ଗୀତରେ ଗୀତରେ ପିଲାମାନେ ଶିଖିଲେ ବ୍ୟାକରଣ, ଭାଇରାଲ୍ ହେଉଛି ଭିଡିଓ

ଭୁବନେଶ୍ଵର, ୦୪/୧୨ : ଶିକ୍ଷଣ ଏକ ମଜାଦାର ପ୍ରକ୍ରିୟାରେ ପରିଣତ ହୁଏ ଯେତେବେଳେ ଆପଣ ଏହାକୁ ଅଭିନବ ପ୍ରଣାଳୀ ବ୍ୟବହାର କରି ଶିକ୍ଷାଦାନ କରିଥାନ୍ତି। ନିକଟରେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କବିତା ଏବଂ ନାଟକ ମାଧ୍ୟମରେ ହିନ୍ଦୀ ବ୍ୟାକରଣ ଶିକ୍ଷା କରୁଥିବା ଏକ ଭିଡିଓ ଜଣେ ଆଇଏଏସ୍ ଅଧିକାରୀଙ୍କ ଦ୍ୱାରା ସେୟାର କରାଯାଇଛି। ଯାହାକି ସମସ୍ତଙ୍କ ହୃଦୟକୁ ଛୁଇଁଛି। ୨୦୧୫ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅର୍ପିତ ବର୍ମା ଏକ ଭିଡିଓ ସେୟାର କରିଛନ୍ତି ଏବଂ ଏହାକୁ ୧.୫୬…

Read More

ସାନ ସିନା ଦାନ ତା ମହାନ, ପେଣ୍ଟିଂ ବିକ୍ରି କରି ଅସହାୟ ଲୋକଙ୍କୁ କରୁଛନ୍ତି ସାହାଯ୍ୟ

ନୂଆଦିଲ୍ଲୀ, ୨/୧୨ : ସାନ ସିନା ଦାନ ତା ମହାନ। ପେଣ୍ଟିଂ ବିକ୍ରି କରି ଅସହାୟ ଲୋକଙ୍କୁ ସାହାଯ୍ୟ କରୁଛନ୍ତି ୧୨ ବର୍ଷର ବାଳକ ଅର୍ଶ ପାଲ। ଅଷ୍ଟମ ଜନ୍ମଦିନରୁ ଅର୍ଶ ଏହି ନିଆରା ପ୍ରୟାସ ଆରମ୍ଭ କରିଥିଲେ। ଏଯାବତ୍ ସେ ୧୩ ଲକ୍ଷ ଟଙ୍କା ଦାନ କରିସାରିଛନ୍ତି। ଏହି କାମ ପାଇଁ ଅର୍ଶଙ୍କ ପିତା-ମାତା ତାଙ୍କୁ ପିଲାଟି ଦିନରୁ ପ୍ରୋତ୍ସାହିତ କରିଛନ୍ତି। ପାଠ ପଢିବା ବ୍ୟତୀତ ଖାଲି ସମୟରେ ଅର୍ଶ ପେଣ୍ଟିଂ ତିଆରି କରି ବିକ୍ରି…

