ୍ରି କରି ଅସହାୟ ଲୋକଙ୍କୁ କରୁଛନ୍ତି ସାହାଯ୍ୟ

ନୂଆଦିଲ୍ଲୀ, ୨/୧୨ : ସାନ ସିନା ଦାନ ତା ମହାନ। ପେଣ୍ଟିଂ ବିକ୍ରି କରି ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ୧୨ ବର୍ଷର ବାଳକ ଅର୍ଶ ପାଲ। ଅଷ୍ଟମ ଜନ୍ମଦିନରୁ ଅର୍ଶ ଏହି ନିଆରା ପ୍ରୟାସ ଆରମ୍ଭ କରିଥିଲେ। ଏଯାବତ୍ ସେ ୧୩ ଲକ୍ଷ ଟଙ୍କା ଦାନ କରିସାରିଛନ୍ତି। ଏହି କାମ ପାଇଁ ଅର୍ଶଙ୍କ ପିତା-ମାତା ତାଙ୍କୁ ପିଲାଟି ଦିନରୁ ପ୍ରୋତ୍ସାହିତ କରିଛନ୍ତି। ପାଠ ପଢିବା ବ୍ୟତୀତ ଖାଲି ସମୟରେ ଅର୍ଶ ପେଣ୍ଟିଂ ତିଆରି କରି ବିକ୍ରି…

Read More

ହେୟାର ଷ୍ଟ୍ରେଟ୍ କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ୍, ଡ୍ୟାମେଜ୍ ହୋଇଯିବ ଆପଣଙ୍କ କେଶ

ଭୁବନେଶ୍ୱର, ୦୧/୧୨ : ବହୁତ କମ୍ ଝିଅ ହେୟାର ଷ୍ଟ୍ରେଟ୍ କରିବା ପାଇଁ ପାର୍ଲରକୁ ଯାଆନ୍ତି। କିନ୍ତୁ, ଝିଅମାନେ ଘରେ ହେୟାର ଷ୍ଟ୍ରେଟ୍ କରିବା ସମୟରେ ଅନେକ ଭୁଲ କରନ୍ତି। ସମସ୍ତେ ଭାବନ୍ତି ଘରେ ହେୟାର ଷ୍ଟ୍ରେଟ୍ କରିବା ଅତ୍ୟନ୍ତ ସହଜ। କିନ୍ତୁ କେଶକୁ ଷ୍ଟ୍ରେଟ୍ କରିବାବେଳେ ଛୋଟ ଛୋଟ ଜିନିଷ ପ୍ରତି ଧ୍ୟାନ ଦେବା ଆବଶ୍ୟ। ନଚେତ୍ ଏହା ଆପଣଙ୍କୁ ମହଙ୍ଗା ପଡିପାରେ। ଏହା ଦ୍ୱାରା ହେୟାର ଡ୍ୟାମେଜ୍ ହୁଏ ଏବଂ ପୂର୍ବ ଅପେକ୍ଷା ଅଧିକ…

Read More

ରାଜ୍ୟରେ ବଢିଚାଲିଛି ମହିଳା ବିରୋଧୀ ହିଂସା, ଜାତୀୟ ତୁଳନାରେ ରାଜ୍ୟରେ ୧.୩% ମାମଲା ଅଧିକ

ଭୁବନେଶ୍ଵର, ୨୮/୧୧ : ରାଜ୍ୟରେ ବଢିଚାଲିଛି ମହିଳା ବିରୋଧୀ ହିଂସା। ଦେଶରେ ୨୯.୩% ମହିଳା ସ୍ୱାମୀଙ୍କ ଦ୍ୱାରା ନିର୍ଯାତିତ ହେଉଥିବା ବେଳେ ଓଡ଼ିଶାରେ ଏହି ହାର ୩୦.୬% ରହିଛି। ଅର୍ଥାତ୍‌ ଜାତୀୟ ତୁଳନାରେ ରାଜ୍ୟରେ ୧.୩% ଅଧିକ । ଏହି କ୍ଷେତ୍ରରେ ଓଡ଼ିଶାର ସ୍ଥାନ ଦେଶରେ ନବମ । ସେହିପରି କର୍ଣ୍ଣାଟକରେ ସର୍ବାଧିକ ୪୪.୪% ମହିଳା ନିର୍ଯାତିତ ହେଉଛନ୍ତି । ଲାକ୍ଷାଦ୍ୱୀପରେ ଏହି ହାର ୧.୩% ରହିଛି । ନ୍ୟାସନାଲ୍‌ ଫ୍ୟାମିଲି ହେଲ୍‌ଥ ସର୍ଭେ-୫, ୨୦୧୯-୨୧ରୁ ଏହି…

