ଆଉ ଜଣେ ସ୍ଵୟଂସିଦ୍ଧା ସୀମା ରାଓ… ଦେଶ ପାଇଁ ଦୀର୍ଘ 20 ବର୍ଷ ହେଲା ଦେଉଛନ୍ତି ନିଃଶୁକ୍ଳ ସେବା, ଯବାନଙ୍କୁ ଦେଉଛନ୍ତି ମାର୍ସଲ ଆର୍ଟ ଶିକ୍ଷା
ନୂଆଦିଲ୍ଲୀ, 24/08 : ପୁରୁଷ ପ୍ରଧାନ ସମାଜରେ ପୁରୁଷଙ୍କୁ ପଛରେ ପକାଇ ଆଜି ଢେର ଆଗକୁ ବଢିଛି ନାରୀ। ନିଜ କୌଶଳ ବଳରେ ଲେଖିଛି ନୂଆ ଇତିହାସ। ଏବେ ଦେଶର ନାରୀମାନେ କେବଳ ଚୂଲୀ ମୁଣ୍ଡରେ ସୀମିତ ନାହାଁନ୍ତି, ନିଜର ଅଦମ୍ୟ ସାହସ ଦେଖାଇ ସେ ହୋଇପାରିଛି ଜଗତଜିତା। ଆଜି ଏଭଳି ଜଣେ ନାରୀ ଶକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଦୀର୍ଘ 20 ବର୍ଷ ହେଲା ନିଃସ୍ଵାର୍ଥପର ଭାବରେ ଦେଶସେବା କରି ଆସୁଛନ୍ତି। 7 ଡିଗ୍ରୀ…
