ଆମ ସମ୍ଵିଧାନରେ ମହିଳାମାନଙ୍କ ପାଇଁ ଅଛି ଏହି ସବୁ ଅଧିକାର, ଜାଣନ୍ତୁ…
ନୂଆଦିଲ୍ଲୀ, ୧୯/୦୮ : ସମାଜ ଉନ୍ନତି କରୁଛି। ଦେଶ ବଦଳୁଛି। ନାରୀ ଶିକ୍ଷା ମଧ୍ୟ ଅଗ୍ରଗତି କରୁଛି। ହେଲେ ସମାଜର ମହିଳାଙ୍କ ଏକ ବଡ଼ ବର୍ଗ ଏବେବି ଅବହେଳିତ। ମହିଳାଙ୍କୁ ଶିକ୍ଷଣ ମିଳୁଛି ସତ ହେଲେ ତାଙ୍କୁ ଏହା ଶିକ୍ଷା ମିଳୁ ନାହିଁ ଯେ, ସମ୍ବିଧାନରେ ତାଙ୍କ ପାଇଁ ଏକ ବିଶେଷ ଅଧିକାର ରହିଛି। ଯାହାକୁ ମହିଳାମାନେ ସେମାନଙ୍କ ହକ୍ ପାଇଁ ବ୍ୟବହାର କରିପାରିବେ। ଆମ ଦେଶରେ ଆଜିବି ବହୁ ଘରେ ଝିଅ ବୋହୂମାନଙ୍କ ଉପରେ ମାନସିକ…
