ଆମ ସମ୍ଵିଧାନରେ ମହିଳାମାନଙ୍କ ପାଇଁ ଅଛି ଏହି ସବୁ ଅଧିକାର, ଜାଣନ୍ତୁ…

ନୂଆଦିଲ୍ଲୀ, ୧୯/୦୮ : ସମାଜ ଉନ୍ନତି କରୁଛି। ଦେଶ ବଦଳୁଛି। ନାରୀ ଶିକ୍ଷା ମଧ୍ୟ ଅଗ୍ରଗତି କରୁଛି। ହେଲେ ସମାଜର ମହିଳାଙ୍କ ଏକ ବଡ଼ ବର୍ଗ ଏବେବି ଅବହେଳିତ। ମହିଳାଙ୍କୁ ଶିକ୍ଷଣ ମିଳୁଛି ସତ ହେଲେ ତାଙ୍କୁ ଏହା ଶିକ୍ଷା ମିଳୁ ନାହିଁ ଯେ, ସମ୍ବିଧାନରେ ତାଙ୍କ ପାଇଁ ଏକ ବିଶେଷ ଅଧିକାର ରହିଛି। ଯାହାକୁ ମହିଳାମାନେ ସେମାନଙ୍କ ହକ୍ ପାଇଁ ବ୍ୟବହାର କରିପାରିବେ। ଆମ ଦେଶରେ ଆଜିବି ବହୁ ଘରେ ଝିଅ ବୋହୂମାନଙ୍କ ଉପରେ ମାନସିକ…

Read More

ଅତ୍ୟଧିକ ଚାପ ବନ୍ଧ୍ୟାକରଣର କାରଣ, ଜାଣନ୍ତୁ କିଭଳି କରିବେ ନିୟନ୍ତ୍ରଣ…

ଭୁବନେଶ୍ଵର, ୧୬।୮ : ମଣିଷର ସବୁଠାରୁ ବଡ଼ କ୍ଷତିକାରକ ଶତ୍ରୁ ହେଉଛି ଚାପ । କୌଣସି ଜିନିଷ ଉପରେ ଅତ୍ୟଧିକ ଚାପ ହୃଦଘାତର କାରଣ ହେବା ସହ ରକ୍ତଚାପ ବଢାଇଥାଏ । ଚାପ ବଢିଲେ ଶରୀର ଥଣ୍ଡା ପଡିବା ସହ ନିଶ୍ୱାସ ନେବାରେ ଅସୁବିଧା ହୁଏ। ଯୁକ୍ତରାଷ୍ଟ୍ର ଆମେରିକାରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଅତ୍ୟଧିକ ଚାପ ମହିଳାଙ୍କ ବନ୍ଧ୍ୟାକରଣର କାରଣ ହୋଇପାରେ । ଗବେଷକମାନେ ଜାଣିପାରିଛନ୍ତି ଯେ ଉଚ୍ଚସ୍ତରର ଚାପ ଥିବା ମହିଳାମାନଙ୍କ କ୍ଷେତ୍ରରେ ପ୍ରତି…

Read More

ଆଜାଦୀର ଅମୃତ ମହୋତ୍ସବ ପାଳନ କରୁଛି ଭାରତ, ଏହି ଅବସରରେ ଜାଣନ୍ତୁ ସ୍ଵାଧିନତା ଦିବସ ସମ୍ପର୍କିତ କିଛି ଜଣା ଅଜଣା କଥା…

