ପିଲାଙ୍କ ମନରେ ଅଛି କି ଷ୍ଟେଜ୍ ଫିଅର୍ ? କିପରି କରିବେ ଦୂର…

ଭୁବନେଶ୍ଵର, ୨୮/୦୯ : ପିଲାମାନେ ସ୍କୁଲରେ ପଢିବା ସମୟରେ ଅଲଗା ଅଲଗା ଇଭେଣ୍ଟ୍‌ରେ ଅଂଶଗ୍ରହଣ କରିଥାନ୍ତି । ଏହି ସମୟରେ ଅଧିକାଂଶ ପିଲାଙ୍କ ମନରେ ଷ୍ଟେଜ୍‌ ବା ମଞ୍ଚକୁ ନେଇ ଭୟ ରହିଥାଏ ଅର୍ଥାତ ମଞ୍ଚକୁ ଯିବାକୁ ଭୟ କରିଥାନ୍ତି । ଯଦି ଆପଣଙ୍କ ପିଲା ମନରେ ଷ୍ଟେଜ୍‌ ଫିଅର୍‌ ବା ମଞ୍ଚ ଭୟ ରହିଥାଏ, ତେବେ ଅଭିଭାବକ ଭାବେ ତାଙ୍କ ମନରୁ ସେ ଭୟ ଦୂର କରିବା ଆପଣଙ୍କ ଦାୟିତ୍ୱ । ଏଥିପାଇଁ ପିଲା ମନରେ…

Read More

ଚିକେନପକ୍ସ ଠାରୁ ପିଲାଙ୍କୁ କିପରି ରଖିବେ ସୁରକ୍ଷିତ, ଜାଣନ୍ତୁ ଏହାର ଲକ୍ଷଣ…

ଭୁବନେଶ୍ଵର, ୨୦/୯ : ଭେରିସେଲା-ଜୋଷ୍ଟର ଭାଇରସ କାରଣରୁ ହୋଇଥାଏ ଚିକେନପକ୍ସ। ଏହା ଏକ ସଂକ୍ରାମକ ରୋଗ। ବୈଜ୍ଞାନିକଙ୍କୁ ଏହି ପ୍ରାଣଘାତୀ ଚିକେନପକ୍ସର ନୂଆ ଭାରିଆଣ୍ଟ ଭାରତରେ ମିଳିଛି। ଚିକେନପକ୍ସର ଏହି ଭାରିଆଣ୍ଟକୁ କ୍ଲେଡ-୯ କୁହାଯାଉଛି। ଭେରିସେଲା ଜୋଷ୍ଟର ଭାଇରସ ମାଧ୍ୟମରେ ବ୍ୟାପି ଥିବା ଏହି ରୋଗ ଭାରତରୁ ପ୍ରଥମେ ଆମେରିକା, ବ୍ରେଟେନ ଓ ଜର୍ମାନୀ ଭଳି ଦେଶରେ ବ୍ୟାପି ସାରିଛି। ଚିକେନପକ୍ସର ନୂଆ ଭାରିଆଣ୍ଟର ମାମଲା ଭାରତରେ ମିଳିବା ପରେ ଲୋକେ ଚିନ୍ତାରେ ପଡ଼ି ଯାଇଛନ୍ତି। ଏହି…

Read More

ମୋବାଇଲ୍‌ ଓ ଇଣ୍ଟରନେଟ୍‌ର ନକାରାତ୍ମକ ପ୍ରଭାବ, ନିୟନ୍ତ୍ରିତ କରନ୍ତୁ ପିଲାଙ୍କ ସ୍କ୍ରିନ୍‌ ସମୟ

ଭୁବନେଶ୍ଵର, ୧୪/୯ : ଗୋଟେ ପଟେ ମୋବାଇଲ୍‌ ଓ ଇଣ୍ଟରନେଟ୍‌ ପିଲାଙ୍କୁ ସ୍ମାର୍ଟ ଓ ଟେକ୍‌-ଫ୍ରେଣ୍ଡଲୀ କରୁଥିବା ବେଳେ ଅନ୍ୟପଟେ ପିଲା ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ । ଆଜିକାଲିର ବାପାମା’ଙ୍କ ପାଇଁ ପିଲାଙ୍କୁ ମୋବାଇଲ୍‌ ନଦେବା ଏକ ଚ୍ୟାଲେଞ୍ଜ ହୋଇପଡିଲାଣି । ଅଭିଭାବକ ପିଲାଙ୍କୁ ସମ୍ପୂର୍ଣ୍ଣ ମୋବାଇଲ୍‌ ଦେଇପାରୁ ନାହାଁନ୍ତି, କିମ୍ବା ପୁରା ମନା କରି ମଧ୍ୟ ଚ୍ୟାଲେଞ୍ଜକୁ ସାମ୍‌ନା କରିପାରୁ ନାହାଁନ୍ତି । ତେଣୁ ସେମାନେ ତ୍ରିଶଙ୍କୁ ସ୍ଥିତିରେ ରହୁଛନ୍ତି । ପିଲା ହାତରେ…

