ନୀରଜଙ୍କ ସୁନାର ମେଡାଲ: କିଛି ଅଭୁଲା ଭିଜୁଆଲ Watch IT

 ଶହେ ବର୍ଷରେ ଭାରତକୁ ମିଳିଛି ଏମିତି ସଫଳତା ଯ଼ାହାକୁ ନେଇ ସାରା ଭାରତ ଗର୍ବରେ ଛାତି ଫୁଲାଇ ପାରୁଛି। ଅଲିମ୍ପିକ୍ସରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ଜିତିବାକୁ ପୂରା ଦେଶ ସେଲେବ୍ରେଟ କରୁଛି। ସୋସିଆଲ ମିଡିଆରେ ଏବେ କେବଳ ନୀରଜଙ୍କ ଖବର ଏବଂ ଭିଜୁଆଲ ହିଁ ଛାଇ ଯ଼ାଇଛି। ଏ ସଂପର୍କିତ ପୂରା ଖବର ଆମେ ଏହି ଠାରେ ଆପଣଙ୍କୁ ଦେବାକୁ ଚେଷ୍ଟା କରୁଛୁ।   ଜାଭେଲିନ୍ ଥ୍ରୋରେ ଭାରତକୁ ସ୍ୱର୍ଣ୍ଣ ଭେଟି ଦେଇଛନ୍ତି ନୀରଜ ଚୋପ୍ରା…

Read More

ସମ ଅଲ୍ଟିମେଟ ମେଡିକେୟାରର ନର୍ସମାନଙ୍କୁ ସମ୍ମାନିତ କଲା ସିଆଇଆଇ

କୋଭିଡ ମହାମାରୀ ସମୟରେ ଉଲ୍ଲେଖନୀୟ ସ୍ବାସ୍ଥ୍ୟ ସେବା ପାଇଁ ସାରା ଦେଶରେ ଦୃଷ୍ଟି ଆକର୍ଷଣ କରିଥିବା ସମ ହସ୍ପିଟାଲ ଗ୍ରୁପ ଏବେ ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମଣ କରିଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ଅତୁଳନୀୟ କାର୍ଯ୍ୟ କରିଥିବାରୁ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ପକ୍ଷରୁ ସମ୍ ଅଲ୍ଟିମେଟ ମେଡ଼ିକେୟାର ନର୍ସିଂ ଟିମକୁ ସମ୍ବର୍ଦ୍ଧିତ କରାଯାଇଛି । କରୋନା ମହାମାରୀ ଯୁଦ୍ଧରେ ନିଷ୍ପାପର ସେବା ଯୋଗାଇଥିବାରୁ ନର୍ସିଂ ଟିମକୁ ସମ୍ମାନିତ କରାଯାଇଛି । ୨୪ ଘଣ୍ଟା ନିଷ୍ଠା…

Read More

ଭିଜୁଆଲ ଦେଖି କୁହନ୍ତୁ କାହାର ଭୁଲ-ଏଠି କଣ କରାଯିବା କଥା

() ନେଟ ଦୁନିଆରେ ଏବେ ଟ୍ରେଣ୍ଡ କରୁଛି ବା ଭାଇରାଲ ହେଉଛି #Arrestlucknowgirl ବା ଲକ୍ଷ୍ନୌର ଏହି ଝିଅକୁ ଗିରଫ କର। କାହିଁକ ସମସ୍ତେ ଏକ ସ୍ବରରେ ଏମିତି ଏହି ଝିଅର ଗିରଫଦାରି ଦାବି କରୁଛନ୍ତି ଏହି ପ୍ରଶ୍ନ ଉଠିବା ସ୍ବାଭାବିକ । ଏ ଝିଅ ଏମିତି କଣ କଲା ଯେ ସମସ୍ତେ ତାର ଗିରଫ ଦାବି କରୁଛନ୍ତି । ତା ସହିତ ଅନ୍ୟ କିଛି ଲୋକ ତାକୁ ଇନୋସେଣ୍ଟ ବା ନିର୍ଦ୍ଦୋଷ ମଧ୍ୟ କହିବା ଆରମ୍ଭ…

