NASA ଯିବେ କଳାହାଣ୍ଡି ପୁଅ ରୀଙ୍କର, ନବମ ଶ୍ରେଣୀରେ ପାଠ ପଢୁଛନ୍ତି ହେଲେ ମୁଖସ୍ଥ କରିସାରିଲେଣି ପିଜି ପାଠ

ଭବାନୀପାଟଣା, ୦୭/୦୯ : ନାସା ଯିବେ କଳାହାଣ୍ଡିର ପୁଅ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଇରିଗେସନ କଲୋନୀ ୬ ନମ୍ଵର ଲେନରେ ରହୁଥିବା ତରୁଣ ମିଶ୍ର ଓ କାମିନୀ ମିଶ୍ରଙ୍କ ୧୩ ବର୍ଷର ପୁଅ ରୀଙ୍କର ନାସା ଯିବେ। ସେ ଏବେ ନବମ ଶ୍ରେଣୀରେ ପାଠ ପଢୁଛନ୍ତି। ତେବେ ରୀଙ୍କର ନିଜ ପାଠ ପଢିବା ସାଙ୍ଗରେ ଗ୍ରାଜୁଏସନ ଏବଂ ପିଜିର ପାଠ ମଧ୍ୟ ମୁଖସ୍ଥ କରିସାରିଲେଣି। ରସାୟନ ବିଜ୍ଞାନରେ ରୁଚି ରଖିଥିବା ରୀଙ୍କର ଗଣିତର ଅନେକ ନୂଆ ସୂତ୍ର…

Read More

ଚିନାବାଦାମ ଚୋପାରେ ଜୈବକୁଣ୍ଡ ପ୍ରସ୍ତୁତ କରୁଛନ୍ତି ହାଇସ୍କୁଲ ଛାତ୍ରୀ, ପରିବେଶକୁ ପଲିଥିନ୍ ମୁକ୍ତ କରିବାକୁ ପ୍ରୟାସ

ନୂଆଦିଲ୍ଲୀ, 25/08 : ପରିବେଶକୁ ପ୍ରଦୂଷଣ ମୁକ୍ତ ରଖିବା ପାଇଁ ଜୈବ ବିଘଟନ ଯୋଗ୍ୟ କୁଣ୍ଡ ପ୍ରସ୍ତୁତ କରି ଚର୍ଚ୍ଚାରେ ହାଇଦ୍ରାବାଦର ଛାତ୍ରୀ ଏ ଶ୍ରୀଜା। ପରିବେଶକୁ କିଭଳି ପଲିଥିନ୍ ମୁକ୍ତ କରିହେବ ସେହି ଦିଗରେ ଏକ ଅଭିନବ ପ୍ରୟାସ କରି ସମସ୍ତଙ୍କର ପ୍ରଶଂସାର ପାତ୍ରୀ ହୋଇଛନ୍ତି ଶ୍ରୀଜା। ଚିନାବାଦାମ ଚୋପାରେ ସେ ଜୈବ କୁଣ୍ଡ ପ୍ରସ୍ତୁତ କରୁଛନ୍ତି । ଫଳରେ ଆଉ ପଲିଥିନ୍‌ ବ୍ୟାଗ୍‌ରେ ଚାରା ଲଗାଇବାର ଆବଶ୍ୟକ ହେବ ନାହିଁ । ଜିଲ୍ଲା ପରିଷଦ…

Read More

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାପ ଛେଉଣ୍ଡ ଝିଅ, ସୁଭଦ୍ରାଙ୍କୁ ବଢିଲା ସହାୟତାର ହାତ

ବାଲେଶ୍ୱର, 20/08 : ନିଜ ଦୁଃଖ ସହ ପଢାଠୁ ଦୂରେଇ ଯିବାର ଭୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଜଣେ ଅସହାୟ ବାପ ଛେଉଣ୍ଡ ଝିଅ। ବାଲେଶ୍ଵର ଜିଲ୍ଲାର ସୁଭଦ୍ରା ପଣ୍ଡା । ସୁଭଦ୍ରା ଏବେ ଦଶମ ଶ୍ରେଣୀରେ ପାଠ ପଢନ୍ତି। ପାଠ ପଢ଼ିବା ସହ ପିଲାଟି ଘରର ସମସ୍ତ କାମ ମଧ୍ୟ କରୁଛନ୍ତି । ସାହା ଭରସା କହିଲେ ବିଧବା ମାଆ ଟିଏ। ସେବି ପୁଣି ମାନସିକ ରୋଗୀ। ତେଣୁ ସେ କାହାରି ଠୁ ସାହାଯ୍ୟ…