Read More

କେବିସି ଷ୍ଟାଇଲ୍‌ରେ ପାଠ ପଢାଉଛନ୍ତି ଏହି ସାର୍, ଖେଳ ଖେଳରେ ପିଲାଙ୍କୁ ଶିଖାନ୍ତି ଗଣିତ-ବିଜ୍ଞାନ

ଭୁବନେଶ୍ଵର, ୦୫/୦୯ : ଆଜି ପବିତ୍ର ଗୁରୁ ଦିବସ। ଗୁରୁ-ଶିଷ୍ୟ ପରମ୍ପରା ବହୁପ୍ରାଚୀନ। ବିଦ୍ୟାର୍ଥୀର ଉଚିତ୍‌ ମାର୍ଗଦର୍ଶକ ହେଉଛନ୍ତି ଗୁରୁ । ଗୁରୁଙ୍କ ଅବଦାନକୁ ସମ୍ମାନ ଓ ସ୍ମରଣ କରିବା ଲାଗି ପ୍ରତି ବର୍ଷ ସେପ୍ଟେମ୍ବର ୫ ତାରିଖରେ ପାଳନ କରାଯାଏ ଗୁରୁ ଦିବସ। ଆଜି ଆମେ ଏଭଳି ଜଣେ ଗୁରୁଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଅମିତାଭ ବଚ୍ଚନଙ୍କ କେବିସି ଷ୍ଟାଇଲ୍‌ରେ ପଢାନ୍ତି ପାଠ। ଓଡ଼ିଶାର ବରଗଡ଼ ଜିଲ୍ଲାର ପୁଜହରିପାଲି ଗ୍ରାମର ଶିକ୍ଷକ ସୁବାଷ ଚନ୍ଦ୍ର…

Read More

ସ୍କୁଲରେ ଘୁମେଇଲେ ପିଲାଙ୍କୁ ଜରିମାନା

ନୂଆଦିଲ୍ଲୀ, ୦୪/୦୯ : ସ୍କୁଲରେ ଘୁମାଇଲେ କିମ୍ବା ଶୋଇଲେ ପିଲାଙ୍କୁ ଜରିମାନା। ଚୀନ୍‌ର ଏକ ପ୍ରାଥମିକ ବିଦ୍ୟାଳୟ ଏହି ଘୋଷଣା କରିବା ପରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ନେଇ ବିତର୍କ ମଧ୍ୟ ଆରମ୍ଭ ହୋଇଯାଇଛି । ଦ୍ୱିପ୍ରହରରେ ପିଲା ଡେସ୍କ କିମ୍ବା ମ୍ୟାଟ୍‌ରେ ଶୋଇପଡ଼ିଲେ ସେମାନଙ୍କୁ ୯୦ ଆମେରିକୀୟ ଡଲାର ବା ପ୍ରାୟ ୭, ୪୫୦ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ଗୁଆଙ୍ଗଡୋଙ୍ଗ୍‌ ପ୍ରଦେଶରେ ଥିବା ଜିଶେଙ୍ଗ୍‌ ପ୍ରାଇମେରୀ ସ୍କୁଲ…

Read More

ସ୍କୁଲରୁ ଆସିବା ପରେ ଚିଡ଼ଚିଡ଼ା ହେଉଛନ୍ତି କି ଆପଣଙ୍କ ପିଲା, ଜାଣନ୍ତୁ କିଭଳି ସମ୍ଭାଳିବେ…

ନୂଆଦିଲ୍ଲୀ, ୦୧/୦୯: ପ୍ରତି ପିଲାଙ୍କର ଅଲଗା ଅଲଗା ପ୍ରକାରର ସ୍ୱଭାବ ଥାଏ । କିଛି ପିଲା ସ୍କୁଲ ଯିବା ସମୟରେ ଖୁବ୍‌ ଖୁସି ହୋଇଥାନ୍ତି, ଆଉ ସ୍କୁଲର ପୂରା ସମୟକୁ ଖୁସି ମନରେ ଉପଭୋଗ କରିଥାନ୍ତି । କିନ୍ତୁ ଘରକୁ ଆସିବା ପରେ ଏହି ପିଲାଙ୍କର କାନ୍ଦିବା ଓ ଚିଡ଼ି ଚିଡ଼ା ସ୍ୱଭାବ ଆରମ୍ଭ ହୋଇଯାଏ । ଏହି ସ୍ଥିତିରେ ଅନେକ ସମୟରେ ମାଆଙ୍କ କଥା ଶୁଣିବାକୁ ମିଳେ କି ତୁମେ ସ୍କୁଲରେ ତ ବହୁତ ଖୁସି…

