କ୍ୟାଣ୍ଡି ଏବଂ ଚକୋଲେଟ୍ ଚୋରି କରୁଛନ୍ତି ମାଆ, ତାଙ୍କୁ ଜେଲ୍ ପଠାଅ… ଥାନାରେ ଅଭିଯୋଗ କଲେ ୩ ବର୍ଷର ଶିଶୁ

ଭୋପାଳ, ୧୭/୧୦ : ମାଆ ବିରୋଧରେ ଅଭିଯୋଗର ଲମ୍ଵା ତାଲିକା ଧରି ଥାନାରେ ପହଞ୍ଚିଲା ପୁଅ। ଅଭିଯୋଗକାରୀଙ୍କୁ ଦେଖି ପୋଲିସ ତାଜୁବ। ଅଭିଯୋଗକାରୀଙ୍କୁ ଦେଖିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ। ତେବେ ଏହି ଅଭିଯୋଗକାରୀ କିଏ ? କଣ ହୋଇଛି ତାଙ୍କ ସହ ? ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା… ମଧ୍ୟପ୍ରଦେଶ ବୁରହାନପୁର ଦେଡତଲାଇରେ ଏକ ରୋଚକ ଘଟଣା ଘଟିଛି। ଏକ ୩ ବର୍ଷର କୁନି ଶିଶୁ ତାର ମାଆଙ୍କ ବିରୋଧରେ ଅଭିଯୋଗ କରିବା ପାଇଁ ଥାନାରେ ପହଞ୍ଚିଛନ୍ତି।…

Read More

ଆଜି ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ

ଭୁବନେଶ୍ଵର, ୧୧/୧୦ : ଆଜି ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ। ମହିଳାଙ୍କୁ ସଶକ୍ତିକରଣ ଏବଂ ସେମାନଙ୍କର ଅଧିକାର ପାଇଁ ଲଢେଇ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। Our Time is now- our rights, our Future ଚଳିତ ବର୍ଷର ଥିମ୍ ରହିଛି। ଆନ୍ତର୍ଜାତୀୟ ସ୍ତରରେ ବାଳିକା ଦିବସ ପାଳନ କରିବାର ପ୍ରଥମ ପଦକ୍ଷେପ ଏକ ବେସରକାରୀ ସଂଗଠନ ‘ପ୍ଲାନ ଇଣ୍ଟରନ୍ୟାସନାଲ’ର ପ୍ରକଳ୍ପ ଭାବରେ କରାଯାଇଥିଲା। ଏହି ସଂଗଠନ ‘କ୍ୟୁକି ମେଁ ଏକ ଲଡକି ହୁଁ’…

Read More

କ୍ୟାଟ୍ରିନାଙ୍କ ଗୀତରେ ନାଚିଲେ ଜାପାନୀ ଝିଅ, ଡ୍ୟାନ୍ସ ଷ୍ଟେପ୍ ଦେଖି ୟୁଜର କହିଲେ- ଏମାନେ ପୁଅ ନା ଝିଅ ?

ନୂଆଦିଲ୍ଲୀ, ୦୬/୧୦ : ସାରା ଦୁନିଆରେ ହିଟ୍ ହୋଇଛି ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଗୀତ କାଲା ଚଷମା। ଏହି ଗୀତକୁ ନେଇ ସୋସିଆଲ ମିଡିଆ ୟୁଜରମାନେ ବହୁ ରିଲ୍ ତିଆରି କରିଛନ୍ତି। ଏହି ଗୀତରେ ଟିମ୍ ଇଣ୍ଡିଆ ବିଜୟ ଉତ୍ସବ ପାଳନ କରିବା ପରେ ଇଣ୍ଟରନେଟ୍‌ରେ ପୁଣି ଥରେ ଏହି ଗୀତ ଭାଇରାଲ୍ ହେବାକୁ ଲାଗିଛି। ଏହି କ୍ରମରେ କାଲା ଚଷମା ଗୀତରେ କିଛି ଜାପାନୀ ଝିଅମାନେ ଏକ ରିଲ୍ କରିଛନ୍ତି। ଏହି ରିଲ୍ ପ୍ରାୟ ସମସ୍ତଙ୍କୁ…

Read More

ଭାରତର 4 କଫ ସିରଫ ପାଇଁ ଗାମ୍ବିଆରେ 66 ଶିଶୁଙ୍କ ମୃତ୍ୟୁ ସନ୍ଦେହ

() ଭାରତରେ ପ୍ରସ୍ତୁତ ହୋଇଥିବା 4ଟି କଫ ସିରପ ଉପରେ ଆଲର୍ଟ ଜାରି କରିଛି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ ଡବ୍ଲୁଏଚଓ । ମେଡେନ ଫାର୍ମାସ୍ଯୁଟିକାଲସ ଦ୍ବାରା ପ୍ରସ୍ତୁତ ଏହି 4ଟି କଫ ସିରଫ ଓ ଥଣ୍ଡା ଔଷଧର ଭୟଙ୍କର ପାର୍ଶ୍ବ ପ୍ରତିକ୍ରିୟା ଥିବାର ସନ୍ଦେହ ଉପୁଜିଛି ।ଏହି  ଔଷଧ ବ୍ୟବହାର ଯୋଗୁଁ ଗାମ୍ବିଆରେ 66 ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହେବା ପରେ ଡବ୍ଲୁଏଚଓ ଏହାର ତର୍ଜମା ଆରମ୍ଭ କରିଛି । ଏ ବାବଦରେ…

