Blog

ଆପଣଙ୍କ ପିଲାର ମନେ ରହୁନି କି ପାଠ ? ଜାଣନ୍ତୁ କେମିତି ବୃଦ୍ଧି କରାଇବେ ସ୍ମରଣ ଶକ୍ତି

ଭୁବନେଶ୍ଵର, ୧୨/୦୭ : ପିଲାଙ୍କ ପାଠପଢ଼ାକୁ ନେଇ ଅଭିଭାବକମାନେ ଚିନ୍ତାରେ ରହିଥାଆନ୍ତି। ସାଧାରଣତଃ ପିଲାମାନେ ପାଠ ପଢ଼ାରେ ମନଧ୍ୟାନ ଦେଉ ନଥିବା ବେଳେ ପାଠ ମନ ରଖିପାରନ୍ତି ନାହିଁ। ପିଲାଙ୍କ ପାଠ ମନେ ନ ରହିବାର କାରଣ ଜଣା ପଡୁନଥିବା ବେଳେ ଅଭିଭାବକମାନେ ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଚିନ୍ତିତ ରହିଥାଆନ୍ତି। ପିଲାମାନେ ପଢ଼ିଥିବା ପାଠକୁ ମନ ରଖିବା ପାଇଁ ସ୍ମରଣ ଶକ୍ତି ବୃଦ୍ଧିପାଇଁ ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ…

Read More

କେନ୍ଦୁଝର କେ ନକ୍ସ ସିନେମା ହଲ୍‌ରେ ବାଘ ବଜାରୀ ସିନେମା ରିଲିଜ୍

କେନ୍ଦୁଝର, ୦୭/୦୭ : କେନ୍ଦୁଝର ସହରର କାଶଭି ମଲ ସ୍ଥିତ କେ ନକ୍ସ ସିନେମା ହଲରେ ଆଜି ବାଘ ବଜାରୀ ସିନେମାର ରିଲିଜ ହୋଇଛି । ପ୍ରଥମେ ସିନେମାର କଳାକାର ଚିତରଞ୍ଜନ ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଚଳଚ୍ଚିତ୍ରରେ ଅଭିନିତ କଳାକାର, ସୁଟିଂ ହୋଇଥିବା ସ୍ଥାନ ସହ ଚଳଚ୍ଚିତ୍ରର କଥା ବସ୍ତୁ ଉପରେ ସମ୍ୟକ୍ ଧାରଣା ଦେଇଥିଲେ । ଆଜିର ପ୍ରଥମ ଦିନରେ ସିନେମାଟିକୁ ଦେଖିବାକୁ ଦର୍ଶକଙ୍କର ବେଶ୍ ଭିଡ଼ ଦେଖିବାକୁ ମିଳିଥିଲା । ଚଳଚ୍ଚିତ୍ରଟିକୁ…

Read More

ପ୍ରକାଶ ପାଇଲା ଯୁକ୍ତ ୨ କଟ୍ଅଫ୍, କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ

କଟକ, ୦୬/୦୭ : ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ କଟ୍ଅଫ୍ ମାର୍କ। କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ। ପ୍ରଥମ କଟଅଫ୍‌ରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ମନୋନୀତ ହୋଇଛନ୍ତି। ୧୩ ତାରିଖ ମଧ୍ୟରେ ନାମ ଲେଖାଇ ପାରିବେ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀ । ଅଗଷ୍ଟ ୧ରୁ ଆରମ୍ଭ ହେବ ପାଠପଢ଼ା। ରେଭେନ୍ସାରେ ବିଜ୍ଞାନରେ ୯୧.୬୭% କଟ୍ଅଫ୍ ମାର୍କ ଥିବା ବେଳେ, ୨ୟରେ ବାଲେଶ୍ଵର ଏଫ୍‌ଏମ୍ କଲେଜ-୯୦%। ୩ୟରେ…