Read More

ସିନ୍ଧୁ ଜିତିଲେ ବ୍ରୋଞ୍ଜ ଦେଖନ୍ତୁ କେତେ କଷ୍ଟ ସାଧ୍ୟ ଥିଲା ସେହି ସମୟ

ପିଭି ସିନ୍ଧୁ ପ୍ରଥମ ଭାରତୀୟ ମହିଳା ଭାବେ ଦୁଇଟି ଅଲିମ୍ପିକ୍ସ ମେଡାଲ ଜିଣି ଇତିହାସ ରଚିଛନ୍ତି । ବ୍ୟାଡମିଣ୍ଟନ ସିଙ୍ଗଲସ ତୃତୀୟ ସ୍ଥାନ ପାଇଁ ସିନ୍ଧୁ ତାଙ୍କର ଚୀନ ପ୍ରତିପକ୍ଷ ବିଙ୍ଗ ଜିଆଓଙ୍କୁ ହରାଇ ବ୍ରୋଞ୍ଜ ପଦକ ଜିତିଛନ୍ତି। ସେମିଫାଇନାଲରେ ବିଶ୍ବର ନମ୍ବର ୱାନ ଟାଇ ଜୁ ୟିଙ୍ଗଙ୍କଠାରୁ ହାରିଯାଇଥିବା ପିଭି ସିନ୍ଧୁ ଘାଇଲା ବାଘ ପରି ଖେଳିଥିଲେ। ପ୍ରଥମରୁ ହିଁ ତାଙ୍କର ଚୀନ ପ୍ରତିପକ୍ଷଙ୍କ ଉପରେ ପ୍ରଭାବ ବିସ୍ତାର କରି ରଖିଥିଲେ। ତଥାପିବି ମ୍ୟାଚ ରୋଚକ…

Read More

ନେତାଙ୍କ ଛତା ଓ କୁର୍ତ୍ତା -ଆପଣ ହସିବେ କିନ୍ତୁ ଆମକୁ ଶିକ୍ଷା(WATCH)

ନେତାମାନେ ଯେ ଗୁରୁ ଗମ୍ଭୀର ରହିବେ, ସାଧାରଣ ସ୍ଥାନରେ ଏମାନେ ଥଟ୍ଟା ମଜା କରିପାରିବେନି, ଏମାନଙ୍କ ସହିତ କିଛି ଅସାମାନ୍ୟ ଘଟିଗଲେ ଏମାନଙ୍କୁ ଅସହଜ କରିଦିଏ, ଏମିତି ଧାରଣାର ଯୁଗ ଗଲାଣି। ଏବେ ତ ଦିନକୁ ଦିନ ନେତାମାନଙ୍କ ସାଧାରଣ ଜୀବନର ଭିଜୁଆଲ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେମାନେ କେତେ ଅତି ସାଧାରଣ ମଣିଷ, ବିଲକୁଲ ଅନ୍ୟମାନଙ୍କ ଭଳି, ତାହା ସାମ୍ନାକୁ ଆସୁଛି। ଆମେ ଆପଣଙ୍କ ସାମ୍ନାରେ ଦୁଇ ରାଷ୍ଟ୍ରନେତାଙ୍କ ଭିଜୁଆଲ ଆଣିଛୁ ଯ଼ାହାକି…

Read More

ହେପାଟାଇଟିସ ସଂପର୍କରେ କିଛି ଜାଣିବା କଥା

ହେପାଟାଇଟିସ୍‌-ବି ଏଚ୍‌ଆଇଭି ଠାରୁ ଶତ ପ୍ରତିଶତ ସଂକ୍ରାମକ ଏବଂ ବିଶ୍ୱର ସବୁଠାରୁ ବଡ ଘାତକ ରୋଗ ଭାବେ ପରିଗଣିତ ହୋଇଛି । ଏହି ରୋଗ ଦ୍ୱାରା ପ୍ରତ୍ୟେକ ବର୍ଷ ପୃଥିବୀରେ ୧୧ ଲକ୍ଷ ଲୋକ ମୃତ୍ୟୁବରଣ କରୁଛନ୍ତି । ତେବେ ଏହି ରୋଗର ଏକ ଭୟଙ୍କର ଦିଗ ହେଉଛି ବିଶ୍ୱରେ ୪୦ କୋଟି ଲୋକ ଏଥିରେ ସଂକ୍ରମିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ନିଜ ରୋଗ ସମ୍ପର୍କରେ ଜାଣନ୍ତି ନାହିଁ ବୋଲି କହିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍‌…

