ପିଲାଙ୍କୁ ମାଡ଼ ମାରି ସିଧା କରିବା ଚେଷ୍ଟା କରନ୍ତୁନି, ବେଶୀ କ୍ଷତି

ସ୍କୁଲରେ ହେଉ କିମ୍ବା ଘରେ ପିଲାଙ୍କୁ ଯ଼ଦି ମାଡ଼ ମାରୁଛନ୍ତି ଏବଂ ଏହାଦ୍ବାରା ପିଲାର ଆଚରଣରେ ସୁଧାର ଆସିବ ବୋଲି ଆଶା ରଖୁଛନ୍ତି ତେବେ ଆପଣଙ୍କ ଭାବନାରେ କିଛି ତ୍ରୁଟି ରହିଛି । ଏକଥା ଆମେ କହୁନୁ ଏକ ବିଶ୍ବସ୍ତରୀୟ ଗବେଷଣାରୁ ଏହା ସ୍ପଷ୍ଟ ହୋଇଛି ଛୋଟଛୋଟ ପିଲାଙ୍କୁ ମାଡ଼ ମାରି ସୁଧାରିହେବନାହିଁ । ବରଂ ଏହାଦ୍ବାରା ପିଲାମାନେ ଅଧିକ ବିଗିଡ଼ିଯାଇଥାନ୍ତି। ଏବଂ ସେମାନଙ୍କ ଆଚରଣ ଅଧିକ ଉଗ୍ର ଏବଂ ଅଧିକ ଅସାମାଜିକ ହୋଇଥାଏ। ସାଧାରଣରେ ଛୋଟ…

Read More

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମ୍ବ ଉପହାର – ଏଥର ବାଂଲାଦେଶରୁ

“ମୋତେ ଆମ୍ବ ଖାଇବାକୁ ଭାରି ଭଲ ଲାଗେ”, ଅକ୍ଷୟ କୁମାରଙ୍କୁ ଏକ ଇଣ୍ଟରଭ୍ୟୁ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଦା ଏହା କହିଥିଲେ। ସେ କହିଥିଲେ ଯେ “ଆମ୍ବ କାଟିକି ନୁହେଁ ସିଧା ଗୋଟା ଖାଇବାକୁ ମୋତେ ଭଲ ଲାଗେ।” ଆଉ ଏବେ ତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମ୍ବ ଉପହାର ବଢ଼ିଚାଲିଛି । ଆମ୍ବ କଥା କହିବା ବେଳକୁ ଆପଣ ନିଶ୍ଚୟ ମନେ ପକାଇ ସାରିବେଣି ଯେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ…

Read More

ଅନଲାଇନ ପାଠପଢ଼ା ନାଁରେ କଣ ଚାଲିଛି ନଜର ରଖନ୍ତୁ- ଜାଣିବା ଜରୁରୀ

ମହାମାରୀ ସମୟରେ ସ୍କୁଲ ବନ୍ଦ । ବିନା ପରୀକ୍ଷାରେ ବି ଏବର୍ଷ ମାଟ୍ରିକରେ ଭଲ ମାର୍କ ଅମଳ ହୋଇଛି। ଏଭଳି ସମୟରେ ପିଲାଙ୍କ ସମୟ ବିତୁଛି ପବଜି ଓ ଫ୍ରି ଫାୟାରରେ । ଭାରତରୁ ବ୍ୟାନ ହୋଇଥିବା ପବଜି ନିକଟରେ ପୁଣି ବୁଲେଇ ବଙ୍କେଇ ଏଣ୍ଟ୍ରି ମାରିଛି। ପୂରା ଦେଶୀ ଭର୍ସନରେ ଆସିଛି ବ୍ୟାଟଲ ଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ ।  ଯେଉଁମାନେ ପୂର୍ବରୁ ପବଜିରେ ରେଜିଷ୍ଟ୍ରି କରିଥିଲେ ସେମାନଙ୍କୁ ବିନା କଷ୍ଟରେ ଏହା ଉପଲବ୍ଧ ହୋଇଯାଉଛି ।…

Read More

ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ : ଅସନ୍ତୁଷ୍ଟଙ୍କୁ ସୁଯୋଗ ନା ଚେତାବନୀ

      ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପରେ ଯ଼େଉଁଭଳି ଢଙ୍ଗରେ ଛାତ୍ରଛାତ୍ରୀ ଓ ଅଭିଭାବକ ରାସ୍ତାକୁ ଓହ୍ଲାଇଲେ, ଫଳ ପ୍ରକାଶନକୁ ନେଇ ଅସନ୍ତୋଷ ଜାହିର କଲେ ତାକୁ ନେଇ ସବୁଆଡ଼େ ଖୁବ ଚର୍ଚ୍ଚା ଲମ୍ବିବାରେ ଲାଗିଥିଲା । ଛାତ୍ରଛାତ୍ରୀଙ୍କ ମାଟ୍ରିକ ଫଳ ନିର୍ଣ୍ଣୟ କରାଯ଼ିବାରେ ଯ଼ଥେଷ୍ଟ ସତର୍କତା ଅବଲମ୍ବନ କରାଯ଼ାଇଛି ଏବଂ କୌଣସି ତ୍ରୁଟି ହୋଇନାହିଁ ବୋଲି ବୋର୍ଡ ପକ୍ଷରୁ ବାରମ୍ବାର ସ୍ପଷ୍ଟୀକରଣ ଦିଆଯ଼ିବା ସତ୍ତ୍ବେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ସେମାନଙ୍କ ସ୍ବର ନରମ…

Read More

ସ୍ମାର୍ଟ ସିଟି ପୁରସ୍କାର ତାଲିକାରେ ବାଜି ମାରିଲା ସୁରଟ, ଭୁବନେଶ୍ବର କେଉଁଠି ରହିଲା?

    ସ୍ମାର୍ଟସିଟିର 6 ବର୍ଷ ପୂର୍ତ୍ତି ଅବସରରେ ଆଜି କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦେଶର ଶ୍ରେଷ୍ଠ ସ୍ମାର୍ଟ ସିଟି ପୁରସ୍କାର ଘୋଷଣା କରିଛି । ଏଥିରେ ଓଡ଼ିଶାକୁ କେବଳ ଦୁଇଟି କାଟାଗୋରିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସ୍ମାର୍ଟ ସିଟି ଭୁବନେଶ୍ବର ଶହେ ସ୍ମାର୍ଟ ସିଟି ମଧ୍ୟରେ ବିଭିନ୍ନ କାଟାଗୋରିରେ ବିଚାରକୁ ନିଆଯାଇଥିଲା । ମାତ୍ର ଦୁଇଟି କାଟାଗୋରିରେ ପୁରସ୍କୃତ ହୋଇଛି ଭୁବନେଶ୍ବର, ସେ ପୁଣି ଅଲଗା ଅଲଗା କାଟାଗୋରିରେ ଦ୍ବିତୀୟ…

Read More

ଅମିତାଭ ବଚନଙ୍କ ସିରିଜ୍ ପୋଷ୍ଟ ଆପଣଙ୍କୁ ଭାବ ବିହ୍ବଳ କରିଦେବ

ବଲିଉଡ ଆଇକନ୍ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ପ୍ରାୟ ସବୁବେଳେ ଆକ୍ଟିଭ ଥାନ୍ତି | ଏପରିକି ତାଙ୍କ ଫ୍ୟାନମାନେ ଅପେକ୍ଷା କରି ରହିଥାନ୍ତି ସିନିୟର ବଚନ କେତେବେଳେ କଣ ସେୟାର କରିବେ | ଇନଷ୍ଟାଗ୍ରାମ ଏବଂ ଟ୍ୱିଟରରେ ବିଭିନ୍ନ ପୋଷ୍ଟରେ ସେ ପ୍ରଶଂସକମାନଙ୍କୁ ତାଙ୍କର ଆଗାମୀ ପ୍ରୋଜେକ୍ଟରେ ନିଜର ପରବର୍ତ୍ତୀ କୋ ଷ୍ଟାରଙ୍କ ସହ ପରିଚିତ କରାଇଥିଲେ, ଯୋଗର ଉପକାରିତା ବିଷୟରେ ଏକ ଚିନ୍ତାଧାରା ବାଣ୍ଟିଥିଲେ, ବିଶ୍ୱ ସଙ୍ଗୀତ ଦିବସକୁ ସ୍ମରଣ କରାଇଥିଲେ | ଏବେ ନିଜର…

Read More

ତପୁ ମିଶ୍ରଙ୍କୁ ବି ନେଇଗଲା କରୋନା, ଓଲିଉଡ଼କୁ ଶକ୍ତ ଧକ୍କା

ପ୍ରଖ୍ୟାତ ଓଲିଉଡ଼ ଗାୟିକା ତପୁ ମିଶ୍ରଙ୍କୁ ବି ନେଇଗଲା କରୋନା । କରୋନାରେ ଆକ୍ରାନ୍ତ ହୋଇ ଗତ କିଛି ଦିନ ଧରି ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ଅବସ୍ଥା ସଂଙ୍କଟାପନ୍ନ ହୋଇଯାଇଥିଲା। ଏପରିକି ତାଙ୍କୁ ଇକମୋ ଚିକିତ୍ସା ପାଇଁ ରାଜ୍ୟବାହାରକୁ ନେବା ଲାଗି ମଧ୍ୟ ଚିନ୍ତା କରାଯାଉଥିଲା। ଭେଣ୍ଟିଲେଟର ସପୋର୍ଟରେ ଥିବା ତପୁ ମିଶ୍ର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। କିଛି ଦିନ ତଳେ ତପୁ ମିଶ୍ରଙ୍କର ବାପାଙ୍କର ମଧ୍ୟ…