Read More

ଜାଣନ୍ତୁ ଗର୍ଭବତୀ ମହିଳାଙ୍କ ଓଜନ କମାଇବା ଉପାୟ

ଭୁବନେଶ୍ଵର, ୦୫/୦୭ : ପ୍ରତି ମହିଳାଙ୍କ ସ୍ଵପ୍ନ ଥାଏ ମାଆ ହେବା। ମାତ୍ର ଏହି ଖୁସି ଆସିବା ସହିତ କିଛି ଦାୟିତ୍ଵ ଏବଂ ଅସୁବିଧା ମଧ୍ୟ ଆଣିକି ଆସିଥାଏ। ଏହି ଅସୁବିଧା ଭିତରେ ସବୁଠୁ ବଡ଼ ଚିନ୍ତା ହେଉଛି କି ମହିଳାଙ୍କ ଓଜନ ବଢ଼ିବା। ଗର୍ଭବତୀ ହେବା ପରେ ଓଜନ ବଢ଼ିବା ଏକ ସାଧାରଣ କଥା। ମା ହେବା ପରେ ଭାରୀ କାମ କରିବା ସହିତ ଚାଲିବା ଟିକେ କ​‌ଷ୍ଟ ହୋଇପଡ଼େ। ଏହିସବୁ ଅସୁବିଧାରୁ ମୁକ୍ତି ପାଇବାକୁ…

Read More

ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ବାଘ ବଜାରୀ Dance of Tigers

ଭୁବନେଶ୍ଵର, ୦୩/୦୭ : ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ବାଘ ବଜାରୀ Dance of Tigers। କଟକ ଏବଂ ଭୁବନେଶ୍ଵରର ଆଇନକ୍ସରେ ଏହି ଫିଲ୍ମଟି ପ୍ରସାରଣ ହେଉଛି। ନିଚ୍ଛକ କାହାଣୀ ଏବଂ ସତ୍ୟ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ସମସ୍ତଙ୍କ ମନକୁ ଛୁଇଁବ ବୋଲି ଚଳଚ୍ଚିତ୍ର ନିର୍ମାତାଙ୍କର ଆଶା ରହିଛି। ଏହି ଚଳଚ୍ଚିତ୍ରର କାହାଣୀ ୪ ବନ୍ଧୁ ସେମାନଙ୍କର ବାଲ୍ୟକାଳର ଶିକ୍ଷକଙ୍କୁ ମନେ ପକାଇ ତାଙ୍କୁ ଦେଖା କରିବା ଲାଗି ବାହାରିଛନ୍ତି। ଘଟଣାଚକ୍ରରେ ଏମାନେ ବାଘ…

Read More

ମହିଳାଙ୍କ ପାଇଁ ବରଦାନ ଅଶ୍ବଗନ୍ଧା, ବଢାଏ ପ୍ରଜନନ କ୍ଷମତା

ଭୁବନେଶ୍ୱର, ୧/୦୬ : ଅଶ୍ୱଗନ୍ଧା ଏକ ବହୁତ ଉପକାରୀ ଆୟୁର୍ବେଦିକ ଔଷଧ । ଶହ ଶହ ବର୍ଷ ଧରି ଏହାକୁ ଅନେକ ରୋଗରୁ ଉପସମ ପାଇଁ ବ୍ୟବହାର କରାଯାଉଛି । ଏହାକୁ ଇଣ୍ଡିଆନ ୱିଣ୍ଟର ଚେରୀ ବା ଇଣ୍ଡିଆନ ଜିନସେଙ୍ଗ ବୋଲି କୁହାଯାଇଥାଏ । ଅଶ୍ୱଗନ୍ଧା ସମସ୍ତଙ୍କ ପାଇଁ କାମରେ ଆସିଥାଏ । ହେଲେ ବିଶେଷ ଭାବେ ଏହା ମହିଳାଙ୍କର କିଛି ସ୍ୱତନ୍ତ୍ର ସମସ୍ୟା ଦୂର କରିବାରେ ଉପଯୋଗୀ ହୋଇଥାଏ । ଅଶ୍ୱଗନ୍ଧା ଏକ ଔଷଧୀୟ ବୃକ୍ଷ…

