ଆଜି ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ
ଭୁବନେଶ୍ଵର, ୧୧/୧୦ : ଆଜି ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ। ମହିଳାଙ୍କୁ ସଶକ୍ତିକରଣ ଏବଂ ସେମାନଙ୍କର ଅଧିକାର ପାଇଁ ଲଢେଇ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। Our Time is now- our rights, our Future ଚଳିତ ବର୍ଷର ଥିମ୍ ରହିଛି। ଆନ୍ତର୍ଜାତୀୟ ସ୍ତରରେ ବାଳିକା ଦିବସ ପାଳନ କରିବାର ପ୍ରଥମ ପଦକ୍ଷେପ ଏକ ବେସରକାରୀ ସଂଗଠନ ‘ପ୍ଲାନ ଇଣ୍ଟରନ୍ୟାସନାଲ’ର ପ୍ରକଳ୍ପ ଭାବରେ କରାଯାଇଥିଲା। ଏହି ସଂଗଠନ ‘କ୍ୟୁକି ମେଁ ଏକ ଲଡକି ହୁଁ’…