ପିଲାଙ୍କୁ କରାନ୍ତୁ ଏହି ଅଭ୍ୟାସ, ହେବେ ଆତ୍ମନିର୍ଭରଶୀଳ
ନୂଆଦିଲ୍ଲୀ, ୨୨/୧୦ : ପିଲାଙ୍କୁ ସ୍ମାର୍ଟ, ଏକ୍ସପର୍ଟ ଓ ଚତୁର ବୁଦ୍ଧି ସଂପନ୍ନ କରିବାରେ କୌଣସି ଫର୍ମୂଲା ନାହିଁ। କିନ୍ତୁ ଯଦି ଆପଣ ଚାହାଁନ୍ତି କି ପିଲାଙ୍କ ଠାରେ ଅତି କମ୍ ବୟରେ ଏସବୁ ଗୁଣ ବିକଶିତ ହେଉ ଏବଂ ସେ ଜଣେ ଭଲ ମଣିଷ ହେବା ସହ ଆତ୍ମନିର୍ଭର ହେଉ , ତାହାଲେ କମ୍ ବୟସରୁ ହିଁ ତାଙ୍କୁ କିଛି କାମ ଶିଖାଇବା ଜରୁରୀ। ଯେଉଁଥିରେ ସେ ନିଜର ମସ୍ତିସ୍କକୁ ସଂପୂର୍ଣ୍ଣ ଭାବେ ଏବଂ ସଠିକ୍…