Read More

କାହିଁକି ଆମେ ଫୁଟଣରେ ସୋରିଷ ପକାଇଥାଉ

ଏମିତି କିଛି ଜିନିଷ ଆମ ଜୀବନ ଶୈଳୀ ସହିତ ରହିଛି ଯ଼ାହାକୁ ଆମେ ଆମ ପୂର୍ବ ପୁରୁଷଙ୍କ ଠାରୁ ସାଧାରଣରେ ଶିଖିଥାଉ କିନ୍ତୁ କେବେବି ପ୍ରଶ୍ନ କରିନଥାଉ। ଯେମିତିକି ଡାଲି ଶିଝେଇ ସାରିବା ପରେ ଛୁଙ୍କ କରିବା ଛୁଙ୍କରେ ସୋରିଷ ଲଙ୍କା ଜିରା ଆଦି ପକାଇବା । ପ୍ରାଚୀନ କାଳରୁ ବହୁ ଗବେଷଣା କରି ଏସବୁ ଜିନିଷକୁ ଆମ ରୋଷେଇରେ ଏସବୁ ଅଳ୍ପ ମାତ୍ରାରେ ପ୍ରତିଦିନ ରଖିବା ଲାଗି ଏଭଳି ବ୍ୟବସ୍ଥା କରାଯାଇଛି। ଆଉ ଏସବୁ ଜିନିଷ…

Read More

କାହିଁକି ମାଙ୍କଡ଼ଙ୍କ ଭିତରେ ହେଲା ଗ୍ୟାଙ୍ଗୱାର

ଦାବି ପୂରଣ ନହେଲେ ଲୋକମାନେ ରାସ୍ତା ଅବରୋଧ କରିବାର ଦେଖିଥିବେ । ଗ୍ୟାଙ୍ଗଷ୍ଟରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଗଲେ ଟ୍ରାଫିକ ଜାମ ହୋଇଯ଼ିବାର ଦେଖିଥିବେ। ହେଲେ ଦୁଇ ଗୋଷ୍ଠୀ ମାଙ୍କଡ଼ଙ୍କ ମଧ୍ୟରେ ଏମିତି ମାଡଗୋଳ ଆରମ୍ଭ ହୋଇଯ଼ାଇଥିଲା ଯେ ଟ୍ରାଫିକ ଜାମ ହୋଇଯ଼ାଇଥିଲା, ଲୋକେ ଦେଖି ତାଜୁବ। ବେଶ୍ କିଛି ସମୟ ଧରି ଚାଲିଥିଲା ମାଙ୍ଗଡ଼ଙ୍କର ଏହି ଖଣ୍ଡ ଯ଼ୁଦ୍ଧ। ତାପରେ ମାଙ୍କଡ଼ମାନେ ଯେମିତି ଆସିଥିଲେ ସେମିତି ଚାଲିଯାଇଥିଲେ ସେମିତି ଚାଲିଯାଇଥିଲେ ଏବଂ ଟ୍ରାଫିକ ସ୍ବାଭାବିକ ହୋଇଥିଲା କିନ୍ତୁ…

Read More

ହାସ୍ୟାଭିନେତା ଗୁଡୁଙ୍କ ବାହାଘର

ହାସ୍ୟାଭିନେତା ଗୁଡୁଙ୍କର କୁତୁକୁତିଆ ଅଭିନୟକୁ ମନେ ପକାଇ ଆପଣ ବାରମ୍ବାର ହସିଥାନ୍ତି। ଫିଲ୍ମ ହେଉ କି ସିରିଏଲ କି ଆଲବମ ଗୁଡୁ ଥିଲେ ହସ ଜମିଥାଏ। ତେବେ ଗୁଡୁଙ୍କୁ ନେଇ ଲେଟେଷ୍ଟ ଖବର ହେଲା ସେ ବାହା ହୋଇଛନ୍ତି। ସେ  ହାତକୁ ଚାରିହାତ ହୋଇଛନ୍ତି। ନିଜର ଦୁଇ ହାତ ସହ ସେ ଜୀବନ ସାଥୀଙ୍କ ଦୁଇ ହାତ ଯୋଡ଼ିଛନ୍ତି। ବାନ୍ଧବୀ ମାମାଙ୍କୁ ନେଇ ନିଜ ସଂସାର ଆରମ୍ଭ କରିଛନ୍ତି ଅଭିନେତା ଗୁଡୁ। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା…

Read More