ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଛି ଭାରତ, ଏହି ଅବସରରେ ଜାଣନ୍ତୁ ସ୍ଵାଧିନତା ଦିବସ ସମ୍ପର୍କିତ କିଛି ଜଣା ଅଜଣା କଥା…
ଭୁବନେଶ୍ଵର,୧୫/୮ : ୭୬ତମ ସ୍ୱାଧୀନତା ଦିବସ ସଗର୍ବେ ପାଳନ କରୁଛି ଭାରତ। ଚାରିଆଡ଼େ ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ। ସବୁଠି ଆନନ୍ଦଉଲ୍ଲାସର ମାହୋଲ । ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନା ଉକୁଟି ଉଠୁଛି । ସ୍ୱାଧୀନତାର ଏହି ଅମୃତ ମହୋତ୍ସବକୁ ନେଇ ସମସ୍ତେ ଉନ୍ମାଦିତ, ଉଲ୍ଲସିତ ଓ ଉତ୍ଫୁଲ୍ଲିତ । ଚଳିତବର୍ଷ ଭାରତ ସରକାର ଦେଶର ଏହି ମହାନ୍ ପର୍ବକୁ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି । ଏଥିପାଇଁ ନୂଆ ଅଭିଯାନ ‘ହର୍ ଘର୍ ତିରଙ୍ଗା’ ଆରମ୍ଭ…