Read More

ୟୁନିସେଫ୍ ଭାରତକୁ ପ୍ରତିନିଧିତ୍ଵ କରୁଛନ୍ତି ଏହି ମହିଳା, ଜାଣନ୍ତୁ ତାଙ୍କ ବିଷୟରେ…

ଭୁବନେଶ୍ଵର, ୨୭/୧୧ : ସଂଯୁକ୍ତ ରାଷ୍ଟ୍ର ବାଳକୋଷ ସାରା ଦୁନିଆର ଶିୂଙ୍କ ସାମଗ୍ରିକ ବିକାଶ ପାଇଁ ଲଗାତର କାର୍ଯ୍ୟ କରୁଛି। ଏଥିପାଇଁ ବିଭିନ୍ନ ପ୍ରକାରର ଯୋଜନା ମଧ୍ୟ ସଂଚାଳିତ କରୁଛି। ୟୁନିସେଫ୍ ୧୯୦ ଟି ଦେଶରେ ଏବେ କାର୍ଯ୍ୟରତ ଅଛି। ୧୫୦ରୁ ଉର୍ଦ୍ଧ୍ଵ ଦେଶରେ ୟୁନିସେଫ୍‌ର କାର୍ଯ୍ୟାଳୟ ବା ମୁଖ୍ୟାଳୟ ରହିଛି। ୟୁନିସେଫ୍‌ର ଏହି ବିସ୍ତୃତ ନେଟୱାର୍କ ସରକାରଙ୍କ ସହ ମିଶି ବାଳ ଅଧିକାର ସଂରକ୍ଷଣ, ଶିକ୍ଷା ଏବଂ ସ୍ଵାସ୍ଥ୍ୟ ଦିଗରେ କାମ କରୁଛି। ଏହି କ୍ରମରେ…

Read More

ୟୁପିର ଗୁଗୁଲ ଗାର୍ଲ୍, ମାତ୍ର ୨ବର୍ଷ ବୟସରେ ଆରମ୍ଭ କରିଥିଲେ ବହି ପଢିବା, ମୁଖସ୍ଥ କରିଛନ୍ତି ଦେଶ ମହାଦେଶ ନାମ

ନୂଆଦିଲ୍ଲୀ, ୨୬/୧୧ : ୟୁପିର ଗୁଗୁଲ ଗାର୍ଲ୍ ରିୟା। ଗୋଣ୍ଡା କୋଟୱାଲିର ସାଲପୁର ବଜାରର ବାସିନ୍ଦା ରାମଦାନ ତିୱାରୀଙ୍କ ୮ ବର୍ଷର ଝିଅ ରିୟା ଗୁଗୁଲ ଗାର୍ଲ୍ ଭାବରେ ପରିଚିତ। ରିୟା ମହାଦେଶ ଗୁଡିକର ନାମ, ମହାସାଗରର ନାମ, ବିଭିନ୍ନ ଦେଶ, ସେମାନଙ୍କର ରାଜଧାନୀ ଏବଂ ମୁଦ୍ରା, ଭାରତର ରାଜ୍ୟ ତଥା ରାଜଧାନୀକୁ ମନେ ରଖିଛନ୍ତି। ରିୟାଙ୍କର ଭାରତର ସମସ୍ତ ଜିଲ୍ଲା, ଭାରତର ସମସ୍ତ ପ୍ରମୁଖ ବନ୍ଦର, ପ୍ରମୁଖ ଜାତୀୟ ଉଦ୍ୟାନ, ଭାରତରେ ପ୍ରବାହିତ ପ୍ରମୁଖ ନଦୀ,…

Read More

ଛୋଟ ପିଲାଙ୍କର ଅଛି କି କୃମି ସମସ୍ୟା ? ଜାଣନ୍ତୁ ଲକ୍ଷଣ…

ଭୁବନେଶ୍ଵର, ୨୩/୧୧ : ଛୋଟ ପିଲାଙ୍କ ଶରୀରରେ ବିଭିନ୍ନ ସମୟରେ କୃମି ସମସ୍ୟା ଦେଖା ଦେଇଥାଏ। ଏହାକୁ ପିନ୍ ୱର୍ମ ବା ଥ୍ରେଡ୍ ୱର୍ମ କୁହାଯାଏ। ପେଟରେ କୃମି ହେଲେ ପିଲାମାନଙ୍କ ଶରୀର ବିକାଶ ଉପରେ ପଡ଼ିଥାଏ। ଯଦି ଆପଣ କୃମି ହେବାର ଲକ୍ଷଣ ବିଷୟରେ ଜାଣିପାରିବେ ତେବେ ଖୁବ୍ ଶୀଘ୍ର ଏହାର ଉପଚାର କରିପାରିବେ। ପିଲାମାନେ ପ୍ରାୟତଃ ପାଟିରେ ହାତ ମାରନ୍ତି। ଏହି କାରଣରୁ ସେମାନଙ୍କ ପେଟରେ କୃମି ହୋଇଥାଏ। ବହୁ ସମୟରେ ପିଲାମାନେ ଖେଳିବା…

