Watch- ଦେଖନ୍ତୁ କେମିତି ମହିଳାଙ୍କ ପାଖରେ ପହଞ୍ଚିଲେ ଉଦ୍ଧାରକାରୀ, କିନ୍ତୁ…

ତାମିଲନାଡୁ ସାଲେମର ଏକ ଘଟଣାର ଛାତିଥରା ଭିଜୁଆଲ ଏବେ ନେଟରେ ଖୁବ ଭାଇରାଲ ହେବାରେ ଲାଗିଛି।  ଭିଜୁଆଲଟି ଏତେ ରୋମାଞ୍ଚକର ଯେ ଆପଣ କିଛି ସମୟ ପାଇଁ ହତବାକ ହୋଇଯିବେ।  ତେବେ ଏହି ଭିଜୁଆଲ ମୋବାଇଲରୁ ମୋବାଇଲ ଡେଇଁ ଆପଣଙ୍କ ପାଖକୁ ଆସିବା ପୂର୍ବରୁ ଆମେ ଆପଣଙ୍କ ନିକଟକୁ ଆଣିଛୁ।  ଭିଜୁଆଲଟିକୁ ଦେଖିବା ପୂର୍ବରୁ ଏହା ସଂପର୍କରେ ଆମେ ସମ୍ୟକ ସୂଚନା ଦେଇଦେଉଛୁ।  ତାମିଲନାଡୁର ସାଲେମ ଅଞ୍ଚଳର, ଆଣାଇବାରି ପ୍ରପାତରେ ପାଣି ସ୍ରୋତ ହଠାତ ବଢ଼ିବାରେ ଲାଗିଥିଲା।…

Read More

ସାବଧାନ ଏମିତି ଥଣ୍ଡା ରୋଗ ବି ବ୍ୟାପୁଛି- ସତର୍କ ରୁହନ୍ତୁ

କୋଭିଡର କହର ଟିକେ କମୁଥିବାର ଜଣାଯାଉଛି । ଦୈନିକ ସଂଖ୍ୟା ଏବେ ନିୟନ୍ତ୍ରଣାଧୀନ ରହୁଛି। ଏତିକିବେଳେ ଦେଶବ୍ୟାପୀ ଏବେ ଲୋକମାନଙ୍କ ଠାରେ  ଏକ ଅଜବ ଲକ୍ଷଣ ଦେଖାଯାଉଛି। ଅନେକ ଲୋକ ସାଧାରଣ ଥଣ୍ଡା ରୋଗରେ ଆକ୍ରାନ୍ତ ହେଉଛନ୍ତି । ନାକରୁ ପାଣି ଗଡ଼ିବା, ମୁଣ୍ଡ ପିନ୍ଧା, ଦେହହାତ ଘୋଲାବିନ୍ଧା, ସାମାନ୍ୟ ଜର କାଶ ।  ସ୍ବାଭାଭିକ ଭାବେ ସମସ୍ତେ କୋଭିଡ ଭୟରେ ଭୟଭୀତ ହୋଇପଡିବେ।  ତେବେ ପରୀକ୍ଷା କରାଇନେବା ଭଲ। ଅନେକ କିନ୍ତୁ ନେଗେଟିଭ ଆସୁଥିବାର ଦେଖାଯାଉଛି।…

Read More

ନେକଲେସ ପିନ୍ଧି ଆଉ କନ୍ୟା ଉଠିପାରିଲାନି

ବାହାଘର ବେଳେ ବର କନ୍ୟାକୁ ନେକଲେସ ଦେବାର ପରମ୍ପରା ରହିଛି। କିନ୍ତୁ ବର ଯେ 60 କିଲୋର ସୁନା ନେକଲେସ ଆଣି ଦେବ ସେକଥା କନ୍ୟାଘର ଲୋକ ବି ଭାବି ନଥିଲେ। ସମସ୍ତେ ତାଜୁବ । ଏବେ ଏହି ଘଟଣା ବିଶ୍ବ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ଚୀନର । ଗତ ସେପ୍ଟେମ୍ବର 30 ତାରିଖରେ ଚୀନର ହୁବେଇ ପ୍ରଦେଶରେ ଏହି ବାହାଘର ଅନୁଷ୍ଠିତ ହୋଇଥିଲା।  ତେବେ ବାହାଘରର ଏହି ଫଟୋ ଖୁବ ଭାଇରାଲ ହେବାରେ…

