ସୌନ୍ଦର୍ଯ୍ୟ ବୃଦ୍ଧିରେ ଗ୍ଲିସେରିନ୍, ଜାଣନ୍ତୁ କିପରି କରିବେ ବ୍ୟବହାର…

ଭୁବନେଶ୍ୱର, ୩୦/୦୬ : ମହିଳାମାନେ ସବୁବେଳେ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାନ୍ତି । ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ବ୍ୟବହାର କରିବା ସହ ବିଭିନ୍ନ ଉପଚାର କରିଥାନ୍ତି । ଶରୀରକୁ ସୁନ୍ଦର କରିବାରେ ଗ୍ଲିସେରିନର ଭୂମିକା ଅନେକ ରହିଛି । ଜାଣନ୍ତୁ ସୌନ୍ଦର୍ଯ୍ୟକୁ ଏହାକୁ ବ୍ୟବହାର କରିବେ କିପରି? ଗ୍ଲିସେରିନକୁ କେବେ ସିଧାସଳଖ ବ୍ୟବହାର କରନ୍ତୁ ନାହିଁ । ବରଂ ଏହାକୁ ଗୋଲାପ ଜଳ କିମ୍ବା ମିନେରାଲ ୱାଟରରେ ମିଶାଇ ବ୍ୟବହାର କରନ୍ତୁ । ଗ୍ଲିସେରିନକୁ…

Read More

ପଟିଆଲା ସୁଟ୍‌ ସହିତ ପିନ୍ଧନ୍ତୁ ଷ୍ଟାଇଲିସ୍ ମୋଜରି, ଦେଖାଯିବ ସୁନ୍ଦର

ଭୁବନେଶ୍ଵର, ୨୩/୦୬ : ଝିଅମାନେ ସାଧାରଣତଃ ସୁନ୍ଦର ଦେଖାଯିବାକୁ ଅନେକ ଡିଜାଇନ୍‌ର ଫୁଟ୍‌ୱିୟର୍‌ ପିନ୍ଧନ୍ତି। ଅନେକ ଡିଜାଇନ୍‌ ର ଫୁଟୱିୟର ବଜାରରେ ମଧ୍ୟ ଉପଲବ୍ଧ ହେଉଛି। କିଛି ମହିଳା ଥାଆନ୍ତି ଯିଏ ଆରାମ ଅନୁଯାୟୀ ଫୁଟୱିୟର୍‌ ପିନ୍ଧନ୍ତି । ଆଉ କିଛି ଷ୍ଟାଇଲ୍‌ ଏବଂ ଡିଜାଇନର୍‌ ଫୁଟୱିୟର୍‌ ପିନ୍ଧିବାକୁ ପସନ୍ଦ କରନ୍ତି । ଯଦି ଆପଣ ବି ଡିଜାଇନର୍‌ ଏବଂ ଆରାମଦାୟକ ଫୁଟୱିୟର୍‌ ପିନ୍ଧିବାକୁ ଚାହୁଁଥିବେ ତେବେ ମୋଜରି ପିନ୍ଧିପାରିବେ । ପଟିଆଲା ସୁଟ୍‌ ସହିତ ଏହା…

Read More

ଯୋଗ ଦିବସ

ଭୁବନେଶ୍ଵର, ୨୧।୬ : ଯୋଗାଭ୍ୟାସର ଅସଂଖ୍ୟ ସୁଫଳର ପ୍ରୋତ୍ସାହନ ନିମନ୍ତେ ପ୍ରତି ବର୍ଷ ଜୁନ୍‌ ୨୧ ତାରିଖରେ ପାଳିତ ହୁଏ ବିଶ୍ୱ ଯୋଗ ଦିବସ । ଦ୍ରୁତ ଓ ଆଧୁନିକ ଜୀବନରେ ସନ୍ତୁଳନ ରକ୍ଷାର ଗୁରୁତ୍ୱ ଉପରେ ଏହା ଆଲୋକପାତ କରେ । ଏଥିସହିତ ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସଦ୍‌ଭାବକୁ ପ୍ରୋତ୍ସାହିତ କରେ । ଯୋଗ ଏକାଗ୍ରତା ବଢ଼ାଏ, ଚାପ ହ୍ରାସ କରେ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ଉପରେ ଫୋକସ୍‌ କରେ । ଚଳିତ ବର୍ଷ…