Read More

ରାତି ଅନିଦ୍ରା ହେଉଛନ୍ତି କି ଆପଣଙ୍କ ପିଲା ? ସାବଧାନ… କମିଯିବ ସ୍ମରଣଶକ୍ତି

ଭୁବନେଶ୍ଵର, ୧୩।୮ : ରାତି ଅନିଦ୍ରା ହେଉଛନ୍ତି କି ? ସାବଧାନ !!! କମିଯିବ ସ୍ମରଣଶକ୍ତି। ପ୍ରତ୍ୟେକ ରାତିରେ ୯ ଘଣ୍ଟାରୁ କମ୍‌ ସମୟ ଶୋଉଥିବା ପ୍ରାଥମିକ ସ୍କୁଲରେ ଅଧ୍ୟୟନ କରୁଥିବା ପିଲା ୯-୧୨ ଘଣ୍ଟା ଶୋଉଥିବା ପିଲାଙ୍କ ତୁଳନାରେ ସେମାନଙ୍କ ସ୍ମରଣଶକ୍ତି, ବୁଦ୍ଧିମତା ଓ ସାମଗ୍ରୀକ ସ୍ୱାସ୍ଥ୍ୟ ପାଇଁ ଦାୟୀ ମସ୍ତିଷ୍କର ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅନ୍ତର ଦେଖାଯାଏ। ଦ ଲାନ୍‌ସେଟ୍‌ ଚାଇଲ୍ଡ ଆଣ୍ଡ ଆଡୋଲସେଣ୍ଟ ହେଲ୍‌ଥ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି ।…

Read More

ରାଜସ୍ଥାନରେ ସାମୂହିକ ଭାବେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିବେ ଏକ କୋଟି ଛାତ୍ରଛାତ୍ରୀ, ସୃଷ୍ଟି କରିବେ ବିଶ୍ଵ ରେକର୍ଡ

ନୂଆଦିଲ୍ଲୀ, 11/08 : ଦେଶ ପାଳୁଛି ଆଜାଦୀର ଅମୃତ ମହୋତ୍ସବ। ଏହି ଅବସରରେ ଅଗଷ୍ଟ 12 ତାରିଖରେ ରାଜସ୍ଥାନର ସମସ୍ତ ସ୍କୁଲ ଗୁଡ଼ିକରେ ଛାତ୍ରଛାତ୍ରୀମାନେ ସାମୂହିକ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିବେ। ଜୟପୁର ସ୍ଥିତ ସବାଇ ମାନସିଂହ ଷ୍ଟାଡିୟମରେ ସକାଳ 10ଟା 15 ମିନିଟ୍ ରେ ପ୍ରାୟ ଏକ କୋଟି ଛାତ୍ରଛାତ୍ରୀ ଏକା ସାଙ୍ଗରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ କରିବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସାମିଲ ହେବେ। ଏଥିପାଇଁ ସବୁ ଜିଲ୍ଲାପାଳଙ୍କୁ କାର୍ଯ୍ୟକ୍ରମ ସମ୍ଵନ୍ଧିତ…

Read More

ଖବରକାଗଜ ହକର୍‌ରୁ କଲେଜ ଟପର୍, ଯୁକ୍ତ ଦୁଇ ପରୀକ୍ଷାରେ ୫୩୬ ନମ୍ବର ରଖି କଲେଜର ନାଁ ରଖିଲେ ମେଧାବୀ ରୂପସ୍ମିତା

କେନ୍ଦ୍ରାପଡ଼ା,୧୦/୦୮: ନିଷ୍ଠା ଓ ଅଧ୍ୟବସାୟ ଆଗରେ ହାର୍ ମାନିଲା ଅଭାବ, ଅନଟନ। ଦିନେ ଖବରକାଗଜ ହକର୍‌ ଭାବେ କାମ କରୁଥିବା ରୂପସ୍ମିତା ସାହୁ ଏବେ ଯୁକ୍ତ ଦୁଇ କଳା ପରୀକ୍ଷାରେ ସର୍ବାଧିକ ୫୩୬ ନମ୍ବର ରଖି କଲେଜ ଟପର୍‌ ହୋଇଛନ୍ତି । ସର୍ବାଧିକ ନମ୍ଵର ରଖି ସେ କେନ୍ଦ୍ରାପଡ଼ା ସହର ଗୋପସ୍ଥିତ ତୁଳସୀ ମହିଳା ମହାବିଦ୍ୟାଳୟର ନାମ ରଖିଛନ୍ତି। ସୂଚନା ଅନୁସାରେ, ରୂପସ୍ମିତାଙ୍କ ନିଜ ଘର କେନ୍ଦ୍ରାପଡ଼ା ସହର ହଜାରିବଗିଚା ଅଞ୍ଚଳରେ । ସେ ମାଟ୍ରିକ୍‌ ପରୀକ୍ଷାରେ ମଧ୍ୟ…