ଭୁବନେଶ୍ଵର,୧୫/୮ : ୭୬ତମ ସ୍ୱାଧୀନତା ଦିବସ ସଗର୍ବେ ପାଳନ କରୁଛି ଭାରତ। ଚାରିଆଡ଼େ ତ୍ରିରଙ୍ଗା ରଙ୍ଗରେ ରଙ୍ଗାୟିତ। ସବୁଠି ଆନନ୍ଦଉଲ୍ଲାସର ମାହୋଲ । ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ଦେଶପ୍ରେମର ଭାବନା ଉକୁଟି ଉଠୁଛି । ସ୍ୱାଧୀନତାର ଏହି ଅମୃତ ମହୋତ୍ସବକୁ ନେଇ ସମସ୍ତେ ଉନ୍ମାଦିତ, ଉଲ୍ଲସିତ ଓ ଉତ୍‌ଫୁଲ୍ଲିତ । ଚଳିତବର୍ଷ ଭାରତ ସରକାର ଦେଶର ଏହି ମହାନ୍‌ ପର୍ବକୁ ଭିନ୍ନ ଢଙ୍ଗରେ ପାଳନ କରୁଛନ୍ତି । ଏଥିପାଇଁ ନୂଆ ଅଭିଯାନ ‘ହର୍‌ ଘର୍‌ ତିରଙ୍ଗା’ ଆରମ୍ଭ…

Read More

ଦେଶ ପାଳୁଛି ଆଜାଦୀର ଅମୃତ ମହୋତ୍ସବ, ଜାଣନ୍ତୁ ବିଗତ ୭୫ ବର୍ଷରେ ଘଟିଯାଇଥିବା ୭୫ଟି ଅବିସ୍ମରଣୀୟ ଘଟଣା ବିଷୟରେ…

ନୂଆଦିଲ୍ଲୀ ୧୪/ ୦୮ : ଦେଶ ପାଳୁଛି ଆଜାଦୀର ଅମୃତ ମହୋତ୍ସବ। ଦେଶ ମାତୃକା ପାଇଁ ସହିଦ ହୋଇଥିବା ମହାନ୍‌ ସ୍ବାଧୀନତା ସଂଗ୍ରାମୀ ଏବଂ ଦେଶବାସୀଙ୍କ ବଳିଦାନକୁ ମନେ ପକାଉଛି ଭାରତ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସ୍ବତନ୍ତ୍ର ଭାବେ ସ୍ବାଧୀନତା ଦିବସ ପାଳନ କରୁଛି। ଏହି ମହାନ ଅବସରରେ ଭାରତର କୋଣ ଅନୁକୋଣ ହୋଇଉଠିଛି ତ୍ରିରଙ୍ଗାମୟ। ସବୁଠି ଉତ୍ସବର ମାହୋଲ। ତେବେ ୭୫ ବର୍ଷ ତଳର ଭାରତ ଏବଂ ୭୫ ବର୍ଷ…

Read More

ରାତି ଅନିଦ୍ରା ହେଉଛନ୍ତି କି ଆପଣଙ୍କ ପିଲା ? ସାବଧାନ… କମିଯିବ ସ୍ମରଣଶକ୍ତି

ଭୁବନେଶ୍ଵର, ୧୩।୮ : ରାତି ଅନିଦ୍ରା ହେଉଛନ୍ତି କି ? ସାବଧାନ !!! କମିଯିବ ସ୍ମରଣଶକ୍ତି। ପ୍ରତ୍ୟେକ ରାତିରେ ୯ ଘଣ୍ଟାରୁ କମ୍‌ ସମୟ ଶୋଉଥିବା ପ୍ରାଥମିକ ସ୍କୁଲରେ ଅଧ୍ୟୟନ କରୁଥିବା ପିଲା ୯-୧୨ ଘଣ୍ଟା ଶୋଉଥିବା ପିଲାଙ୍କ ତୁଳନାରେ ସେମାନଙ୍କ ସ୍ମରଣଶକ୍ତି, ବୁଦ୍ଧିମତା ଓ ସାମଗ୍ରୀକ ସ୍ୱାସ୍ଥ୍ୟ ପାଇଁ ଦାୟୀ ମସ୍ତିଷ୍କର ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅନ୍ତର ଦେଖାଯାଏ। ଦ ଲାନ୍‌ସେଟ୍‌ ଚାଇଲ୍ଡ ଆଣ୍ଡ ଆଡୋଲସେଣ୍ଟ ହେଲ୍‌ଥ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି ।…

Read More

ରାଜସ୍ଥାନରେ ସାମୂହିକ ଭାବେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିବେ ଏକ କୋଟି ଛାତ୍ରଛାତ୍ରୀ, ସୃଷ୍ଟି କରିବେ ବିଶ୍ଵ ରେକର୍ଡ

