![ଶୀତଦିନେ ମୁହଁରେ ଲଗାନ୍ତୁ ଗ୍ଲିସେରିନ୍, ଚିକ୍କଣ ହେବ ତ୍ବଚା](https://sheodisha.com/wp-content/uploads/2022/12/hqdefault.jpg)
ଶୀତଦିନେ ମୁହଁରେ ଲଗାନ୍ତୁ ଗ୍ଲିସେରିନ୍, ଚିକ୍କଣ ହେବ ତ୍ବଚା
ଭୁବନେଶ୍ୱର, ୦୮/୧୨ : ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାନ୍ତି । ବହୁ ଘରୋଇ ନୁସ୍କା ମଧ୍ୟ କରନ୍ତି। ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ବ୍ୟବହାର କରିବା ସହ ବିଭିନ୍ନ ଉପଚାର କରିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ? ଶରୀରକୁ ସୁନ୍ଦର କରିବାରେ ଗ୍ଲିସେରିନର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ଜାଣନ୍ତୁ ଏହାକୁ କିପରି କରିବେ ବ୍ୟବହାର? ଧ୍ୟାନ ଦିଅନ୍ତୁ ଗ୍ଲିସେରିନକୁ କେବେ ସିଧାସଳଖ ବ୍ୟବହାର କରନ୍ତୁ ନାହିଁ ।…