Read More

ଆସୁଛି ପିଲାଙ୍କ ପାଇଁ ଟିକା, କରୋନାରୁ ମିଳିବ ସୁରକ୍ଷା

କରୋନାର ତୃତୀୟ ଲହରକୁ ନେଇ ଆତଙ୍କ ଥମୁନାହିଁ। ବିଶେଷ କରି ଶିଶୁମାନଙ୍କ ସୁରକ୍ଷା ଉପରେ ଏବେ ସମସ୍ତେ ଚିନ୍ତିତ । ତେବେ କରୋନାରୁ ରକ୍ଷା ପାଇବା ପାଇଁ ବୟସ୍କଙ୍କ ଠାରୁ ଆରମ୍ଭ କରି ଯୁବ ବର୍ଗ ସମସ୍ତଙ୍କ ଟିକକରଣ ଜାରି ରହିଛି । ଆମଦେଶରେ କିନ୍ତୁ ଏପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଟିକା ଆସିନାହିଁ। ଏବେ ସେ ଚିନ୍ତା ଖୁବ୍‌ଶୀଘ୍ର ଦୂର ହେବାକୁ ଯାଉଛି। କାରଣ ପିଲାମାନଙ୍କ ପାଇଁ ବି ଆସିବାକୁ ଯାଉଛି ଟିକା। ଗୋଟିଏ ନୁହେଁ ଏକଥାରକେ…

Read More

ଗଲୱାନ ଦିବସରେ ସେନାର ଏହି ଭିଡିଓ ଦେଖିଲେ ଗର୍ବରେ ଛାତି ଫୁଲି ଉଠିବ

ଗଲୱାନରେ ଭାରତ ଓ ଚୀନ ସେନା ମଧ୍ୟରେ ହୋଇଥିବା ସଂଘର୍ଷକୁ ଏକ ବର୍ଷ ପୂରିଯାଇଛି । ଏହି ଉଦ୍ଦେଶ୍ୟରେ ଭାରତୀୟ ସେନା ଏକ ଭିଡିଓ ଜାରି କରିଛି । ଏହି ଭିଡିଓ ‘ଗାଲୱାନ୍ କେ ବୀର୍’ ନାମରେ ପ୍ରକାଶିତ ହୋଇଛି । ଏଥିରେ ଭାରତୀୟ ସୈନିକମାନଙ୍କର ବୀରତ୍ୱର ଚିତ୍ର ରହିଛି । ୪ ମିନିଟ୍, ୫୯ ସେକେଣ୍ଡର ଏହି ଭିଡିଓରେ ଭାରତୀୟ ସେନାର ପରାକ୍ରମ ପ୍ରଦର୍ଶନ କରାଯାଇଛି। ଏହି ଭିଡିଓରେ ପ୍ରସିଦ୍ଧ ଗାୟକ ହରିହରନ୍ ନିଜର ସ୍ୱର…

Read More

“କରୀନା କପୁର ଖାନ୍ ପୁଣି ସୀତା: କଭି ନେହିଁ”

କରୀନା କପୁର ଖାନ ଏବେ ପୁଣି ବିବାଦରେ । ବିବାଦ ତାଙ୍କର ନୂଆ ଫିଲ୍ମକୁ ନେଇ । ମିଡିଆ ରିପୋର୍ଟ ଅନୁସାରେ କରୀନା କପୁର ସୀତା ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯ଼ାଉଛନ୍ତି । ଏହି ଖବର ପ୍ରଚାର ହେବା ମାତ୍ରେ ନାନା ଦି ଚର୍ଚ୍ଚା ଲାଗି ରହିଛି ।ଏପରିକି ନେଟ ଦୁନିଆରେ ଏବେ #BoycottKareenaKhan ଟ୍ରେଣ୍ଡିଂ କରିବା ଆରମ୍ଭ କରିଦେଇଛି। ଟ୍ବିଟରରେ ତାଙ୍କୁ ବିରୋଧ କରି ପୋଷ୍ଟ ମାନ ଭାଇରାଲ ହେବାରେ ଲାଗିଛି । ସୂଚନା ଅନୁସାରେ…

Read More