ରାତି ଅନିଦ୍ରା ହେଉଛନ୍ତି କି ଆପଣଙ୍କ ପିଲା ? ସାବଧାନ… କମିଯିବ ସ୍ମରଣଶକ୍ତି

ଭୁବନେଶ୍ଵର, ୧୩।୮ : ରାତି ଅନିଦ୍ରା ହେଉଛନ୍ତି କି ? ସାବଧାନ !!! କମିଯିବ ସ୍ମରଣଶକ୍ତି। ପ୍ରତ୍ୟେକ ରାତିରେ ୯ ଘଣ୍ଟାରୁ କମ୍‌ ସମୟ ଶୋଉଥିବା ପ୍ରାଥମିକ ସ୍କୁଲରେ ଅଧ୍ୟୟନ କରୁଥିବା ପିଲା ୯-୧୨ ଘଣ୍ଟା ଶୋଉଥିବା ପିଲାଙ୍କ ତୁଳନାରେ ସେମାନଙ୍କ ସ୍ମରଣଶକ୍ତି, ବୁଦ୍ଧିମତା ଓ ସାମଗ୍ରୀକ ସ୍ୱାସ୍ଥ୍ୟ ପାଇଁ ଦାୟୀ ମସ୍ତିଷ୍କର ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅନ୍ତର ଦେଖାଯାଏ। ଦ ଲାନ୍‌ସେଟ୍‌ ଚାଇଲ୍ଡ ଆଣ୍ଡ ଆଡୋଲସେଣ୍ଟ ହେଲ୍‌ଥ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି ।…

Read More

ଖାଇବା ପରେ ଶୋଇଯାଉଛନ୍ତି କି ? ସାବଧାନ ! ଶରୀରରେ ହେବ ମେଦବୃଦ୍ଧି

ଭୁବନେଶ୍ଵର, ୦୯/୦୮: ଖାଇବା ପରେ ଶୋଇଯାଉଛନ୍ତି କି ସାବଧାନ! ଶୋଇବା ଦ୍ଵାରା ଆପଣଙ୍କ ଶରୀରରେ ହେବ ମେଦବୃଦ୍ଧି। ଖାଇବା ପରେ ଶୋଇବା ଦ୍ଵାରା ପାଚନ ପ୍ରକ୍ରିୟା ଉପରେ ପଡ଼େ ଏହାର ସିଧାସଳଖ ପ୍ରଭାବ। ତେଣୁ ପ୍ରତ୍ୟେକ ଥର ଖାଇବା ପରେ ୨ ମିନିଟ୍ ଚାଲନ୍ତୁ। ଏହାଦ୍ଵାରା ଟାଇପ୍‌-୨ ମଧୁମେହ ଆଶଙ୍କା ହ୍ରାସ ହେବ। ଶରୀରରେ ରକ୍ତ ଶର୍କରା ସ୍ତର ମଧ୍ୟ ହ୍ରାସ ପାଏ । ସ୍ପୋର୍ଟସ ମେଡିସିନ୍‌ ପତ୍ରିକାରେ ପ୍ରକାଶିତ ମେଟା ବିଶ୍ଳେଷଣର ୭ ଅଧ୍ୟୟନରୁ ଏହା…

Read More

କେଶ ଝଡ଼ୁଛି କି ? ମୁଣ୍ଡରେ ଲଗାନ୍ତୁ ଏହି ତେଲ… ଘନ କଳା ହେବ ଆପଣଙ୍କ କେଶ

ନୂଆଦିଲ୍ଲୀ, 06/08 : କେଶ ସମସ୍ୟା ଦେଇ ଗତି କରୁଛନ୍ତି କି ? ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣଙ୍କ ଘରେ ଅଛି କେଶ ସମସ୍ୟାର ସମାଧାନ। କେଶ ଝଡ଼ିବାରୁ ମୁକ୍ତି ପାଇଁ ବ୍ୟବହାର କରନ୍ତୁ ଅଲିଭ୍ ଅଏଲ୍। ଏହା ଆଣ୍ଟି ଅକ୍ସିଡାଣ୍ଟ ଏବଂ ନ୍ୟୁଟ୍ରିଆଣ୍ଟସ୍ ରେ ଭରପୁର ହୋଇଥାଏ। ଏହା କେବଳ କେଶ ନୁହେଁ ଆପଣଙ୍କ ତ୍ଵଚାରେ ମଧ୍ୟ ଚମକ ଆଣିଥାଏ। ଏଥିପାଇଁ ଏହାର ବ୍ୟବହାର ବିଭିନ୍ନ ବ୍ୟୁଟି ପ୍ରଡକ୍ଟ ତିଆରିରେ କରାଯାଇଥାଏ। ବିଶେଷକରି କେଶ…