Read More

ଛାଡ଼ପତ୍ର ପରେ ପିଲାର ନିଅନ୍ତୁ ଖାସ୍ ଯତ୍ନ, ବୁଝନ୍ତୁ ପିଲାର ମାନସିକତା

ଭୁବନେଶ୍ଵର, ୧୭/୮ : ବିବାହ ହେଉଛି ଏକ ବୁଝାମଣା । ଅନେକ ସମୟରେ ବୁଝାମଣା ଅଭାବରୁ ବିବାହିତ ଦମ୍ପତିଙ୍କ ଜୀବନରେ ଛାଡପତ୍ର ଭଳି ସମୟ ଆସିଥାଏ । ଏହା ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି, ଯାହା ଉଭୟଙ୍କ ଜୀବନକୁ ବିଭିନ୍ନ ଦିଗରୁ ପ୍ରଭାବିତ କରିଥାଏ । ଯଦି ସେହି ଦମ୍ପତିଙ୍କ ଜୀବନରେ ସନ୍ତାନ ଥାଆନ୍ତି, ତେବେ ଏହାର ବହୁ ନକାରାତ୍ମକ ପ୍ରଭାବ ସେମାନଙ୍କ ପିଲା ଉପରେ ମଧ୍ୟ ପଡିଥାଏ । ଏପରିକି ଛାଡପତ୍ର ଯୋଗୁ ପିଲାମାନେ ମଧ୍ୟ…

Read More

ଘରୋଇ ସ୍କୁଲକୁ ମିଳିବ ମାଗଣା ବହି

ଭୁବନେଶ୍ଵର, ୧୦/୦୮ : ରାଜ୍ୟର ଘରୋଇ ତଥା ଅଣ ଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦିଆଯିବ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପରି ମାଗଣା ପାଠ୍ୟପୁସ୍ତକ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । 5T ଉପକ୍ରମରେ ଏହି ଯୋଜନା ହାତକୁ ନିଆଯାଇଛି। ଆଗାମୀ ଶିକ୍ଷାବର୍ଷ ୨୦୨୪-୨୫ରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ପାଠ୍ୟପୁସ୍ତକ ରାଜ୍ୟ ସରକାର ଯୋଗାଇ ଦେବେ। ଏହା ଦ୍ୱାରା ରାଜ୍ୟର ୩୬୨୦ଟି ଘରୋଇ…

Read More

ଶିଶୁ ଚାଲାଣରେ ଆଗରେ ଓଡ଼ିଶା, ୫ ବର୍ଷ ମଧ୍ୟରେ ଚାଲାଣ ହୋଇଛନ୍ତି ୧୧୦୫

ଭୁବନେଶ୍ଵର, ୦୪/୦୮ : ରାଜ୍ୟରେ ବଢ଼ିଚାଲିଛି ନାବାଳକ-ବାଳିକା (୧୮ ବର୍ଷରୁ କମ୍‌) ଚାଲାଣ । ପଡ଼ୋଶୀ ରାଜ୍ୟମାନଙ୍କର ରେକର୍ଡ ଭାଙ୍ଗିଛି ଓଡ଼ିଶା । ଗତ ୫ ବର୍ଷ ମଧ୍ୟରେ (୨୦୧୭-୨୧) ମଧ୍ୟରେ ରାଜ୍ୟରୁ ୧୧୦୫ ଜଣ ଚାଲାଣ ହୋଇଛନ୍ତି । କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ରାଜ୍ୟସଭାରେ ଦେଇଥିବା ସୂଚନାରୁ ଏହା ଜଣାପଡିଛି । ଓଡ଼ିଶାରେ ପିଲା ଚାଲାଣ ୪ଗୁଣରୁ ଅଧିକ ବୃଦ୍ଧି ପାଇଛି । ୨୦୧୭ ମସିହାରେ ରାଜ୍ୟରୁ ୧୧୭ଜଣ…

Read More

ଭୁବନେଶ୍ୱରରେ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ, ଜୁଲାଇ ୨୨ ପର୍ଯ୍ୟନ୍ତ ତିନିଦିନ ବ୍ୟାପୀ ଚାଲିବ

ଭୁବନେଶ୍ୱର, ୨୧/୦୭ : ସିନେମା ଦେଖିବା, ଶିଖିବା ଏବଂ ବନେଇବାର ପ୍ରୟାସ କରିବା। ସୃଜନଶୀଳତା, କଳ୍ପନାକୁ ରୂପ ଦେବା ସହ ସିନେମାର ଯାଦୁକୁ ଅନ୍ୱେଷଣ କରିବା । ଏମିତି ସୁଯୋଗ ଆଣି ଦେଇଛି ଭୁବନେଶ୍ୱର ଶିଶୁ ଚଳଚ୍ଚିତ୍ର ମହୋତ୍ସବ । ରାଜଧାନୀ ଭୁବନେଶ୍ୱରରେ ଗୁରୁବାର ଠାରୁ ୧୦-୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଏହି ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହୋଇଛି । ଏହା ଭୁବନେଶ୍ୱର ଫିଲ୍ମ ସୋସାଇଟି ଦ୍ୱାରା ଆୟୋଜନ କରାଯାଇଛି । ଜୁଲାଇ ୨୨…

Read More