ଆରୟାନ ଖାନ ଏପିସୋଡ କି ଶିକ୍ଷା ଦେଉଛି- ଜାଣିବା ଜରୁରୀ

ଆରୟାନ ଖାନଙ୍କୁ ଜାମିନ ମିଳିବା ପରେ ମନତ( ଶାହାରୁଖ ଖାନଙ୍କ ଘର) ଓ ଶାହାରୁଖ ଖାନଙ୍କ ପରିବାରକୁ ଖୁସି ଫେରିଛି। ତେବେ ଆରୟାନ ଖାନଙ୍କ ଏହି ଏପିସୋଡ ଅନେକ କିଛି ଶିକ୍ଷା ଦେଇଛି ଯାହାକି ସେଲିବ୍ରିଟି ସନ ହିସାବରେ ଆରୟାନ ଖାନ ନିଶ୍ଚୟ ମନେ ରଖିବେ । କେବଳ ଆରୟାନ ଖାନ କାହିଁକି ଅନ୍ୟମାନଙ୍କ ପାଇଁ ମଧ୍ୟ ଏହା ଏକ ସତର୍କ ଘଣ୍ଟି ହୋଇଛି। ବିଶେଷ କରି ଏକ ସେଲିବ୍ରିଟି ପରିବାରର ଦାୟାଦ ହିସାବରେ ଆରୟାନଙ୍କୁ ଓ…

Read More

ମୋଦି ଓ ଅକ୍ଷୟ କୁମାରଙ୍କ ପରେ ଅଜୟ ଦେବଗନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବଲିଉଡ଼ ଷ୍ଟାର ଅକ୍ଷୟ କୁମାର ଏବଂ ମେଗାଷ୍ଟାର ରଜିନୀକାନ୍ତଙ୍କ ପରେ ଏବେ ସିଂହମ ଷ୍ଟାର ଅଜୟ ଦେବଗନ  । ଆମେ କେଉଁକଥା କଥା କହୁଛୁ ତାହା ଆପଣ ଅନୁମାନ ଲଗାଇ ସାରିବେଣି   ।  ଏବେ ସେହି ସୋର ଟ୍ରେଲର ଆସିଛି । ଯେଉଁଥିରେ ଅଜୟ ଦେବଗନ ସାର୍କ ସହିତ ଗଭୀର ସମୁଦ୍ର ଭୀତରେ ନିଜର ସାହସିକତା ଦେଖାଉଛନ୍ତି ।  ଆଉ ସାଙ୍ଗରେ କିଏ ଅଛନ୍ତି ଏହା କହିବା ହୁଏତ ଆବଶ୍ୟକତା ନାହିଁ , ଯିଏ ମୋଦିଙ୍କ ସହିତ ଥିଲେ…

Read More

ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧରେ ରହିଛି ସୁଖର ସନ୍ଧାନ

sheodisha.com ଆପଣମାନଙ୍କ ପାଇଁ ଆଣୁଛି ଏକ କ୍ଷୁଦ୍ର ଚଳଚ୍ଚିତ୍ର ଲାଫିଙ୍ଗ ବୁଦ୍ଧ (Laughing Buddha)। ଲାଫିଙ୍ଗ ବୁଦ୍ଧ କ୍ଷୁଦ୍ର ଚଳଚ୍ଚିତ୍ରରେ ରହିଛି ଏକାଧିକ ମେସେଜ। ବର୍ତ୍ତମାନ ସମାଜର ଘଟଣାବଳୀ ମଧ୍ୟରୁ ଏଥିରେ ରହିଛି ଏମିତି ଏକ ଘଟଣା, ଯ଼ାହାକି ଆପଣ ଦେଖୁଛନ୍ତି,ଜାଣୁଛନ୍ତି କିନ୍ତୁ ନଜର ଆନ୍ଦାଜ କରିଦିଅନ୍ତି । ଖୁସିର ସନ୍ଧାନରେ ମଣିଷ କେମିତି ବାଟବଣା ହୋଇଯ଼ାଏ ଏବଂ ପୁଣି ଲାଫିଙ୍ଗବୁଦ୍ଧ ନିକଟରେ ଖୁସିର ସତ୍ତା ତାକୁ ମିଳିଛି, ଏମିତି କିଛି ନିଆରା କାହାଣୀକୁ ନେଇ ଏହି…