ନୂଆଦିଲ୍ଲୀ, 11/08 : ଦେଶ ପାଳୁଛି ଆଜାଦୀର ଅମୃତ ମହୋତ୍ସବ। ଏହି ଅବସରରେ ଅଗଷ୍ଟ 12 ତାରିଖରେ ରାଜସ୍ଥାନର ସମସ୍ତ ସ୍କୁଲ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ସାମୂହିକ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିବେ। ଜୟପୁର ସ୍ଥିତ ସବାଇ ମାନସିଂହ ଷ୍ଟାଡିୟମରେ ସକାଳ 10ଟା 15 ମିନିଟ୍ ରେ ପ୍ରାୟ ଏକ କୋଟି ଛାତ୍ରଛାତ୍ରୀ ଏକା ସାଙ୍ଗରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସାମିଲ ହେବେ। ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ କାର୍ଯ୍ୟକ୍ରମ ସମ୍ଵନ୍ଧିତ…

Read More

ଖବରକାଗଜ ହକର୍‌ରୁ କଲେଜ ଟପର୍, ଯୁକ୍ତ ଦୁଇ ପରୀକ୍ଷାରେ ୫୩୬ ନମ୍ବର ରଖି କଲେଜର ନାଁ ରଖିଲେ ମେଧାବୀ ରୂପସ୍ମିତା

କେନ୍ଦ୍ରାପଡ଼ା,୧୦/୦୮: ନିଷ୍ଠା ଓ ଅଧ୍ୟବସାୟ ଆଗରେ ହାର୍ ମାନିଲା ଅଭାବ, ଅନଟନ। ଦିନେ ଖବରକାଗଜ ହକର୍‌ ଭାବେ କାମ କରୁଥିବା ରୂପସ୍ମିତା ସାହୁ ଏବେ ଯୁକ୍ତ ଦୁଇ କଳା ପରୀକ୍ଷାରେ ସର୍ବାଧିକ ୫୩୬ ନମ୍ବର ରଖି କଲେଜ ଟପର୍‌ ହୋଇଛନ୍ତି । ସର୍ବାଧିକ ନମ୍ଵର ରଖି ସେ କେନ୍ଦ୍ରାପଡ଼ା ସହର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟର ନାମ ରଖିଛନ୍ତି। ସୂଚନା ଅନୁସାରେ, ରୂପସ୍ମିତାଙ୍କ ନିଜ ଘର କେନ୍ଦ୍ରାପଡ଼ା ସହର ହଜାରିବଗିଚା ଅଞ୍ଚଳରେ । ସେ ମାଟ୍ରିକ୍‌ ପରୀକ୍ଷାରେ ମଧ୍ୟ…

Read More

ଖାଇବା ପରେ ଶୋଇଯାଉଛନ୍ତି କି ? ସାବଧାନ ! ଶରୀରରେ ହେବ ମେଦବୃଦ୍ଧି

ଭୁବନେଶ୍ଵର, ୦୯/୦୮: ଖାଇବା ପରେ ଶୋଇଯାଉଛନ୍ତି କି ସାବଧାନ! ଶୋଇବା ଦ୍ଵାରା ଆପଣଙ୍କ ଶରୀରରେ ହେବ ମେଦବୃଦ୍ଧି। ଖାଇବା ପରେ ଶୋଇବା ଦ୍ଵାରା ପାଚନ ପ୍ରକ୍ରିୟା ଉପରେ ପଡ଼େ ଏହାର ସିଧାସଳଖ ପ୍ରଭାବ। ତେଣୁ ପ୍ରତ୍ୟେକ ଥର ଖାଇବା ପରେ ୨ ମିନିଟ୍ ଚାଲନ୍ତୁ। ଏହାଦ୍ଵାରା ଟାଇପ୍‌-୨ ମଧୁମେହ ଆଶଙ୍କା ହ୍ରାସ ହେବ। ଶରୀରରେ ରକ୍ତ ଶର୍କରା ସ୍ତର ମଧ୍ୟ ହ୍ରାସ ପାଏ । ସ୍ପୋର୍ଟସ ମେଡିସିନ୍‌ ପତ୍ରିକାରେ ପ୍ରକାଶିତ ମେଟା ବିଶ୍ଳେଷଣର ୭ ଅଧ୍ୟୟନରୁ ଏହା…