Read More

ପ୍ରେମରେ ଧୋକା ଖାଇଥିଲେ କେମିତି ନିଜକୁ ସମ୍ଭାଳିବେ ପଢ଼ିବା ଜରୁରୀ

ସଂପର୍କରେ ହଠାତ ଏପଟ ସେପଟ ହୋଇଯ଼ିବା, ଏହାକୁ ନେଇ ବିବ୍ରତ ହେବା, ଅନେକ ଏଥିପାଇଁ ନିଜ ଜୀବନର ସନ୍ତୁଳନ ହରେଇ ବସନ୍ତି । ସେ ପ୍ରେମରେ ଧୋକା ଖାଇବା ହେଉ କିମ୍ବା ପତି ପତ୍ନୀଙ୍କ ମଧ୍ୟରେ ସଂପର୍କ ଖରାପ ହେବା ହେଉ କିମ୍ବା ଅଫିସରେ ସଂପର୍କ ଖରାପ ହେବା ହେଉ, ଏସବୁ କାରଣ ପାଇଁ ଜୀବନର ଗତିପଥ ପରିବର୍ତ୍ତନ ହୋଇଯାଇଥାଏ । ଏହି ସମୟରେ ମଣିଷ ଧର୍ଯ୍ୟହରା ହୋଇଯାଏ, ଭୁଲ ରାସ୍ତାରେ ଯ଼ିବାର ନଜିର ମଧ୍ୟ ରହିଥାଏ,…

Read More

ମୋଦି ଓ ଅକ୍ଷୟ କୁମାରଙ୍କ ପରେ ଅଜୟ ଦେବଗନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଲିଉଡ଼ ଷ୍ଟାର ଅକ୍ଷୟ କୁମାର ଏବଂ ମେଗାଷ୍ଟାର ରଜିନୀକାନ୍ତଙ୍କ ପରେ ଏବେ ସିଂହମ ଷ୍ଟାର ଅଜୟ ଦେବଗନ  । ଆମେ କେଉଁକଥା କଥା କହୁଛୁ ତାହା ଆପଣ ଅନୁମାନ ଲଗାଇ ସାରିବେଣି   ।  ଏବେ ସେହି ସୋର ଟ୍ରେଲର ଆସିଛି । ଯେଉଁଥିରେ ଅଜୟ ଦେବଗନ ସାର୍କ ସହିତ ଗଭୀର ସମୁଦ୍ର ଭୀତରେ ନିଜର ସାହସିକତା ଦେଖାଉଛନ୍ତି ।  ଆଉ ସାଙ୍ଗରେ କିଏ ଅଛନ୍ତି ଏହା କହିବା ହୁଏତ ଆବଶ୍ୟକତା ନାହିଁ , ଯିଏ ମୋଦିଙ୍କ ସହିତ ଥିଲେ…

Read More

ନବରାତ୍ର ନୁଡୁଲସ କେମିତି ବନେଇବେ ଜାଣନ୍ତୁ

ନବରାତ୍ରି ସମୟରେ ଅନେକ ଉପବାସ କିମ୍ବା ସାଧାରଣ ଭେଜ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ଗୁଜରାଟ କିମ୍ବା ପଶ୍ଚିମ ଭାରତରେ ନବରାତ୍ରି ସମୟରେ କାଷ୍ଠା ଉପବାସ କରିବାର ପରମ୍ପରା ରହିଥାଏ। ଆପଣ ଯଦି ଭେଜ ବା ଶାକାହାରୀ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁନ୍ଦର ନୁଡଲସ ବିଷୟରେ ସୂଚନା ଦେବୁ। ଏହା ସ୍ବାଦିଷ୍ଟ ଏବଂ ଏହାକୁ ଘରେ ବି ତିଆରି କରିବା ସହଜ ହେବ। ତା ଛଡ଼ା ନୁଡଲ୍ସ ଖାଇବାରେ ପିଲାମାନଙ୍କର…