Read More

ହାସ୍ୟାଭିନେତା ଗୁଡୁଙ୍କ ବାହାଘର

ହାସ୍ୟାଭିନେତା ଗୁଡୁଙ୍କର କୁତୁକୁତିଆ ଅଭିନୟକୁ ମନେ ପକାଇ ଆପଣ ବାରମ୍ବାର ହସିଥାନ୍ତି। ଫିଲ୍ମ ହେଉ କି ସିରିଏଲ କି ଆଲବମ ଗୁଡୁ ଥିଲେ ହସ ଜମିଥାଏ। ତେବେ ଗୁଡୁଙ୍କୁ ନେଇ ଲେଟେଷ୍ଟ ଖବର ହେଲା ସେ ବାହା ହୋଇଛନ୍ତି। ସେ  ହାତକୁ ଚାରିହାତ ହୋଇଛନ୍ତି। ନିଜର ଦୁଇ ହାତ ସହ ସେ ଜୀବନ ସାଥୀଙ୍କ ଦୁଇ ହାତ ଯୋଡ଼ିଛନ୍ତି। ବାନ୍ଧବୀ ମାମାଙ୍କୁ ନେଇ ନିଜ ସଂସାର ଆରମ୍ଭ କରିଛନ୍ତି ଅଭିନେତା ଗୁଡୁ। ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା…

Read More

ବଲିଉଡ଼ରେ ଆଉ ଏକ କାରଗିଲ ଫିଲ୍ମ

ଜୁଲାଇ 26 ତାରିଖରେ ପୂରା ଦେଶ କାରଗିଲ ବିଜୟ ଦିବସ ପାଳନ କରିଛି। କାରଗିଲର ବୀର ସହିଦଙ୍କର ବଳିଦାନକୁ ମନେ ପକାଇଛି। 60 ଦିନର ଏହି ଯ଼ୁଦ୍ଧରେ ଭାରତର ବୀର ଯ଼ବାନମାନେ ନିଜ ଜୀବନକୁ ବାଜି ଲଗାଇ କାରଗିଲର ଶିଖରରେ ପୁଣି ତ୍ରିରଙ୍ଗା ଉଡ଼ାଇଥିଲେ । ତେବେ ଏହି ଯ଼ୁଦ୍ଧରେ ଯେଉଁମାନଙ୍କୁ ଦେଶ ମନେ ପକାଇଥାଏ ସେମାନଙ୍କ ମଧ୍ୟରେ ଜଣେ ହେଲେ ବିକ୍ରମ ବାତ୍ରା। ବିଜୟ ଦିବସ ଅବସରରେ ତାଙ୍କ ପାଇଁ ବଡ଼ ଶ୍ରଦ୍ଧାଞ୍ଜଳି ହେଲା ତାଙ୍କ…

Read More

ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ – ବାଜି ଲଗାଇଛନ୍ତି ଅଜୟ ଦେବଗନ

ଫିଲ୍ମ ଭୁଜ ଦି ପ୍ରାଇଡ ଅଫ ଇଣ୍ଡିଆ ଏବେ ଖୁବ ଚର୍ଚ୍ଚାରେ ରହିଛି । ଏହାର ପ୍ରଥମ ଟିଜରରୁ ଯ଼ାହା ଦେଖାଯାଉଛି ଭୁଜରେ ରହିଛି ଯ଼ୁଦ୍ଧ ବିଭୀଷିକାର ଦୃଶ୍ୟ, ରହିଛି ଇମୋସନ, ରହିଛି ଆକ୍ସନ   । ଟି ସିରିଜ ନିବେଦିତ ଏବଂ ଅଜୟ ଦେବଗନଙ୍କ ପ୍ରଯ଼ୋଜିତ ଏହି ଫିଲ୍ମର ଟିଜର ଖୁବ ପ୍ରଶଂସିତ ହୋଇଛି। ଟିଜରରେ ଅଜୟ ଦେବଗନଙ୍କ ସହିତ ସଞ୍ଜୟ ଦତ୍ତ, ସୋନାକ୍ସି ସିହ୍ନାଙ୍କୁ ଦେଖିବାକୁ ମିଳିଛି।   ଫିଲ୍ମଟି 1971 ଭାରତ ପାକିସ୍ତାନ ଯ଼ୁଦ୍ଧ ଉପରେ…