Read More

ପିଲାଙ୍କୁ ଶିଖାନ୍ତୁ ସଞ୍ଚୟର ଗୁରୁତ୍ୱ, ସେମାନେ ବୁଝିପାରିବେ ଅର୍ଥର ଗୁରୁତ୍ଵ

ଭୁବନେଶ୍ଵର, ୧୮/୬ : ମହଙ୍ଗା ଦୁନିଆରେ ଛୋଟବେଳୁ ପିଲାଙ୍କୁ ଶିଖାନ୍ତୁ ସଞ୍ଚୟର ଗୁରୁତ୍ୱ। ପିଲାଙ୍କୁ ପାଠ ପଢ଼ାଇ ମଣିଷ କରିବା ଅଭିଭାବକଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି । ତେଣୁ ଏହି ପରିସ୍ଥିତିରେ ପିଲାଙ୍କୁ ଟଙ୍କାର ପ୍ରକୃତ ମୂଲ୍ୟ ବୁଝାଇବା ଖୁବ୍‌ ଜରୁରି । ପିଲାଟିଏ ଟଙ୍କାର ପ୍ରକୃତ ମୂଲ୍ୟ ବୁଝିବା ଦ୍ୱାରା ହିଁ ତା’ ଖର୍ଚ୍ଚରେ ପରିବର୍ତ୍ତନ ଆସିଥାଏ । ତେଣୁ ଛୋଟ ବେଳୁ ହିଁ ପିଲାକୁ ଅର୍ଥର ମୂଲ୍ୟ ବୁଝାଇବାକୁ ପ୍ରୟାସ କରନ୍ତୁ । ଫଳରେ…

Read More

ଏହି ସବୁ ଯୋଗାସନ କଲେ ଆପଣଙ୍କ ପିଲା ରହିବେ ଫିଟ୍, ବିକଶିତ ହେବ ଶାରିରୀକ ଏବଂ ମାନସିକ ଗଠନ

ଭୁବନେଶ୍ଵର, ୨୪/୦୪ : ପିଲାମାନଙ୍କ ସୁସ୍ଥ ଶରୀର ଗଠନ ପାଇଁ ଆପଣାନ୍ତୁ ଏହି ସବୁ ଯୋଗାସନ। ଏହା ଦ୍ଵାରା ସେମାନେ ଉଭୟ ଶାରିରୀକ ଏବଂ ମାନସିକ ଭାବରେ ଫିଟ୍ ରହିବେ। ସେମାନଙ୍କର ବ୍ରେନ୍ ବୁଷ୍ଟ ହେବ। ତେବେ ଆସନ୍ତୁ ଜାଣିବା ଏହି ସବୁ ଯୋଗାସନ ବିଷୟରେ… ବୃକ୍ଷାସନ- ଏହି ଆସନ କରିବା ଦ୍ଵାରା ପିଲାମାନଙ୍କ ମାନସିକ ସନ୍ତୁଳନ ଠିକ୍ ରହିବ। ପାଦ ଗୁଡ଼ିକୁ ଶକ୍ତି ମିଳିବ।  ପ୍ରାଣାୟମ- ପିଲାମାନେ ସ୍ମାର୍ଟ ହେବା ପାଇଁ ପ୍ରତି ଦିନ ପ୍ରାଣାୟମ…

Read More

ୱାଶିଂ ମେସିନ୍‌ରେ ସଫା କରନ୍ତୁନି ଏହି ୪ ପ୍ରକାରର ପୋଷାକ

ଭୁବନେଶ୍ଵର, ୧୬/୦୪ : ଅଧିକାଂଶ ଲୋକ ପୋଷାକ ସଫା କରିବା ପାଇଁ ଘରେ ୱାଶିଂ ମେସିନ୍‌ର ବ୍ୟବହାର କରିଥାନ୍ତି । ଏମାନଙ୍କ ମଧ୍ୟରୁ ଅନେକଙ୍କୁ ଜଣା ନଥାଏ ଯେ କେଉଁ ପୋଷାକ ୱାଶିଂ ମେସିନ୍‌ରେ ସଫା କରିବା ଉଚିତ୍‌ । ଫଳରେ ସବୁ ପୋଷାକପତ୍ରକୁ ୱାଶିଂ ମେସିନ୍‌ରେ ପକାଇ ସଫା କରିଥାନ୍ତି । କିନ୍ତୁ ଆପଣ ଜାଣିନାହାଁନ୍ତି  ଏହା ପୋଷାକକୁ ଖରାପ କରିଥାଏ। ତେବେ ଆସନ୍ତୁ ଜାଣିବା କେଉଁ ପୋଷାକକୁ ୱାଶିଂ ମେସିନ୍‌ରେ ସଫା କରିବା ଉଚିତ୍…