Read More

ସ୍ତନ୍ୟପାନ କରାଉଥିବା ବେଳେ କରନ୍ତୁ ଧ୍ୟାନ ମୁଦ୍ରା, ମିଳିବ ଏହି ଫଳ…

ମା’ ହେବା ପ୍ରତିଟି ମହିଳା ପାଇଁ ସୁଖଦ ଅନୁଭବ । କେବଳ ସେତିକି ନୁହେଁ ଜଣେ ମହିଳା ପାଇଁ ଖୁବ୍‌ ଚ୍ୟାଲେଞ୍ଜିଂ ମଧ୍ୟ। ଏହି ସମୟରେ ତା’ ଭିତରେ ବିଭିନ୍ନ ଶାରିରୀକ ଓ ମାନସିକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । କିଛି ମହିଳାଙ୍କଠାରେ ପୋଷ୍ଟ ପ୍ରେଗ୍‌ନସି ଡିପ୍ରେସନ୍‌ ମଧ୍ୟ ଦେଖିବାକୁ ମିଳିଥାଏ । ସେହିପରି କିଛି ମହିଳାଙ୍କଠାରେ ବ୍ରେଷ୍ଟ ମିଲ୍କ ମଧ୍ୟ ଠିକ୍‌ ଭାବେ ହୋଇପାରି ନଥାଏ । କେତେଜଣ ଗର୍ଭାବସ୍ଥାରେ ବଢିଥିବା ଓଜନକୁ ନେଇ ଚିନ୍ତାରେ…

Read More

ପିଲାଙ୍କର ମନେ ରହୁନି କି ପାଠ ? କେମିତି ବଢାଇବେ ସ୍ମରଣ ଶକ୍ତି

ଭୁବନେଶ୍ୱର, ୧୪/୧୧ : ସବୁବେଳେ ପିଲାଙ୍କ ପାଠପଢ଼ାକୁ ନେଇ ଅଭିଭାବକମାନେ ଚିନ୍ତାରେ ରହିଥାଆନ୍ତି। କାରଣ ପିଲାମାନେ ପାଠପଢ଼ାରେ ମନଧ୍ୟାନ ଦେଉ ନଥିବା ବେଳେ ପାଠ ମନେ ରଖିପାରନ୍ତି ନାହିଁ। ଏଭଳି ସ୍ଥିତିରେ ଅଭିଭାବକମାନେ  ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇଁ ଚିନ୍ତିତ ରହିଥାଆନ୍ତି। ପିଲାମାନେ ପଢ଼ିଥିବା ପାଠକୁ ମନେ ରଖିବା ପାଇଁ  ଏବଂ ସ୍ମରଣ ଶକ୍ତି ବୃଦ୍ଧିପାଇଁ  ଏହି ସବୁ ବିଷୟ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ । ବିରକ୍ତିକର ବିଷୟରେ ପାଠ ପଢ଼ିବାକୁ କେହି…

