ଚୁମ୍କି ଶାଢିରେ ଦାଗ ଲାଗି ଗଲେ କେମିତି କରିବେ ସଫା
ଭୁବନେଶ୍ଵର, ୦୬/୦୮ : କିଛି ଗୃହିଣୀଙ୍କର ଚୁମ୍କି ଶାଢି ଖୁବ୍ ପସନ୍ଦ । କେବେ କେବେ ଏଭଳି ଶାଢିରେ ଦାଗ ଲାଗି ଗଲେ ଛଡାଇବା ମଧ୍ୟ ସହଜ ନୁହେଁ । ଅବଶ୍ୟ ସାମାନ୍ୟ ଧ୍ୟାନ ଦେଲେ ସବୁକିଛି ସମ୍ଭବ । ଚୁମ୍କି ଶାଢିର ଦାଗ ଛଡାଇବା ପାଇଁ ଫାବ୍ରିକ୍ ସଫ୍ଟନର୍ ବା ବ୍ଲିଚ୍ର ବ୍ୟବହାର କରନ୍ତୁ ନାହିଁ । ଚୁମ୍କି ଶାଢିକୁ ଏସବୁ ନଷ୍ଟ କରି ଦେଇଥାଏ । ଅବଶ୍ୟ ଏବେ ଏହି ଶାଢି ଟ୍ରେଣ୍ଡ୍ରେ ନାହିଁ…