Read More

80 ବର୍ଷ ବୟସରେ ପ୍ରଫୁଲ୍ଲଙ୍କ ପାଇଁ ସାଇକେଲ ଭରସା

ଭୁବନେଶ୍ବର ଜାଗମରା ଜଗନ୍ନାଥ ମନ୍ଦିର ନିକଟରେ ଏକ ଭଙ୍ସାଗା ଦଦରା ସାଇକେଲ ଦୋକାନରେ ଜଣେ ବୃଦ୍ଧ ଅନବରତ ତଳକୁ ମୁଣ୍ଡ ପୋତି ସାଇକେଲ ସଜାଡୁଥିବାର ଦୃଶ୍ୟ ଆପଣ କେବେ ଗଲେ ଦେଖିପାରନ୍ତି . ଦୋକାନଟି ଦେଖିଲେ ସେ ବି ମାଲିକଙ୍କ ଭଳି ସମୟ ଗଣିବାର ଆରମ୍ଭ କରିଛି ଆଉ ଏହାରି ଭିତରେ କିଛି ଭଙ୍ଗା ସାଇକେଲ ନୂଆ ଜୀବନ ପାଉଥାନ୍ତି .  ହଁ ଏହି ସାଇକେଲ ସଜାଡୁଥିବା ବୃଦ୍ଧଙ୍କୁ ଦେଖିଲେ ଆପଣ ଘଡ଼ିଏ ନିଶ୍ଚୟ ଅଟକିଯିବେ. ଏ…

Read More

ମଦ ପିଇ ମାତାଲ ହେଲା ଶେଷରେ ଶିଶୁପାଳ ହୋଇଫେରିଲା

ଆପଣ ଠିକ ପଢ଼ିଛନ୍ତି ବର ମଦ ପିଇ ନାଚିଲା, ବରଯ଼ାତ୍ରୀ ବି ଡେଇଁଲେ ଆଉ ଫଳ ହୋଇଥିଲା କନିଆଁ ବାହା ହେଇଗଲା ଆଉ କାହାକୁ । ବାହାଘର ଜୀବନର ଏକ ଅମୂଲ୍ୟ ଅନୁଭୁତି, ଏହି ବାହାଘରକୁ ସ୍ମରଣୀୟ କରିବା ଲାଗି କିଏ କେତେ କଣ କରିଦେଉଛନ୍ତି । ହେଲେ ଏଠି ତ ଏମିତି ଘଟିଲା ଯ଼ାହା ଜୀବନ ତମାମ ମନେ ରହିବ ତା ସାଙ୍ଗକୁ ସାହିପଡ଼ିଶା ଡେଇଁ ଦେଶ ବିଦେଶ ଲୋକ ଛିଛାକର କଲେଣି । ଘଟଣା…

Read More

ପ୍ରି ଡାଏବେଟିସ କଣ ଏହା ଆପଣ ଜାଣିବା ଜରୁରୀ

ଡାଏବେଟିସକୁ ନେଇ ଆଜିକାଲି ଗାଁରୁ ସହର ସବୁଠି ଚିନ୍ତା । ପୂର୍ବରୁ ଏତେ ନଥିଲା ଏବେ କିନ୍ତୁ ପ୍ରାୟ ଲୋକ ଡାଏବେଟିସକୁ ନେଇ ଚିନ୍ତା ପ୍ରକାଶ କରୁଛନ୍ତି। ତେବେ ଟାଇପ ଟୁ ଡାଏବେଟିସ ହେବା ପୂର୍ବରୁ ପ୍ରିଡାଏବେଟିସର ଲକ୍ଷଣ ଦେଖାଦେଇଥାଏ । ଆମେ ସମସ୍ତେ ଏହି ପ୍ରି ଡାଏବେଟିସ ବାବଦରେ ସଚେତନ ରହିବା ଜରୁରୀ । ଆଉ ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ପ୍ରିଡାଏବେଟିସ ଟାଇପ ଟୁ ଡାଏବେଟିସରେ ପରିଣତ…

Read More

କେଶ ଉପୁଡୁଥିଲେ ଏସବୁ କଥା ନିହାତି ଜାଣିବା ଦରକାର

ବର୍ତ୍ତମାନ ସମୟରେ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପାଇଁ କେଶ ଝଡ଼ିବା କିମ୍ବା ପତଳା ହେବା ଏକ ସାଧାରଣ ସମସ୍ୟା ହେଲାଣି। ଏପରିକି ବାୟୁ ଏବଂ ଜଳ ପ୍ରଦୂଷଣ ପାଇଁ ଏହା ଅଧିକରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିବାରେ ଲାଗିଲାଣି। କାହାର ଅଧିକ ହେଉଥିବ କାହାର କମ୍, କିନ୍ତୁ ଅଧିକାଂଶ ଲୋକ ଏହି ସମସ୍ୟା ସହିତ ଯ଼ୁଦ୍ଧ କରୁଛନ୍ତି। ଏପରିକି ବୟସ ବଢ଼ିବା ସହିତ ଏହି ସମସ୍ୟା ଅଧିକ ଜଟିଳ ହେବାରେ ଲାଗୁଛୁ। ତେବେ…