Read More

ତୃତୀୟ ଲହର ଆସିବା ସମ୍ଭାବନା କମ- ଜାଣନ୍ତୁ କଣ ରହିବ ସ୍ଥିତି

କରୋନାର ତୃତୀୟ ଲହର ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ବିଶେଷଜ୍ଞମାନେ ଆଶ୍ବାସନା ଦେଇ କହିଛନ୍ତି ତୃତୀୟ ଲହର ଆସିବା ଆଶଙ୍କା କମ୍ । ଯଦି ବି ତୃତୀୟ ଲହର ଆସେ, ତେବେ ତାହା ଦ୍ବିତୀୟ ଲହର ଭଳି ସେତେଟା ମାରାତ୍ମକ ହେବନି । ଦ୍ବିତୀୟ ଲହରରେ ସାରା ଭାରତରେ ସ୍ଥିତି ସଙ୍ଗୀନ ରହିଥିଲା ତେବେ ଦ୍ବିତୀୟ ଲହରର ପ୍ରଭାବ ଧିରେ ଧିରେ ହ୍ରାସ ପାଉଛି । ବର୍ତ୍ତମାନ ଭାରତରେ ମହାମାରୀ ଏଣ୍ଡେମିକ ଷ୍ଟେଜରେ…

Read More

କାଡବୁରୀ ଚକୋଲେଟ ବିଜ୍ଞାପନରେ ଆଉ କିଛି ଖାସ ମିଠା କଥା-ଦେଖନ୍ତୁ

ଛୋଟବେଳେ ଦେଖିଥିବା ଟିଭି କାର୍ଯ୍ୟକ୍ରମ ଯେମିତି ମନେ ରହିଛି ସେମିତି ଟିଭିରେ ଆସୁଥିବା ବିଜ୍ଞାପନ ପ୍ରତି ଏକ  ଆକର୍ଷଣ ରହଯ଼ାଇଛି। ଏପରିକି ଇଣ୍ଟରନେଟରେ ସେହି ପୁରୁଣା ଦିନର ବିଜ୍ଞାପନ ଦେଖିଦେଲେ ଯେମିତି ପୁରୁଣା ଦିନଗୁଡ଼ାକ ମନେ ପଡ଼ିଯାଇଥାଏ, ଆଉ ଖୁବ ଖୁସି ଲାଗିଥାଏ ।  ଲୋକଙ୍କ ପସନ୍ଦ ଦେଖି କାଡବୁରୀ ଚକୋଲେଟ ତାର ପୁରୁଣା ବିଜ୍ଞାପନକୁ ପୁଣି ନୂଆ ଢଙ୍ଗରେ ଆଣିଛି , ଯ଼ାହାକୁ ଦେଖିଲେ ଆପଣ ବି ପୁରୁଣା ଦିନକୁ ତୁଳନା କରିବେ । କଥା…

Read More

ଛକରେ ନାଚିବା ମଡେଲଙ୍କୁ ମହଙ୍ଗା ପଡ଼ିଲା- ଦେଖନ୍ତୁ

‘ଟ୍ରାଫିକ ସିଗନାଲରେ ନାଚିବା ମହଙ୍ଗା ପଡ଼ିଲା । ମଡେଲଙ୍କ ବିରୋଧରେ ଲାଗିଲା ନୋଟିସ। ମଧ୍ୟପ୍ରଦେଶ ଇନ୍ଦୋରର ରସୋମା ସ୍କୋୟାରରେ ରେଡ୍‌ ସିଗନାଲର ଗାଡ଼ି ଅଟକି ଗଲା, ହଠାତ ରାସ୍ତା ଉପରକୁ ଚାଲି ଆସିଥିଲେ ଏହି ଯ଼ୁବତୀ। ସିଗନାଲରେ ଗାଡ଼ି ଅଟକିଥିବା ବେଳେ ଏହି ଯୁବତୀ ରାସ୍ତା ଉପରେ ନାଚି ଥିଲେ, ଯାହାର ଭିଡିଓ ଭାଇରାଲ ହେଉଛି ଇନ୍‌ଷ୍ଟାଗ୍ରାମରେ। ଏହି ଭିଡିଓ ଯୁବତୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ଟ୍ରାଫିକ୍‌ ନିୟମ ଭାଙ୍ଗିବା କାରଣରୁ ପୋଲିସ ତାଙ୍କୁ ନୋଟିସ…

Read More