Read More

ପ୍ରବଳ ଖରା ଓ ଗରମ କାରଣରୁ ଲାଲ ପଡ଼ିଯାଏ ତ୍ୱଚା, ଜାଣନ୍ତୁ ଉପଚାର…

ଭୁବନେଶ୍ଵର, ୧୨/୦୪ : ପ୍ରବଳ ଖରା ଓ ଗରମ କାରଣରୁ କୋମଳ ତ୍ୱଚା ଲାଲ ପଡ଼ିଯାଇ ଥାଏ । ତ୍ୱାଚାରେ ଏହି ରେଡ୍‌ନେସ୍‌ ଅନେକ ଥର ସନବର୍ନ ବା ଆଲର୍ଜିକ ରିଆକ୍ସନ କାରଣରୁ ବି ହୋଇଥାଏ। ଯଦି ଆପଣଙ୍କର ଏଭଳି ହେଉଛି ତେବେ କିଛି ଘରୋଇ ଉପାୟ ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ। ତ୍ୱଚାକୁ ଲାଲ୍‌ ପଡ଼ିବାରୁ ସୁରକ୍ଷା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ ଗୋଲାପ ଜଳ- ଗରମ ଦିନରେ ତ୍ୱଚାରେ ଗୋଲାପ…

Read More

୫ ଘଣ୍ଟାରୁ କମ୍ ଶୋଉଥିବା ଲୋକଙ୍କୁ ହୋଇପାରେ ଏହି ଭୟଙ୍କର ରୋଗ…

ଭୁବନେଶ୍ଵର,୯/୪ : ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଲୋକେ ଅନେକ ଭୁଲ କରି ବସୁଛନ୍ତି। କାମ ପାଇଁ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ ପାରୁନାହାଁନ୍ତି। ଯେଉଁଥିପାଇଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କିଛି ଲୋକ ଅଛନ୍ତି ଯେଉଁମାନେ ରାତିରେ ବି କାମ କରନ୍ତି। ଯାହାଦ୍ୱାରା ନିଦ ସମ୍ପୂର୍ଣ୍ଣ ହୁଏନାହିଁ। କିନ୍ତୁ ଆପଣ ଜାଣନ୍ତି କି ନିଦ୍ରା ଅଭାବରୁ ଶରୀରରେ ଅନେକ କ୍ଷତି ହୋଇପାରେ। ଯେଉଁମାନେ ପାଞ୍ଚ ଘଣ୍ଟାରୁ କମ୍ ଶୋଇଥାନ୍ତି ସେମାନଙ୍କର ଦିନକୁ ସାତରୁ ଆଠ…

Read More

ମହିଳାମାନେ କାହିଁକି ପିନ୍ଧନ୍ତି ଗୋଡମୁଦି, ଜାଣିଛନ୍ତି କି ?

ଭୁବନେଶ୍ଵର, ୦୬/୦୪ : ହିନ୍ଦୁ ଧର୍ମରେ ମହିଳାମାନେ ଗୋଡମୁଦି ପିନ୍ଧିବା ବିବାହିତାର ସଂକେତ ହୋଇଥାଏ । ତେବେ ଆପଣ ଜାଣିଛନ୍ତି କି ? ଏହି ଗୋଡ ମୁଦି ପିନ୍ଧିବା ପଛର କାରଣ କଣ ? ବିବାହ ପରେ, ମହିଳାମାନଙ୍କ ଶରୀରରେ ଅନେକ ହରମୋନାଲ ପରିବର୍ତ୍ତନ ହୋଇଥାଏ । ଏହି କାରଣରୁ, ଅନିୟମିତ ମାସିକ ଋତୁସ୍ରାବ କିମ୍ବା ହରମୋନରେ ଅସନ୍ତୁଳନ ଭଳି ସମସ୍ୟା ଦେଖାଯାଏ ।ତେଣୁ ଗୋଡମୁଦି ପିନ୍ଧିବା ଦ୍ୱାରା ଏହା, ହରମୋନ୍ ମଧ୍ୟରେ ସନ୍ତୁଳନ ରକ୍ଷା କରିଥାଏ…

Read More

ଓଜନ କମାଇବାକୁ ଚାହାଁନ୍ତି କି ? ଜାଣନ୍ତୁ ଏହାର ଉପାୟ…

ନୂଆଦିଲ୍ଲୀ, ୩୧/୩ : ଗରମ ଆସିବା ସହିତ ଓଜନ ସମସ୍ୟା ବଢିଥାଏ । କାରଣ ଗରମରେ ଆମେ ପ୍ରାୟତଃ ଚଲାବୁଲା କମାଇବା ସହ ବିଭିନ୍ନ ପାନୀୟର ସାହାର ନେଇଥାଉ । ତେଣୁ ଏହି ସମୟରେ ପ୍ରାୟ ଲୋକ ଓଜନ କମାଇବାକୁ ପ୍ରୟାସ କରୁଥାନ୍ତି । ଚାଲନ୍ତୁ ଓଜନ କମାଇବାର ପ୍ରୟାସ ସକାଳ ଜଳଖିଆରୁ କରିବା । ଉପଯୁକ୍ତ ଜଳଖିଆ ଖାଇଲେ ଓଜନକୁ ନିୟନ୍ତ୍ରିତ ରଖିବା ସହ ଆବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ । ସକାଳ ଜଳଖିଆ…

Read More