Read More

ଶିକ୍ଷୟିତ୍ରୀଙ୍କ ଭିଜୁଆଲ ଭାଇରାଲ ହେଲା

ଜଣେ ଶିକ୍ଷକ କେମିତି ହେବା ଉଚିତ । ଆପଣଙ୍କ ସ୍କୁଲ ସମୟକୁ ମନେ ପକାଇଲେ, ଏମିତି ସ୍ମୃତି ନିଶ୍ଚୟ ଆସୁଥିବ, କିଛି ଶିକ୍ଷକ ଏମିତି ଥାନ୍ତି ଯ଼ାହାଙ୍କୁ ଦେଳେଦେଲେ ପିଲାଏ ଦୌଡ଼ି ଯ଼ାଇ ପାଠ ପାଖରେ ବସି ପଡ଼ନ୍ତି । ଆଉ କିଛି ଶିକ୍ଷକ କଥାରେ କଥାରେ ପାଠଗୁଳି ଖୁଆଇ ଦେଇଥାନ୍ତି ତାହା ଜଣା ପଡ଼ିନଥାଏ। ଏବେ ନେଟ ଦୁନିଆରେ ଏକ ଭିଜୁଆଲ ଭାଇରାଲ ହେଉଛି। ଭିଜୁଆଲଟିରେ ଦେଖାଯ଼ାଉଛି ଶିକ୍ଷୟିତ୍ରୀ ପିଲାମାନଙ୍କ ସହିତ ନାଚୁଛନ୍ତି। ସେ ପୁଣି ବଲିଉଡ଼…

Read More

ଗୋଟିଏ ଗୋଡ଼ ନାହିଁ , ସୀମା କିନ୍ତୁ ଡେଇଁ ଡେଇଁ ଯାଏ ସ୍କୁଲ

10 ବର୍ଷର ଝିଅ ସୀମା । ଏବେ ସାରା ଇଣ୍ଟରନେଟରେ ତାହାରି ଚର୍ଚ୍ଚା। କାହିଁକି ସୀମା ବିଷୟରେ ଚର୍ଚ୍ଚା ତାହା ସୀମାର ଭିଡିଓ ଦେଖିଲେ ଜାଣିପାରିବେ। ହଁ ଆଜ୍ଞା ସୀମା ଗୋଟିଏ ଗୋଡ଼ରେ ଏମିତି ଡେଇଁ ଡେଇଁ ସ୍କୁଲ ଯ଼ାଏ। ବିହାରର ଜାମୁଇ ଜିଲ୍ଲାର ଏହି କୁନି ଝିଅଟି ଏବେ ନେଟିଜେନଙ୍କ ଦିଲ ଜିତିନେଇଛି । 2 ବର୍ଷ ତଳେ ଏକ ଦୁର୍ଘଟଣା ହୋଇଥିଲା । ଏଥିପାଇଁ ସୀମାର ଗୋଟିଏ ଗୋଡ଼ କାଟିବାକୁ ପଡ଼ିଥିଲା। Bihar: जमुई…

Read More

ପିଲାଙ୍କୁ କେବେଠାରୁ କରୋନା ଟିକା ଦିଆଯିବ?

ଭାରତରେ ଶହେ କୋଟି ଡୋଜ କୋଭିଡ ଟିକା ଅତିକ୍ରମ ହେବା ସହିତ ଦେଶବ୍ୟାପୀ ସେଲିବ୍ରେସନ କରାଯାଇଛି, ତେବେ ଏହା ଭିତରେ ସମସ୍ତଙ୍କ ମନରେ ବଡ଼ ପ୍ରଶ୍ନ ହୋଇ ରହିଛି ପିଲାଙ୍କୁ ଟିକା କେବେ ଦିଆଯିବ।  ଦେଶରେ ଯେତେ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ 8.5 ପ୍ରତିଶତ ହେଉଛନ୍ତି ଛୋଟ ପିଲା ବା 18 ବର୍ଷରୁ କମ ବୟସ୍କ। ଯେଉଁମାନଙ୍କର ଅନ୍ୟ କିଛି ରୋଗ ରହିଛି ସେମାନେ କରୋନାରେ ଆକ୍ରାନ୍ତ ହେବା ପରେ  ଗୁରୁତର…

Read More

11ବର୍ଷର ଝିଅ କଲେକ୍ଟର : ଇଚ୍ଛା ପୂରଣ ହେଲା

11 ବର୍ଷର ଝିଅ ଫ୍ଲୋରା ଅସୋଦିଆ ଅହମ୍ମଦାବାଦର କଲେକ୍ଟର ହେଲା। ତାର ସ୍ବପ୍ନ  ବା ଇଚ୍ଛା ପୂର୍ଣ୍ଣ ହେଲା। ହେଲେ କଲେକ୍ଟରଙ୍କ କୁର୍ସିରେ ବସିବା ବେଳେ ଫଟୋ ଦେଖିଲେ ଲାଗୁଥିଲା ନା ସେ ସେତେଟା ଖୁସି ଥିଲା ନା ତାର ଚାରିପାଖରେ ଅନ୍ୟମାନେ ଖୁସି ଥିଲେ। ତେବେ ଫ୍ଲୋରାର କାହାଣୀରେ ରହିଛି କିଛି ସେମିତି ଦୁଃଖ ପୂର୍ଣ୍ଣ କଥା। ସେ ବ୍ରେନ ଟ୍ୟୁମରରେ ପୀଡ଼ିତ । ସର୍ଜରୀ ହେବା ପରେ ବି ତାର ସ୍ବାସ୍ଥ୍ୟାବସ୍ଥାରେ ସେତେଟା ଉନ୍ନତି…

Read More