Read More

ପିଲାଙ୍କୁ ଚାପଗ୍ରସ୍ତ କରେ ମା’ ବାପାଙ୍କର କଠୋର ବ୍ୟବହାର, ପ୍ରଭାବିତ ହୁଏ ପିଲାଙ୍କ ଡିଏନଏ

ନୂଆଦିଲ୍ଲୀ, ୨୮/୧୦ : ପିଲାଙ୍କୁ ଚାପଗ୍ରସ୍ତ କରେ ମା’ ବାପାଙ୍କର କଠୋର ବ୍ୟବହାର । ଏଭଳି ବ୍ୟବହାର କଲେ ସେମାନେ ଅବସାଦର ଶିକାର ହୁଅନ୍ତି । ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପଡ଼େ । ସଦାସର୍ବଦା ପାଇଁ ସେମାନେ ମାନସିକ ରୂପେ ରୋଗଗ୍ରସ୍ତ ହୋଇପାରନ୍ତି । କଠୋର ଅନୁଶାସନ ଯୋଗୁ ପିଲା ଆତ୍ମବିଶ୍ୱାସ ହରାଇ ଦିଅନ୍ତି । ବଡ଼ ହେବା ପରେ ମଧ୍ୟ ସେମାନେ ଏଥିରୁ ବାହାରି ପାରନ୍ତି ନାହିଁ ବୋଲି ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି । ଦୁଷ୍ଟାମି…

Read More

ପକେଟ୍ ଖର୍ଚ୍ଚରେ ପରିବେଶ ଅନୁକୂଳ ଟଏଲେଟ୍ କରୁଛନ୍ତି ମୋନ୍ଦ୍ରିତା, ସମାଜରେ ବାଣ୍ଟୁଛନ୍ତି ସ୍ଵଚ୍ଛତାର ବାର୍ତ୍ତା

ଜାମସେଦପୁର, ୨୬/୧୦ : ମନୋବଳ ଦୃଢ ଥିଲେ କୌଣସି କାମ ବଡ଼ ହୋଇନଥାଏ। ପକେଟ୍ ଖର୍ଚ୍ଚରେ ପରିବେଶ ଅନୁକୂଳ ଟଏଲେଟ୍ ତିଆରି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଲେ ମୋନ୍ଦ୍ରିତା ଚାଟାର୍ଜୀ। ୨୦୧୬ରେ ଟେଲେକୋ ଅଞ୍ଚଳ ଉପକଣ୍ଠରେ ଥିବା କେନ୍ଦ୍ରିଡିହ ପଞ୍ଚାୟତରେ ସେ ନିଜ ପକେଟ୍‌ ଖର୍ଚ୍ଚ ବାବଦକୁ ମିଳୁଥିବା ଟଙ୍କା ସାହାଯ୍ୟରେ ପ୍ରଥମେ ଏକ ଟଏଲେଟ୍‌ ତିଆରି କରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ହୋଇଥିଲା । ଅଦ୍ୟାବଧି ସେ ବିଭିନ୍ନ ସ୍ଥାନରେ ୧୦ଟି…

Read More

ଓଆରଏସ ଅତି ଅତ୍ୟାବଶ୍ୟକ ଘରେ ରଖିବା, ଜାଣନ୍ତୁ ଏହାର ଜନକଙ୍କ ବିଷୟରେ

 ଓଆରଏସ ସହିତ ଆପଣ ଅଳ୍ପ ବହୁତେ ପରିଚିତ । ସାମାନ୍ୟ ଝାଡ଼ବାନ୍ତି ଥକାପଣ ଲାଗିଲେ ଆପଣ ଘରେ ଏହାକୁ ରଖି ପିଇ ଦେଇଥାନ୍ତି। ଏହା ଏମିତି ଏକ ଦ୍ରବଣ ଯ଼ାହାକି ମଣିଷର ଜୀବନ ବଞ୍ଚାଇଥାଏ । ଏହି ଓଆରଏସ ଘରେ ଘରେ ପରିଚିତ ଆଉ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଥିବା ସାଧାରଣ ଦ୍ରବଣ ।ଜାଣିଛନ୍ତି କି ଓଆରଏସକୁ ବାହାର କରିଥିଲେ ଡକ୍ଟର ଦିଲ୍ଲୀପ ମହାଲନାବିସ । ଯ଼ାହାଙ୍କର ନିକଟରେ ଦେହାନ୍ତ ହୋଇଯ଼ାଇଛି।  କୁହାଯ଼ାଏ ମହାଲନାବିସଙ୍କ ଏହି ଆବିଷ୍କାର…

Read More