Read More

ବର୍ଷା ଆସିଲେନି ବୋଲି ରାଗିଲେ ଅନୁଭବ

ଦୁଇଦିନ ବର୍ଷା ପରେ କଟକରେ ଆଜି ପାଗ ଶୁଖିଲା ଥିଲା । କିନ୍ତୁ ବର୍ଷା ହେଲାନି ବୋଲି ସାଂସଦ ଅନୁଭବ ମହାନ୍ତି ଖପ୍ପା । କଥାଟା ଅଡୁଆ ଲାଗୁଛି ଲାଗୁ ବି ନଥାଇପାରେ । କାରଣ ପାଗ ବର୍ଷା ନୁହେଁ ବରଂ ପତ୍ନୀ ବର୍ଷାଙ୍କୁ ନେଇ ସୁପରଷ୍ଟାର ଅନୁଭବ ପୁଣି ଆଙ୍ଗ୍ରି ଆଙ୍ଗ୍ରି ହୋଇଛନ୍ତି । ବର୍ଷା ଆସିଲେନି ବୋଲି ରାଗିଲେ ଅନୁଭବ । ଉଭୟଙ୍କ ଭିତରେ ତ ଏବେ ଅହି ନକୁଳ ଚାଲିଛି । ତାହେଲେ…

Read More

ଅମିତାଭ ବଚନଙ୍କ ସିରିଜ୍ ପୋଷ୍ଟ ଆପଣଙ୍କୁ ଭାବ ବିହ୍ବଳ କରିଦେବ

ବଲିଉଡ ଆଇକନ୍ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପ୍ରାୟ ସବୁବେଳେ ଆକ୍ଟିଭ ଥାନ୍ତି | ଏପରିକି ତାଙ୍କ ଫ୍ୟାନମାନେ ଅପେକ୍ଷା କରି ରହିଥାନ୍ତି ସିନିୟର ବଚନ କେତେବେଳେ କଣ ସେୟାର କରିବେ | ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ବିଭିନ୍ନ ପୋଷ୍ଟରେ ସେ ପ୍ରଶଂସକମାନଙ୍କୁ ତାଙ୍କର ଆଗାମୀ ପ୍ରୋଜେକ୍ଟରେ ନିଜର ପରବର୍ତ୍ତୀ କୋ ଷ୍ଟାରଙ୍କ ସହ ପରିଚିତ କରାଇଥିଲେ, ଯୋଗର ଉପକାରିତା ବିଷୟରେ ଏକ ଚିନ୍ତାଧାରା ବାଣ୍ଟିଥିଲେ, ବିଶ୍ୱ ସଙ୍ଗୀତ ଦିବସକୁ ସ୍ମରଣ କରାଇଥିଲେ | ଏବେ ନିଜର…

Read More

“କରୀନା କପୁର ଖାନ୍ ପୁଣି ସୀତା: କଭି ନେହିଁ”

କରୀନା କପୁର ଖାନ ଏବେ ପୁଣି ବିବାଦରେ । ବିବାଦ ତାଙ୍କର ନୂଆ ଫିଲ୍ମକୁ ନେଇ । ମିଡିଆ ରିପୋର୍ଟ ଅନୁସାରେ କରୀନା କପୁର ସୀତା ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯ଼ାଉଛନ୍ତି । ଏହି ଖବର ପ୍ରଚାର ହେବା ମାତ୍ରେ ନାନା ଦି ଚର୍ଚ୍ଚା ଲାଗି ରହିଛି ।ଏପରିକି ନେଟ ଦୁନିଆରେ ଏବେ #BoycottKareenaKhan ଟ୍ରେଣ୍ଡିଂ କରିବା ଆରମ୍ଭ କରିଦେଇଛି। ଟ୍ବିଟରରେ ତାଙ୍କୁ ବିରୋଧ କରି ପୋଷ୍ଟ ମାନ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ…

Read More