ଆସିଛିରେ ଆମର୍ ପରବ୍ ନୂଆଁଖାଇ… ସଭେଁ ମିଶିକରି ନୂଆଁ ଖାଏମା ରାଗ ରୁଷାକେ ପାଶରି ଦେଇ, ନୂଆଁଖାଇ ଜୁହାର୍
ଭୁବନେଶ୍ଵର, ୦୧/୦୯ : ଆସିଛିରେ ଆମର୍ ପରବ୍ ନୂଆଁଖାଇ… ସଭେଁ ମିଶିକରି ନୂଆଁ ଖାଏମା ରାଗ ରୁଷାକେ ପାଶରି ଦେଇ। ମାଁ ମାଏଟ କେ ମୁଣ୍ଡିଆ ମାରି କ୍ଷେତେ ରୁକମା ଗୋରସ ଚାଉଲ। ନୂଆ କେଣ୍ଡା ଲାଗି ନରଧି ଯିମା ଗ୍ରାମ ଦେବୀ ମାର ପୋରୁହାଁ ଦେଉଲ। ନୂଆଁଖାଇ ଆମ୍କୁ ବତେଇ ଦେଉଛେ ଭାଇଚାରାଟା ହିଁ ମନୁଷ୍ ଧରମ୍, ବେଦ କହେସି ମୋର ମାଟିର କଥା ବସୁଧୈବ କୁଟୁମ୍ଵକମ୍। ଆଏଜ୍ ହେଉଛେ ପାବନ ନୂଆଁଖାଇ ପରବ। ଇ…