Read More

ରାଜ୍ୟଗୋଷ୍ଠୀ କ୍ରୀଡ଼ା : ମହିଳା ସିଙ୍ଗଲ ବର୍ଗ ବ୍ୟାଡମିଣ୍ଟନରେ ସ୍ଵର୍ଣ୍ଣ ପଦକ ଜିତିଲେ ପିଭି ସିନ୍ଧୁ, କାନାଡା ପ୍ରତିଯୋଗୀଙ୍କୁ ଦେଲେ ମାତ୍

ବର୍ମିଂହାମ୍, ୦୮/୦୮ : ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ଵର୍ଣ୍ଣ ଜିତିଲେ ଭାରତର ସୁନା ଝିଅ ପିଭି ସିନ୍ଧୁ। ଫାଇନାଲ୍ ମୁକାବିଲାରେ କାନାଡା ପ୍ରତିଯୋଗୀଙ୍କୁ ହରାଇ ସେ ସ୍ଵର୍ଣ୍ଣ ପଦକ ହାସଲ କରିଛନ୍ତି। ମହିଳା ସିଙ୍ଗଲ ବର୍ଗ ବ୍ୟାଡମିଣ୍ଟନରେ ସେ ଏକତରଫା ବିଜୟ ହାସଲ କରିଛନ୍ତି। କମନଓ୍ବେଲଥ୍‌ ଗେମ୍ସରେ ମହିଳା ସିଙ୍ଗଲ ବର୍ଗ ବ୍ୟାଡମିଣ୍ଟନରେ ସିନ୍ଧୁଙ୍କ ଏହା ପ୍ରଥମ ସ୍ବର୍ଣ୍ଣ ପଦକ । କମନଓ୍ବେଲଥ୍‌ ଗେମ୍ସ ୨୦୨୨ରେ ଆଶା କରାଯାଉଥିଲା ଫାଇନାଲ ମ୍ୟାଚ୍‌ ବେଶ ରୋମାଞ୍ଚକର ହେବ । କିନ୍ତୁ…

Read More

ସଫଳତାପୂର୍ବକ ଆଜାଦୀ ସ୍ୟାଟ୍ ଉତ୍‌କ୍ଷେପଣ କଲା ଇସ୍ରୋ, ଡିଜାଇନ୍ କରିଥିଲେ ୭୫୦ ସ୍କୁଲ ଛାତ୍ରୀ

ନୂଆଦିଲ୍ଲୀ, ୦୭/୦୮ : ସ୍ଵାଧୀନତାର ଅମୃତ ମହୋତ୍ସବରେ ଇତିହାସ ରଚିଲା ଇସ୍ରୋ। ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ ପକ୍ଷରୁ ଆଜାଦୀ ସ୍ୟାଟ୍ ଉତ୍‌କ୍ଷେପଣ ସଫଳ। ସକାଳ ୯ଟା ୧୮ରେ SSLV-D1-EOS-02 ସାଟେଲାଇଟ୍ ଉତ୍‌କ୍ଷେପଣ କରାଯାଇଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ପେସ୍ ସେଣ୍ଟରରୁ ଏହି ସାଟେଲାଇଟ୍ ଉତ୍‌କ୍ଷେପଣ ହୋଇଛି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ୭୫ଟି ଗାଁର ୭୫୦ ସ୍କୁଲ ଛାତ୍ରୀ ଏହି ସାଟେଲାଇଟ୍‌ର ଡିଜାଇନ୍ କରିଥିଲେ। ଏନେଇ ଇସ୍ରୋ ପ୍ରମୁଖ ସୋମନାଥ ସୂଚନା ଦେଇଛନ୍ତି। ଏହି ମହତ୍ତ୍ଵାକାଂକ୍ଷୀ ପ୍ରୋଜେକ୍ଟକୁ…

Read More