Read More

ସୌନ୍ଦର୍ଯ୍ୟ ବୃଦ୍ଧିରେ ଗ୍ଲିସେରିନ୍, ଜାଣନ୍ତୁ କିପରି କରିବେ ବ୍ୟବହାର…

ଭୁବନେଶ୍ୱର, ୩୦/୦୬ : ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାନ୍ତି । ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ବ୍ୟବହାର କରିବା ସହ ବିଭିନ୍ନ ଉପଚାର କରିଥାନ୍ତି । ଶରୀରକୁ ସୁନ୍ଦର କରିବାରେ ଗ୍ଲିସେରିନର ଭୂମିକା ଅନେକ ରହିଛି । ଜାଣନ୍ତୁ ସୌନ୍ଦର୍ଯ୍ୟକୁ ଏହାକୁ ବ୍ୟବହାର କରିବେ କିପରି? ଗ୍ଲିସେରିନକୁ କେବେ ସିଧାସଳଖ ବ୍ୟବହାର କରନ୍ତୁ ନାହିଁ । ବରଂ ଏହାକୁ ଗୋଲାପ ଜଳ କିମ୍ବା ମିନେରାଲ ୱାଟରରେ ମିଶାଇ ବ୍ୟବହାର କରନ୍ତୁ । ଗ୍ଲିସେରିନକୁ…

Read More

ପିଲାଙ୍କ ଶାରିରୀକ ବିକାଶ ସହ ସୁସ୍ଥା ରହିବା ଜରୁରୀ, ଆପଣଙ୍କ ପିଲାଙ୍କୁ ଦିଅନ୍ତୁ ଏହି ସୁପର ଫୁଡସ୍

ଭୁବନେଶ୍ଵର, ୨୯/୦୬ : ପ୍ରତ୍ୟେକ ମା’ ନିଜ ପିଲାକୁ ଦୁନିଆର ସବୁଠାରୁ ଭଲ ଓ ପୋଷଣଯୁକ୍ତ ଖାଦ୍ୟ ଦେବାକୁ ଚାହାଁନ୍ତି। ଯାହାଦ୍ୱାରା ସେମାନଙ୍କ ପିଲା ଶାରିରୀକ ବିକାଶ ସହ ସୁସ୍ଥ ରହିବ। ଏଥିପାଇଁ ପ୍ରଥମେ ପିଲାର ଖାଦ୍ୟରେ କ’ଣ କ’ଣ ସାମିଲ୍ କରିବା ଉଚିତ୍‌ ତାହା ଜାଣିବା ଦରକାର। ଅନେକ ସମୟରେ ଛୋଟ ପିଲାଙ୍କ ଜିଦି ଆଗରେ ଅଭିଭାବକ ବାଧ୍ୟ ହୋଇ ସ୍ୱାଦିଷ୍ଟ ନାଁରେ ଏଣୁତେଣୁ ଖାଦ୍ୟ ଦେଇଥାନ୍ତି । ଏହାବ୍ୟତୀତ କେବେ କେବେ ବହୁ ବିକଳ୍ପ…

Read More

ଯାଆଁଳା ଛୁଆ ଜନ୍ମ ହେବାର କାରଣ, ଜାଣନ୍ତୁ…

ଭୁବନେଶ୍ଵର, ୨୬/୦୬ : ମା’ କୋଳରେ ଛୁଆଟିଏ ଜନ୍ମ ନେବା ଅର୍ଥାତ୍ ଏହା ଭଗବାନ ସୃଷ୍ଟି। ଭଗବାନ ଚାହିଁଲେ ହିଁ ବାପା ମା’­ଙ୍କ କୋଳକୁ ସନ୍ତାନଟିଏ ଆସିଥାଏ। ପୁଣି ସେହି ଛୁଆର କୁଆଁ କୁଆଁ ରାବରେ ଘରେ ଏକ ପ୍ରକାର ଖୁସିର ଲହରି ଖେଳିଯାଏ। କିନ୍ତୁ କଥା ହେଲା କି ଆପଣଙ୍କ ମନରେ ବି ଏହି ପ୍ରଶ୍ନ ସବୁବେଳେ ଆସିଥିବ ଯେ କିଛି ମହିଳା କିଭଳି ଏକସଙ୍ଗେ ଏକରୁ ଅଧିକ ପିଲାଙ୍କୁ ଜନ୍ମ ଦିଅନ୍ତି । ଦୁଇ…

Read More