Read More

ସାଧାରଣ ବାସ୍ତୁ ସଂଶୋଧନ ଆପଣଙ୍କ ଦୁଃଖ ଶେଷ କରିବ

ବାସ୍ତୁ ଏମିତି ଏକ ବିଜ୍ଞାନ ଯେଉଁଥିରେ ପ୍ରକୃତିର ପଞ୍ଚ ତତ୍ତ୍ବକୁ ଉଚିତ ସ୍ଥାନ ଓ ଉଚିତ ଉପାଦାନରେ ଅବସ୍ଥାପିତ କରାଯ଼ାଇଥାଏ, ଯାହାଦ୍ବାରା ସକାରାତ୍ମକ ଶକ୍ତି ଆମ ଜୀବନକୁ ଉନ୍ନତି ପଥରେ ଅଗ୍ରସର କରାଇଥାଏ । ସମସ୍ତେ ଜୀବନରେ ପ୍ରଗତି ଚାହିଁଥାନ୍ତି, ସଂପର୍କରେ ଉଚିତ ସନ୍ତୁଳନ ଚାହିଁଥାନ୍ତି। ହେଲେ ଅନେକ ସମୟରେ ଆମେ ଉପଲବ୍ଧି କରିଥାଉ ଯେ ଯେତେ ଯ଼ାହା ଚେଷ୍ଟା କଲେ ବି ନାନାଦି ବାଧାବିଘ୍ନ ଆମ ରାସ୍ତାରେ ଠିଆ ହେଉଛି। ଏହା ଜୀବନର ପ୍ରକୃତ ସୁଖକୁ…

Read More

ପ୍ରେମରେ ଧୋକା ଖାଇଥିଲେ କେମିତି ନିଜକୁ ସମ୍ଭାଳିବେ ପଢ଼ିବା ଜରୁରୀ

ସଂପର୍କରେ ହଠାତ ଏପଟ ସେପଟ ହୋଇଯ଼ିବା, ଏହାକୁ ନେଇ ବିବ୍ରତ ହେବା, ଅନେକ ଏଥିପାଇଁ ନିଜ ଜୀବନର ସନ୍ତୁଳନ ହରେଇ ବସନ୍ତି । ସେ ପ୍ରେମରେ ଧୋକା ଖାଇବା ହେଉ କିମ୍ବା ପତି ପତ୍ନୀଙ୍କ ମଧ୍ୟରେ ସଂପର୍କ ଖରାପ ହେବା ହେଉ କିମ୍ବା ଅଫିସରେ ସଂପର୍କ ଖରାପ ହେବା ହେଉ, ଏସବୁ କାରଣ ପାଇଁ ଜୀବନର ଗତିପଥ ପରିବର୍ତ୍ତନ ହୋଇଯାଇଥାଏ । ଏହି ସମୟରେ ମଣିଷ ଧର୍ଯ୍ୟହରା ହୋଇଯାଏ, ଭୁଲ ରାସ୍ତାରେ ଯ଼ିବାର ନଜିର ମଧ୍ୟ ରହିଥାଏ,…

Read More

ନବରାତ୍ର ନୁଡୁଲସ କେମିତି ବନେଇବେ ଜାଣନ୍ତୁ

ନବରାତ୍ରି ସମୟରେ ଅନେକ ଉପବାସ କିମ୍ବା ସାଧାରଣ ଭେଜ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ଗୁଜରାଟ କିମ୍ବା ପଶ୍ଚିମ ଭାରତରେ ନବରାତ୍ରି ସମୟରେ କାଷ୍ଠା ଉପବାସ କରିବାର ପରମ୍ପରା ରହିଥାଏ। ଆପଣ ଯଦି ଭେଜ ବା ଶାକାହାରୀ ଖାଦ୍ୟ ଖାଇବାକୁ ପସନ୍ଦ କରୁଛନ୍ତି ତେବେ ଆପଣଙ୍କ ପାଇଁ ସୁନ୍ଦର ନୁଡଲସ ବିଷୟରେ ସୂଚନା ଦେବୁ। ଏହା ସ୍ବାଦିଷ୍ଟ ଏବଂ ଏହାକୁ ଘରେ ବି ତିଆରି କରିବା ସହଜ ହେବ। ତା ଛଡ଼ା ନୁଡଲ୍ସ ଖାଇବାରେ ପିଲାମାନଙ୍କର…

Read More