Read More

ଦିବ୍ୟାଙ୍ଗଙ୍କ ପାଇଁ ବରଦାନ ବୃନ୍ଦାବନର ଏହି ସ୍କୁଲ, ଆତ୍ମନିର୍ଭର ହୋଇ ଜାତୀୟ ସ୍ତରରେ ପଦକ ଜିତୁଛନ୍ତି ଛାତ୍ରଛାତ୍ରୀ

ନୂଆଦିଲ୍ଲୀ, ୩୦/୦୯ : ଯେଉଁ ପିଲାମାନେ ଶାରିରୀକ ଏବଂ ମାନସିକ ରୂପରେ ଥିଲେ ଅକ୍ଷମ ଆଜି ସେହି ପିଲାମାନେ ହୋଇପାରିଛନ୍ତି ସକ୍ଷମ। ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ ସ୍ଵର୍ଣ୍ଣ ଏବଂ ରୌପ୍ୟ ପଦକ ଜିତୁଛନ୍ତି ବୃନ୍ଦାବନର ବାତ୍ସଲ୍ୟ ଗ୍ରାମ ସ୍ଥିତ ବୈଶିଷ୍ଟୟମ ଦିବ୍ୟାଙ୍ଗ ସ୍କୁଲର ଛାତ୍ରଛାତ୍ରୀ। ସେମାନଙ୍କୁ ଏଥିପାଇଁ ପ୍ରଶିକ୍ଷଣ ଦିଆଯାଉଛି। ୨୦୧୪ ମସିହାରେ ମାତ୍ର ୧୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସ୍କୁଲର ଆରମ୍ଭ ହୋଇଥିଲା। ଆଜି ଏହି ସ୍କୁଲରେ ପ୍ରାୟ ୧୪୩ ଛାତ୍ରଛାତ୍ରୀ ଅଧ୍ୟୟନ…

Read More

୬୦୦ ଦିବ୍ୟାଙ୍ଗ ଶିଶୁଙ୍କୁ ଦେଖାଇଛନ୍ତି ଶିକ୍ଷାର ଆଲୋକ, ବରେଲୀର ଦୀପମାଳାଙ୍କୁ ମନ୍ କି ବାତ୍‌ରେ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ବରେଲି, ୨୩/୦୯ : ସ୍କୁଲର ଝରକା ଫାଙ୍କରେ ଲୁଚି ଲୁଚି ପିଲାମାନଙ୍କୁ ପାଠ ପଢୁଥିବାର ଦେଖୁଥିଲା ଅନମୋଲ। କାରଣ ତା ପାଖରେ ନଥିଲା ସ୍କୁଲ ଯିବାର ସୌଭାଗ୍ୟ। ଦିନେ ଅନମୋଲ ଉପରେ ପଡ଼ିଲା ଶିକ୍ଷୟିତ୍ରୀ ଦୀପମାଳାଙ୍କ ପାଣ୍ଡେଙ୍କ ନଜର। ଆଉ ଦୀପମାଳା ଅନମୋଲର ହାତ ଧରି ନେଇଆସିଲେ କ୍ଲାସ୍ ଭିତରକୁ। ଏହାପରେ ଅନମୋଲର ଖୁସି କହିଲେ ନସରେ। ଅନମୋଲ ଭଳି ଦିବ୍ୟାଙ୍ଗଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବାକୁ ସେହିଦିନ ଠାରୁ ପ୍ରତିଜ୍ଞା କଲେ ଦୀପମାଳା। ଆଉ ଆରମ୍ଭ କଲେ…

Read More

ମାଆଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲେ ୨ ବର୍ଷର ନତାଲି, ଭିଡିଓ ଦେଖି ଫ୍ୟାନ ହୋଇଗଲେ ୟୁଜର…

ଭୁବନେଶ୍ଵର, ୨୦/୦୯ : ଏକ ଦୁଇ ବର୍ଷର କୁନି ଝିଅ ତାର ମାଆ ପାଇଁ ଖାଦ୍ୟ ତିଆରି କରିବା ବେଳର ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ୍ ହେବାରେ ଲାଗିଛି। ତେବେ କୁନି ଝିଅଟିର ଏହି ଭିଡିଓ ତାଙ୍କ ମାଆ ବ୍ରୁନା ଫାବା ଅଗଷ୍ଟ ୨୯ରେ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସୋସିଆଲ ମିଡିଆ ୟୁଜରମାନେ ଭିଡିଓଟିକୁ ଖୁବ୍ ପସନ୍ଦ କରିବା ସହିତ କୁନି ଝିଅକୁ ବେସ୍ ପ୍ରଶଂସା…