Read More

ୟୁନିସେଫ୍ ଭାରତକୁ ପ୍ରତିନିଧିତ୍ଵ କରୁଛନ୍ତି ଏହି ମହିଳା, ଜାଣନ୍ତୁ ତାଙ୍କ ବିଷୟରେ…

ଭୁବନେଶ୍ଵର, ୨୭/୧୧ : ସଂଯୁକ୍ତ ରାଷ୍ଟ୍ର ବାଳକୋଷ ସାରା ଦୁନିଆର ଶିୂଙ୍କ ସାମଗ୍ରିକ ବିକାଶ ପାଇଁ ଲଗାତର କାର୍ଯ୍ୟ କରୁଛି। ଏଥିପାଇଁ ବିଭିନ୍ନ ପ୍ରକାରର ଯୋଜନା ମଧ୍ୟ ସଂଚାଳିତ କରୁଛି। ୟୁନିସେଫ୍ ୧୯୦ ଟି ଦେଶରେ ଏବେ କାର୍ଯ୍ୟରତ ଅଛି। ୧୫୦ରୁ ଉର୍ଦ୍ଧ୍ଵ ଦେଶରେ ୟୁନିସେଫ୍‌ର କାର୍ଯ୍ୟାଳୟ ବା ମୁଖ୍ୟାଳୟ ରହିଛି। ୟୁନିସେଫ୍‌ର ଏହି ବିସ୍ତୃତ ନେଟୱାର୍କ ସରକାରଙ୍କ ସହ ମିଶି ବାଳ ଅଧିକାର ସଂରକ୍ଷଣ, ଶିକ୍ଷା ଏବଂ ସ୍ଵାସ୍ଥ୍ୟ ଦିଗରେ କାମ କରୁଛି। ଏହି କ୍ରମରେ…

Read More

ୟୁପିର ଗୁଗୁଲ ଗାର୍ଲ୍, ମାତ୍ର ୨ବର୍ଷ ବୟସରେ ଆରମ୍ଭ କରିଥିଲେ ବହି ପଢିବା, ମୁଖସ୍ଥ କରିଛନ୍ତି ଦେଶ ମହାଦେଶ ନାମ

ନୂଆଦିଲ୍ଲୀ, ୨୬/୧୧ : ୟୁପିର ଗୁଗୁଲ ଗାର୍ଲ୍ ରିୟା। ଗୋଣ୍ଡା କୋଟୱାଲିର ସାଲପୁର ବଜାରର ବାସିନ୍ଦା ରାମଦାନ ତିୱାରୀଙ୍କ ୮ ବର୍ଷର ଝିଅ ରିୟା ଗୁଗୁଲ ଗାର୍ଲ୍ ଭାବରେ ପରିଚିତ। ରିୟା ମହାଦେଶ ଗୁଡିକର ନାମ, ମହାସାଗରର ନାମ, ବିଭିନ୍ନ ଦେଶ, ସେମାନଙ୍କର ରାଜଧାନୀ ଏବଂ ମୁଦ୍ରା, ଭାରତର ରାଜ୍ୟ ତଥା ରାଜଧାନୀକୁ ମନେ ରଖିଛନ୍ତି। ରିୟାଙ୍କର ଭାରତର ସମସ୍ତ ଜିଲ୍ଲା, ଭାରତର ସମସ୍ତ ପ୍ରମୁଖ ବନ୍ଦର, ପ୍ରମୁଖ ଜାତୀୟ ଉଦ୍ୟାନ, ଭାରତରେ ପ୍ରବାହିତ ପ୍ରମୁଖ ନଦୀ,…

Read More

ମହିଳାଙ୍କୁ ସଶକ୍ତିକରଣ କରିବାକୁ ସରକାର ବାଣ୍ଟୁଛନ୍ତି ମାଗଣାରେ ସିଲେଇ ମେସିନ୍, ଜାଣନ୍ତୁ କିଭଳି କରିବେ ଆବେଦନ…

ନୂଆଦିଲ୍ଲୀ, ୨୪/୧୧ : ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଆର୍ଥିକ ସ୍ଥିତିରେ ଦୁର୍ବଳ ଏବଂ ଗରିବ ମହିଳାଙ୍କ ପାଇଁ ସରକାର ଏକ ଲାଭକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ନାମ ହେଉଛି ପିଏମ୍ ଫ୍ରି ସିଲେଇ ମେସିନ୍ ଯୋଜନା। ଏହି ଯୋଜନାରେ ଗରିବ ଶ୍ରେଣୀର ମହିଳାଙ୍କୁ ନିଃଶୁଳ୍କ ସିଲେଇ ମେସିନ୍ ବଣ୍ଟନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ଫ୍ରି ସିଲେଇ ମେସିନ୍ ଯୋଜନାର…

Read More