Read More

ବାଘ ମୁହଁରୁ ଛୁଆକୁ ଛଡ଼ାଇ ଆଣିଲା ମାଆ

ନୂଆଦିଲ୍ଲୀ, ୧୨/୦୯ : କୁହନ୍ତି ମାଆ ହେଉଛି ଜନ୍ମଦାତ୍ରୀ, ପାଳନକର୍ତ୍ତା, ତାରଣକର୍ତ୍ତା। ମାଆ ବିନା ଏ ସୃଷ୍ଟି ଅସମ୍ଭବ। ଯେତେ ବିପଦ ଆପଦ ଆସୁ ମାଆ ତାର ପଣତ କାନି ତଳେ ନିଜ ସନ୍ତାନଙ୍କୁ ଘଣ୍ଟ ଘୋଡ଼ାଇ ରଖିଥାଏ। ଯେକୌଣସି ବାଧାବିଘ୍ନ ଆସିଲେ ଢାଲ ଭଳି ଠିଆ ହୁଏ। ଏହାର ଉଦାହରଣ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଉମରିୟା ଜିଲ୍ଲାର ବାନ୍ଧବଗଡ ଅଭୟାରଣ୍ୟ ମାଲା ବିଟ୍ ଅନ୍ତର୍ଗତ ରୋହନିୟା ଗ୍ରାମରେ। ଏହି ଗ୍ରାମର ଅର୍ଚ୍ଚନା ନାମକ ଜଣେ ମହିଳା…

Read More

ହାତରେ ହାତ ମିଶାଇ ଝିଅ ସହ ଡ୍ୟାନ୍ସ କଲେ IAS ଅଧିକାରୀ ସୋନଲ, ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ

ନୂଆଦିଲ୍ଲୀ, ୧୧/୦୯ : ଦୁନିଆର ସବୁଠୁ ମଧୁର ସମ୍ପର୍କ ହେଉଛି ମା-ଝିଅଙ୍କ ସମ୍ପର୍କ। ସମସ୍ତଙ୍କ ଠାରୁ ମାର ଅଧିକ ନିକଟତର ହୋଇଥାନ୍ତି ଝିଅମାନେ। ଏହାର ଏକ ଖାସ୍ ଝଲକ ଦେଖିବାକୁ ମିଳିଛି ଆଇଏଏସ୍ ସୋନଲ ଗୋୟଲଙ୍କ ଭିଡିଓରେ। ଏହି ଭିଡିଓରେ ଆଇଏଏସ୍ ଅଧିକାରୀ ତାଙ୍କ ଝିଅର ହାତରେ ହାତ ମିଶାଇ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଯାହାକି ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। ज़िंदगी और कुछ भी नहीं , तेरी मेरी कहानी…

Read More

୫ ରୁ ୧୮ ବର୍ଷ ଶିଶୁଙ୍କ ପାଇଁ ଖୁବ୍ ଶୀଘ୍ର ଆସିବ ନାଜାଲ୍ କୋଭିଡ୍ ଭ୍ୟାକ୍ସିନ, ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଅନୁମତି ମାଗିଲା ଭାରତ ବାୟୋଟେକ୍

ନୂଆଦିଲ୍ଲୀ, ୧୧/୦୯ : ୫ ରୁ ୧୮ ବର୍ଷ ଶିଶୁଙ୍କ ପାଇଁ ଖୁବ୍ ଶୀଘ୍ର ଆସିବ ନାଜାଲ୍ କୋଭିଡ୍ ଭ୍ୟାକ୍ସିନ। ତୃତୀୟ ପର୍ଯ୍ୟାୟ ଅଧ୍ୟୟନ ପାଇଁ ଡ୍ରଗ କଣ୍ଟ୍ରୋଲର ଠାରୁ ଅନୁମତି ମାଗିଲା ଭାରତ ବାୟୋଟେକ୍। ତେବେ ଏହା ପୂର୍ବରୁ ସେପ୍ଟେମ୍ଵର ୬ରେ ଡିସିଜିଆଇ ୧୮ ବର୍ଷରୁ ଉର୍ଦ୍ଧ୍ଵ ବୟସ୍କଙ୍କୁ ଇଣ୍ଟ୍ରାନାଜାଲ୍ କୋଭିଡ୍ ଭ୍ୟାକ୍ସିନ ଦିଆଯିବା ପାଇଁ ମଞ୍ଜୁରି ଦେଇଥିଲା। ଭାରତ ବାୟୋଟେକ୍‌ର ସୂଚନା ଅନୁଯାୟୀ, ଏହି ନାଜାଲ୍ ଭ୍ୟାକ୍ସିନ୍ ଅନ୍ୟ ଭ୍ୟାକ୍ସିନ ତୁଳନାରେ ଭିନ୍ନ ଏବଂ…

Read More